ଉପ ରାଜ୍ୟପାଳଙ୍କ ବିରୋଧ ସତ୍ତ୍ୱେ ସିଙ୍ଗାପୁର ଯିବା ଜିଦରେ ଅଟଳ କେଜ୍ରିୱାଲ

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ବିଦେଶରେ ଅନୁଷ୍ଠିତ ହେଉଥିବା କୌଣସି ସମ୍ମିଳନୀରେ ଯୋଗଦେବା ପୂର୍ବରୁ ବିରୋଧର ସମ୍ମୁଖୀନ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ବିରୋଧ ସତ୍ତ୍ୱେ ସେ ଯୋଜନା ମୁତାବକ ବିଦେଶ ଗସ୍ତ କରିବେ ବୋଲି ଆଜି ଦମ୍ଭୋକ୍ତି କରିଛନ୍ତି। ବିଦେଶ ଗସ୍ତ ପାଇଁ କେଜ୍ରିୱାଲ ଅନୁମତି ମାଗିଥିଲେ ମଧ୍ୟ ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନା ଏଥିପାଇଁ ଅନୁମତି ଦେଇ ନାହାନ୍ତି। ସିଙ୍ଗାପୁରରେ ମେୟରମାନଙ୍କ ସମ୍ମିଳନୀ ହେଉଥିବା ବେଳେ ଜଣେ ମୁଖ୍ୟମନ୍ତ୍ରୀ ସେଠାକୁ ଯିବାର […]

delhi

delhi

Hemant Lenka
  • Published: Thursday, 21 July 2022
  • Updated: 21 July 2022, 07:06 PM IST

Sports

Latest News

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ବିଦେଶରେ ଅନୁଷ୍ଠିତ ହେଉଥିବା କୌଣସି ସମ୍ମିଳନୀରେ ଯୋଗଦେବା ପୂର୍ବରୁ ବିରୋଧର ସମ୍ମୁଖୀନ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ବିରୋଧ ସତ୍ତ୍ୱେ ସେ ଯୋଜନା ମୁତାବକ ବିଦେଶ ଗସ୍ତ କରିବେ ବୋଲି ଆଜି ଦମ୍ଭୋକ୍ତି କରିଛନ୍ତି। ବିଦେଶ ଗସ୍ତ ପାଇଁ କେଜ୍ରିୱାଲ ଅନୁମତି ମାଗିଥିଲେ ମଧ୍ୟ ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନା ଏଥିପାଇଁ ଅନୁମତି ଦେଇ ନାହାନ୍ତି।

ସିଙ୍ଗାପୁରରେ ମେୟରମାନଙ୍କ ସମ୍ମିଳନୀ ହେଉଥିବା ବେଳେ ଜଣେ ମୁଖ୍ୟମନ୍ତ୍ରୀ ସେଠାକୁ ଯିବାର କୌଣସି ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି। ତେବେ ଏହାକୁ କାଉଣ୍ଟର କରି କେଜ୍ରିୱାଲ କହିଛନ୍ତି, ଯଦି ରାଜ୍ୟପାଳ ଦେଉଥିବା କାରଣକୁ ସବୁ କ୍ଷେତ୍ରରେ ଲାଗୁ କରାଯାଏ, ତା’ହେଲେ ପ୍ରଧାନମନ୍ତ୍ରୀ କୌଣସି ବିଦେଶ ରାଷ୍ଟ୍ରକୁ ଯାଇ ପାରିବେ ନାହିଁ ବୋଲି କେଜ୍ରିୱାଲ ଦାବି କରିଛନ୍ତି।

ସିଙ୍ଗାପୁରରେ ଆୟୋଜିତ World Cities Summit କାର୍ଯ୍ୟକ୍ରମକୁ ଆସିବା ପାଇଁ ସିଙ୍ଗାପୁର ହାଇ କମିଶନର ସିମୋନ ୱଙ୍ଗ ଜୁନ୍‌ ମାସରେ କେଜ୍ରିୱାଲଙ୍କୁ ଆମନ୍ତ୍ରଣ କରିଥିଲେ। ଅଗଷ୍ଟ ୧ରେ ସେ ଏହି କାର୍ଯ୍ୟକ୍ରମରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ବିଦେଶ ଗସ୍ତ ପାଇଁ କେଜ୍ରିୱାଲଙ୍କୁ ଅନୁମତି ମିଳୁନି। ଗତ ସପ୍ତାହରେ ସେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ। ବିଦେଶରେ ଆୟୋଜିତ କୌଣସି କାର୍ଯ୍ୟକ୍ରମରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଯୋଗ ଦେବା ପାଇଁ ଅନୁମତି ନ ଦେବା ଦେଶର ସ୍ୱାର୍ଥ ବିରୋଧୀ ବୋଲି କେଜ୍ରିୱାଲ କହିଥିଲେ।

ଦିଲ୍ଲୀ ସରକାର ମାଗିଥିବା ଅନୁମତିର ଜବାବରେ ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନା କହିଛନ୍ତି, “ସେଠାରେ(ସିଙ୍ଗାପୁର) ମେୟରମାନଙ୍କ ପାଇଁ କାର୍ଯ୍ୟକ୍ରମ ହେଉଛି। ତେଣୁ ଜଣେ ମୁଖ୍ୟମନ୍ତ୍ରୀ ସେଠାକୁ ନ ଯିବା ଦରକାର।” ଏହାର ଜବାରେ କେଜ୍ରିୱାଲ କହିଛନ୍ତି, “ମୁଁ ବେଶ ସମ୍ମାନର ସହ ଉପ ରାଜ୍ୟପାଳଙ୍କ ପରାମର୍ଶରେ ଏକମତ ହେଉନାହିଁ।” ଉପ ରାଜ୍ୟପାଳ ବିଦେଶ ଗସ୍ତ ପାଇଁ ଅନୁମତି ଦେଇ ନଥିବାରୁ ଏବେ କେଜ୍ରିୱାଲ ସିଧାସଳଖ ବୈଦେଶିକ ମନ୍ତ୍ରଣାଳୟ ନିକଟରେ ଆବେଦନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story