ବିଜେପି ଭୟରେ ଆସାମ ଛାଡ଼ି ଜୟପୁର ଗଲେ କଂଗ୍ରେସ ମେଣ୍ଟରେ ଥିବା ପ୍ରାର୍ଥୀ

ଗୌହାଟୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଭୋଟ ଶେଷ ହୋଇଛି। ଏବେ ସମସ୍ତଙ୍କର ଅପେକ୍ଷା ମେ’ ୨କୁ। କାରଣ ଏହି ଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ତେବେ ଏହା ପୂର୍ବରୁ କ୍ଷମତାସୀନ ବିଜେପି ବିରୋଧରେ କଂଗ୍ରେସ ସହ ମେଣ୍ଟ କରି ଲଢ଼ୁଥିବା ପ୍ରାୟ ୨୨ ଜଣ ପ୍ରାର୍ଥୀ ଭୟରେ ଆସାମ ଛାଡ଼ି ଜୟପୁର ଚାଲି ଯାଇଛନ୍ତି। ସେଠାରେ ଥିବା ଗୋଟିଏ ହୋଟେଲରେ ସେମାନେ ରହିବେ। ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିଜେପି ଏହି […]

Congress

Congress

Hemant Lenka
  • Published: Friday, 09 April 2021
  • Updated: 09 April 2021, 04:43 PM IST

Sports

Latest News

ଗୌହାଟୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଭୋଟ ଶେଷ ହୋଇଛି। ଏବେ ସମସ୍ତଙ୍କର ଅପେକ୍ଷା ମେ’ ୨କୁ। କାରଣ ଏହି ଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ତେବେ ଏହା ପୂର୍ବରୁ କ୍ଷମତାସୀନ ବିଜେପି ବିରୋଧରେ କଂଗ୍ରେସ ସହ ମେଣ୍ଟ କରି ଲଢ଼ୁଥିବା ପ୍ରାୟ ୨୨ ଜଣ ପ୍ରାର୍ଥୀ ଭୟରେ ଆସାମ ଛାଡ଼ି ଜୟପୁର ଚାଲି ଯାଇଛନ୍ତି।

ସେଠାରେ ଥିବା ଗୋଟିଏ ହୋଟେଲରେ ସେମାନେ ରହିବେ। ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିଜେପି ଏହି ପ୍ରାର୍ଥୀଙ୍କୁ ପ୍ରଲୋଭିତ କରିବାର ଆଶଙ୍କା ଥିବାରୁ ମେଣ୍ଟର ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟରେ ମୌଲାନା ବାଦ୍ରୁଦ୍ଦିନ ଅଜମଲଙ୍କ ଏଆଇୟୁଡିଏଫ, ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ ଓ ବାମଦଳ ରହିଛନ୍ତି। ଏହାବାଦ ଆଉ କିଛି ଛୋଟ ଦଳ ମଧ୍ୟ ମେଣ୍ଟରେ ସାମିଲ ହୋଇ ପ୍ରାର୍ଥୀ ଦେଇଥିଲେ। ଏବେ ନିର୍ବାଚନ ଲଢ଼ିଥିବା ୨୨ ଜଣ ପ୍ରାର୍ଥୀଙ୍କୁ କଂଗ୍ରେସ କ୍ଷମତାସୀନ ରାଜସ୍ଥାନର ଜୟପୁର ସ୍ଥିତ ହୋଟେଲକୁ ପଠା ଯାଇଛି।

ଗତବର୍ଷ ଜୁଲାଇରେ ରାଜସ୍ଥାନର କଂଗ୍ରେସରେ ସଙ୍କଟ ବେଳେ ଦଳୀୟ ବିଧାୟକଙ୍କୁ ଯେଉଁ ହୋଟେଲରେ ରଖାଯାଇଥିଲା ଏବେ ୨୨ ଜଣ ପ୍ରାର୍ଥୀଙ୍କୁ ସେହିଠାରେ ରଖାଯିବ। କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ପ୍ରାର୍ଥୀଙ୍କ ସ୍ଥାନାନ୍ତର ଘଟଣାକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ବିଜେପି ନିର୍ବାଚନ ହାରିବା ପରେ କଂଗ୍ରେସକୁ ଭାଙ୍ଗିବାର ଟ୍ରେଣ୍ଡ ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ମେଣ୍ଟରେ ଥିବା ଦଳଗୁଡ଼ିକ ଆଗୁଆ ପଦକ୍ଷେପ ନେଇଛନ୍ତି। ସେମାନେ ନିଜର ପ୍ରାର୍ଥୀଙ୍କୁ ବିଜେପି ପାଲରେ ପକାଇବାକୁ ଚାହୁଁନାହାନ୍ତି। ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

ଅନ୍ୟପକ୍ଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, କେବଳ ମେଣ୍ଟରେ ଥିବା ପ୍ରାର୍ଥୀ ନୁହନ୍ତି, କଂଗ୍ରେସ ମଧ୍ୟ ନିଜର କିଛି ପ୍ରାର୍ଥୀଙ୍କୁ ଜୟପୁରକୁ ପଠାଇ ଦେଇଛି। ଏମାନେ ଯେମିତି କୌଣସି ବାହାର ଲୋକଙ୍କ ସହ ମିଶି ପାରିବେ ନାହିଁ, ସେଥିପାଇଁ ରାଜସ୍ଥାନ କଂଗ୍ରେସର ଚିଫ ହ୍ୱିପ ମହେଶ ଯୋଶୀ ଓ ବିଧାୟକ ରଫୀକ ଖାନ୍‌ଙ୍କୁ ଦଳ ଦାୟିତ୍ୱ ଦେଇଛି।

୨୦୧୬ ଆସାମ ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ କରିଥିଲା। ଏଥର ଦଳ ପୁଣି କ୍ଷମତା ଦଖଲ କରିତବାକୁ ଲକ୍ଷ୍ୟ ରଖିଛି। ହେଲେ ବିଜେପିକୁ ଚଳିତ ବର୍ଷ ଆସାମରେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ କଡ଼ା ଟକ୍କର ଦେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story