ଆର୍ଯ୍ୟନ ଖାନଙ୍କ ମାମଲାରେ କୋର୍ଟଙ୍କ ବଡ଼ ବୟାନ: ଷଡ଼ଯନ୍ତ୍ର ହୋଇଥିବା ପ୍ରମାଣ ନାହିଁ

ମୁମ୍ବାଇ: ମେଗା ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଡ୍ରଗ୍ସ ଲିଙ୍କ ମାମଲାରେ ବଡ଼ ବୟାନ ଦେଇଛନ୍ତି ବମ୍ବେ ହାଇକୋର୍ଟ। ଆଜି କୋର୍ଟଙ୍କ ପକ୍ଷରୁ ଜାରି ହୋଇଥିବା ଜାମିନ ଅର୍ଡରେ କୁହାଯାଇଛି ଯେ ଆର୍ଯ୍ୟନ ଖାନ, ଅରବାଜ ମରଚାଣ୍ଟ ଓ ମୁନମୁନ ଧମେଚାଙ୍କ ମଧ୍ୟରେ ଡ୍ରଗ୍ସ ଜନିତ ଅପରାଧ ଘଟାଇବା ପାଇଁ କୌଣସି ଷଡ଼ଯନ୍ତ୍ର ହୋଇଥିବାର ପ୍ରମାଣ ମିଳିନି। ସେମାନଙ୍କ ମଧ୍ୟରେ ହୋଇଥିବା ହ୍ୱାଟସଆପ ଚାଟରୁ କୌଣସି ପ୍ରକାରର ଆପତ୍ତିଜନକ ବିଷୟବସ୍ତୁ ମିଳିନି। ସମସ୍ତ ଅଭିଯୁକ୍ତ ମିଳିତ […]

aryan

aryan

Hemant Lenka
  • Published: Saturday, 20 November 2021
  • Updated: 20 November 2021, 04:42 PM IST

Sports

Latest News

ମୁମ୍ବାଇ: ମେଗା ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଡ୍ରଗ୍ସ ଲିଙ୍କ ମାମଲାରେ ବଡ଼ ବୟାନ ଦେଇଛନ୍ତି ବମ୍ବେ ହାଇକୋର୍ଟ। ଆଜି କୋର୍ଟଙ୍କ ପକ୍ଷରୁ ଜାରି ହୋଇଥିବା ଜାମିନ ଅର୍ଡରେ କୁହାଯାଇଛି ଯେ ଆର୍ଯ୍ୟନ ଖାନ, ଅରବାଜ ମରଚାଣ୍ଟ ଓ ମୁନମୁନ ଧମେଚାଙ୍କ ମଧ୍ୟରେ ଡ୍ରଗ୍ସ ଜନିତ ଅପରାଧ ଘଟାଇବା ପାଇଁ କୌଣସି ଷଡ଼ଯନ୍ତ୍ର ହୋଇଥିବାର ପ୍ରମାଣ ମିଳିନି।

ସେମାନଙ୍କ ମଧ୍ୟରେ ହୋଇଥିବା ହ୍ୱାଟସଆପ ଚାଟରୁ କୌଣସି ପ୍ରକାରର ଆପତ୍ତିଜନକ ବିଷୟବସ୍ତୁ ମିଳିନି। ସମସ୍ତ ଅଭିଯୁକ୍ତ ମିଳିତ ଭାବେ ଓ ଜାଣିଶୁଣି ବେଆଇନ କାର୍ଯ୍ୟ କରିବାକୁ ଏକାଠି ହୋଇଥିବାର ସକାରାତ୍ମକ ପ୍ରମାଣ କୋର୍ଟଙ୍କ ପାଖରେ ଉପସ୍ଥାପନ କରାଯାଇନି। ସେମାନେ ୩ ଜଣ ଏକାଠି ଗୋଟିଏ କ୍ରୁଜରେ ଯାଇଥିବାର ଅର୍ଥ ନୁହେଁ ଯେ ମିଳିତ ଭାବେ ସେଠାରେ କୌଣସି ବେଆଇନ କାମ ଘଟାଇବାକୁ ଯୋଜନା କରିଥିଲେ।

ମିଳିଥିବା ପ୍ରମାଣରେ ଆଦୌ ଅଭିଯୋଗକୁ ଠିକ ବୋଲି ସାବ୍ୟସ୍ତ କରିପାରୁ ନଥିବା କୋର୍ଟ କହିଛନ୍ତି। କୋର୍ଟ ଜାମିନ ମିଳିବା ଯଥାର୍ଥ ବୋଲି ମଧ୍ୟ ନିର୍ଦ୍ଦେଶନାମାରେ କହିଛନ୍ତି। ଏଥିସହ କୋର୍ଟ କହିଛନ୍ତି, ଅଧିକାର ନଥିବା ତଦନ୍ତକାରୀ ଅଧିକାରୀଙ୍କ ଆଗରେ ରେକର୍ଡ ହୋଇଥିବା ବୟାନ ଉପରେ ଏନସିବି କେବେ ହେଲେ ନିର୍ଭର କରିପାରିବ ନାହିଁ।

ସୂଚନାଯୋଗ୍ୟ, ଅକ୍ଟୋବର ୩ରେ ଏନସିବି ଆର୍ଯ୍ୟନଙ୍କ ସହ ପ୍ରାୟ ୭ ଜଣ ଅଭିଯୁକ୍ତଙ୍କୁ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟିରୁ ଗିରଫ କରିଥିଲା। ଏହାର ପ୍ରାୟ ୨୭ ଦିନ ପରେ ଆର୍ଯ୍ୟନଙ୍କୁ ବମ୍ବେ ହାଇକୋର୍ଟ ଜାମିନ ଦେଇଥିଲେ। ଏହି ସମୟରେ ଆର୍ଯ୍ୟନ, ମୁନମୁନ ଓ ଅରବାଜଙ୍କ ଜାମିନ ଆବେଦନକୁ ଏନସିବି କୋର୍ଟରେ ବିରୋଧ କରିଥିଲା। ଏଥିସହ ସେମାନଙ୍କ ବିରୋଧରେ ଷଡ଼ଯନ୍ତ୍ରର ଅଭିଯୋଗ ଆଣିଥିଲା। ଖାଲି ସେତିକି ନୁହେଁ, ଆର୍ଯ୍ୟନଙ୍କ ଲିଙ୍କ ବିଦେଶରେ ରହୁଥିବା ଡ୍ରଗ୍ସ ପେଡେଲରଙ୍କ ସହ ରହିଥିବା ମଧ୍ୟ ଏନସିବି ଅଭିଯୋଗ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story