“ବହୁତ ବଢ଼ିଆ” ସକାଳୁ ସକାଳୁ ଝାରସୁଗୁଡ଼ା ଷ୍ଟେସନରେ ଚା’ ପିଇଲେ ରେଳମନ୍ତ୍ରୀ

ଭୁବନେଶ୍ୱର: ଝାରସୁଗୁଡ଼ା ରେଳ ଷ୍ଟେସନରେ ସକାଳୁ ସକାଳୁ ଗରମା ଗରମ ଚା’ ପିଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ ଦେଶର ଜଣେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ ମଧ୍ୟ ସାଧାରଣ ଲୋକଙ୍କ ଭଳି ଷ୍ଟେସନରେ ଚା’ ପିଇ ସ୍ଥିତି ସମୀକ୍ଷା କରିବା ବେଳର ଭିଡିଓକୁ ସୋଶାଲ ମିଡିଆରେ ଶେୟାର କରିଛନ୍ତି। ଝାରସୁଗୁଡ଼ାରେ ବିଭିନ୍ନ ରେଳ ପ୍ରକଳ୍ପର ସମୀକ୍ଷା କରିବାକୁ ଅଶ୍ୱିନୀ ବୈଷ୍ଣବ ସେଠାକୁ ଯାଇଛନ୍ତି। ଏହି ସମୟରେ ସେ ହାଠତ ରେଳ ଷ୍ଟେସନର ପ୍ଲାଟଫର୍ମକୁ ଯାଇ ଚା’ ଓ […]

Odisha

Odisha

Hemant Lenka
  • Published: Tuesday, 09 November 2021
  • Updated: 09 November 2021, 04:03 PM IST

Sports

Latest News

ଭୁବନେଶ୍ୱର: ଝାରସୁଗୁଡ଼ା ରେଳ ଷ୍ଟେସନରେ ସକାଳୁ ସକାଳୁ ଗରମା ଗରମ ଚା’ ପିଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ ଦେଶର ଜଣେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ ମଧ୍ୟ ସାଧାରଣ ଲୋକଙ୍କ ଭଳି ଷ୍ଟେସନରେ ଚା’ ପିଇ ସ୍ଥିତି ସମୀକ୍ଷା କରିବା ବେଳର ଭିଡିଓକୁ ସୋଶାଲ ମିଡିଆରେ ଶେୟାର କରିଛନ୍ତି।

ଝାରସୁଗୁଡ଼ାରେ ବିଭିନ୍ନ ରେଳ ପ୍ରକଳ୍ପର ସମୀକ୍ଷା କରିବାକୁ ଅଶ୍ୱିନୀ ବୈଷ୍ଣବ ସେଠାକୁ ଯାଇଛନ୍ତି। ଏହି ସମୟରେ ସେ ହାଠତ ରେଳ ଷ୍ଟେସନର ପ୍ଲାଟଫର୍ମକୁ ଯାଇ ଚା’ ଓ ବିସ୍କୁଟ ଖାଇଛନ୍ତି। ଗରମ ଚା’ର ପ୍ରଥମ ଢୋକ ନେବା ପରେ ସେ ଦୋକାନୀଙ୍କୁ ସ୍ମିତ ହାସ୍ୟ ଦେଇ “ବହୁତ ବଢ଼ିଆ” ହୋଇଥିବା କହୁଥିବା ଭିଡିଓରେ ଶୁଣିବାକୁ ମିଳିଛି।

ଚା’ ପିଇବା ପରେ ସେ ଦୋକାନୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ଷ୍ଟେସନ ଦେଇ ଦୈନିକ କେତେ ଟ୍ରେନ ଯାଉଛି, ତା’ର ଯାଞ୍ଚ କରିଥିଲେ। ମନ୍ତ୍ରୀଙ୍କ ଚାରିପାଖରେ ଅନେକ ରେଳ ବାଇ କର୍ମଚାରୀ ଓ ସୁରକ୍ଷାକର୍ମୀ ରହିଥିଲେ। ସେମାନଙ୍କୁ ମଧ୍ୟ ଅଶ୍ୱିନୀ ବିସ୍କୁଟ ଓ ଅନ୍ୟାନ୍ୟ ଜିନିଷ ଖାଇବାକୁ ଦେଇଥିଲେ। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ଏହା ଭାଇରାଲ ହେବାରେ ଲାଗିଛି।

ସୋମବାର ସେ ଦକ୍ଷିଣପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର ଓ ଝାରସଗୁଡ଼ାରେ ଥିବା ପୂର୍ବତନ ରେଳବାଇ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ତାଙ୍କ ଠାରୁ ଝାରସଗୁଡ଼ାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବୁଝିଥିଲେ। ଏହାପରେ ଆଜି ସକାଳୁ ସେ ହଠାତ୍‌ ଝାରସଗୁଡ଼ା ରେଳ ଷ୍ଟେସନରେ ପହଞ୍ଚି ବିଭିନ୍ନ କାମରେ ସମୀକ୍ଷା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story