ଏକଜିଟ୍‌ ପୋଲ: ଆସାମରେ ବିଜେପି ଜାରି ରଖିବ ଶାସନ

ନୂଆଦିଲ୍ଲୀ: ଆସାମରେ ଶାସକ ବିଜେପିକୁ ସରକାର ଗଠନ ପାଇଁ ବହୁମତ ମଳିବ। ଏଠାରେ କଂଗ୍ରେସ କ୍ଷମତା ଦଖଲ କରିବାକୁ ଉଦ୍ୟମ କରିଥିଲେ ହେଁ ବହୁମତ ପାଇପାରି ନାହିଁ। ୩ଟି ପର୍ଯ୍ୟାୟରେ ୧୨୬ଟି ଆସନ ପାଇଁ ଲୋକେ ଭୋଟ ଦେଇଥିଲେ। ମେ’ ୨ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ତେବେ ଏହା ପୂର୍ବରୁ ଏକଜିଟ୍‌ ପୋଲ ଫଳାଫଳ ପ୍ରକାଶ ପାଇଛି। ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ ପୋଲ ରିପୋର୍ଟ ଅନୁଯାୟୀ, ବିଜେପି ଆସାମରେ ୭୫ରୁ […]

BJP

BJP

Hemant Lenka
  • Published: Thursday, 29 April 2021
  • Updated: 29 April 2021, 07:37 PM IST

Sports

Latest News

ନୂଆଦିଲ୍ଲୀ: ଆସାମରେ ଶାସକ ବିଜେପିକୁ ସରକାର ଗଠନ ପାଇଁ ବହୁମତ ମଳିବ। ଏଠାରେ କଂଗ୍ରେସ କ୍ଷମତା ଦଖଲ କରିବାକୁ ଉଦ୍ୟମ କରିଥିଲେ ହେଁ ବହୁମତ ପାଇପାରି ନାହିଁ। ୩ଟି ପର୍ଯ୍ୟାୟରେ ୧୨୬ଟି ଆସନ ପାଇଁ ଲୋକେ ଭୋଟ ଦେଇଥିଲେ। ମେ’ ୨ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ତେବେ ଏହା ପୂର୍ବରୁ ଏକଜିଟ୍‌ ପୋଲ ଫଳାଫଳ ପ୍ରକାଶ ପାଇଛି। ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ ପୋଲ ରିପୋର୍ଟ ଅନୁଯାୟୀ, ବିଜେପି ଆସାମରେ ୭୫ରୁ ୮୫ଟି ଆସନ ଜିତିବ। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୬୪। ତେଣୁ ଦଳ ଏଠାରେ ବେଶ ଆରାମରେ ସରକାର ଗଠନ କରିବାକୁ ସକ୍ଷମ ହେବ।

କଂଗ୍ରେସ ରାଜ୍ୟରେ ୪୦ରୁ ୫୦ଟି ଆସନ ଜିତିବାର ସମ୍ଭାବନା ଥିବା ବେଳେ ଅନ୍ୟାନ୍ୟ ଦଳ ଖାତାକୁ ୧ରୁ ୪ଟି ଆସନ ଯିବ। କଂଗ୍ରେସ ଏଠାରେ ମେଣ୍ଟ କରି ନିର୍ବାଚନ ଲଢ଼ୁଥିଲା।

୨୦୧୬ ବିଧାନସଭା ନିର୍ବାଚନରେ ବିଜେପି ଓ ଏହାର ସହଯୋଗୀ ଦଳ ୮୬ଟି ଆସନରେ ଜିତିଥିଲେ। ତେବେ ୨୦୨୧ରେ ଦଳର ଆସନ ସଂଖ୍ୟା ହ୍ରାସ ପାଇବ ବୋଲି ଏକଜିଟ ପୋଲରେ ଆକଳନ କରାଯାଇଛି।

ରିପବ୍ଲିକର ଟିଭିର ଆକଳନ ଅନୁଯାୟୀ, ବିଜେପି ମେଣ୍ଟରୁ ୭୪ରୁ ୮୪ଟି ଆସନ ଓ କଂଗ୍ରେସ ମେଣ୍ଟକୁ ୪୦ରୁ ୫୦ଟି ଆସନ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story