ପଦ ଛାଡ଼ିଦେଲେ ବାଚସ୍ପତି, ମିଳିପାରେ ନୂଆ ଦାୟିତ୍ୱ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟକରୁଥିବା ନାନା ପାଟୋଲେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ରକୁ ବିଧାନସଭାର ଉପ ବାଚସ୍ପତି ନରହରି ଜିରୱାଲଙ୍କୁ ହସ୍ତାନ୍ତର କରିଛନ୍ତି। ହଠାତ୍‌ ସେ କାହିଁକି ପଦ ଛାଡ଼ିଲେ, ସେକଥା ଜଣାପଡ଼ିନାହିଁ। କିନ୍ତୁ ତାଙ୍କୁ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ଦାୟିତ୍ୱ ମିଳିବାର ସମ୍ଭାବନା ଥିବାରୁ ସେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି। ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ନିଜ ସମର୍ଥକମାନଙ୍କୁ ନାନା ପାଟୋଲେ କହିଛନ୍ତି, ଆମ […]

fy

fy

Hemant Lenka
  • Published: Thursday, 04 February 2021
  • Updated: 04 February 2021, 09:52 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟକରୁଥିବା ନାନା ପାଟୋଲେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ରକୁ ବିଧାନସଭାର ଉପ ବାଚସ୍ପତି ନରହରି ଜିରୱାଲଙ୍କୁ ହସ୍ତାନ୍ତର କରିଛନ୍ତି। ହଠାତ୍‌ ସେ କାହିଁକି ପଦ ଛାଡ଼ିଲେ, ସେକଥା ଜଣାପଡ଼ିନାହିଁ। କିନ୍ତୁ ତାଙ୍କୁ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ଦାୟିତ୍ୱ ମିଳିବାର ସମ୍ଭାବନା ଥିବାରୁ ସେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।

ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ନିଜ ସମର୍ଥକମାନଙ୍କୁ ନାନା ପାଟୋଲେ କହିଛନ୍ତି, ଆମ ସମ୍ପର୍କ ସବୁବେଳେ ସଶକ୍ତ ହୋଇ ରହିବ। ଜଣେ ବିଧାୟକ ହିସାବରେ ମୁଁ କାମ କରିବି ଓ ସମସ୍ତଙ୍କର ନିର୍ଦ୍ଦେଶକୁ ପାଳନ କରିବି। ନୂଆ ବାଚସ୍ପତି ଚୟନ ହେବା ଯାଏ ବିଧାନସଭାର ସବୁ କାର୍ଯ୍ୟ ଉପ ବାଚସ୍ପତି ପରିଚାଳନା କରିବେ ବୋଲି ସେ କହିଛନ୍ତି।

ଉପ ବାଚସ୍ପତି ଜିରୱାଲ କହିଛନ୍ତି, ନାନା ଆଗକୁ ବଢ଼ିବେ ଓ ତାଙ୍କୁ ପଦୋନ୍ନତି ମିଳିପାରେ। ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି, କଂଗ୍ରେସ ଆମକୁ ନାନା ପାଟୋଲେଙ୍କ ଇସ୍ତଫା ସମ୍ପର୍କରେ କହିଛି। ଏବେ ବିଧାନସଭାର ବାଚସ୍ପତି କିଏ ହେବେ, ସେକଥା ମହା ବିକାଶ ଅଘାଡ଼ି ସରକାରରେ ଥିବା ସହଯୋଗୀମାନେ ମିଳିତ ଭାବେ ଆଲୋଚନା କରି ନିଷ୍ପତ୍ତି ନେବେ।

୨୦୧୯ ଫର୍ମୁଲା ଅନୁଯାୟୀ କଂଗ୍ରେସ ପାଖକୁ ବାଚସ୍ପତି ପଦ ଯିବ ବୋଲି ଧାର୍ଯ୍ୟ ହୋଇଥିଲା। କିନ୍ତୁ ସେ ବର୍ଷକ ପରେ ଇସ୍ତଫା ଦେବେ ବୋଲି କେହି ଜାଣି ନଥିଲେ। ତେଣୁ ଏବେ ସହଯୋଗୀ ଦଳଗୁଡ଼ିକ ନିଜ ମଧ୍ୟରେ ସବୁ କିଛି ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story