ଅଯୋଧ୍ୟାର ମସଜିଦ ଜମି ଉପରେ ମାଲିକାନା ଜାହିର କଲେ ଦୁଇ ଭଉଣୀ

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ସୁନ୍ନି ୱାକଫ ବୋର୍ଡକୁ ମିଳିଥିବା ୫ ଏକ ଜମିକୁ ନେଇ ବିବାଦ ସୃଷ୍ଟି ହୋଇଛି। ଦିଲ୍ଲୀର ଦୁଇ ଜଣ ଭଉଣୀ ମସଜିଦ ଜମି ଉପରେ ମାଲିକାନା ଜାହିର କରି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ନିକଟରେ ଆବେଦନ କରିଥିଲେ। ଅଯୋଧ୍ୟାର ଦାନ୍ନିପୁରର ଗାଁରେ ସରକାରଙ୍କ ପକ୍ଷରୁ ମସଜିଦ ନିର୍ମାଣ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୫ ଏକର ଜମି ଯୋଗାଇ ଦିଆଯାଇଥିଲା। ଦିଲ୍ଲୀର ଦୁଇ ଭଉଣୀ ଏହା ଉପରେ […]

x

x

Hemant Lenka
  • Published: Saturday, 06 February 2021
  • Updated: 06 February 2021, 04:26 PM IST

Sports

Latest News

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ସୁନ୍ନି ୱାକଫ ବୋର୍ଡକୁ ମିଳିଥିବା ୫ ଏକ ଜମିକୁ ନେଇ ବିବାଦ ସୃଷ୍ଟି ହୋଇଛି। ଦିଲ୍ଲୀର ଦୁଇ ଜଣ ଭଉଣୀ ମସଜିଦ ଜମି ଉପରେ ମାଲିକାନା ଜାହିର କରି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ନିକଟରେ ଆବେଦନ କରିଥିଲେ।

ଅଯୋଧ୍ୟାର ଦାନ୍ନିପୁରର ଗାଁରେ ସରକାରଙ୍କ ପକ୍ଷରୁ ମସଜିଦ ନିର୍ମାଣ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୫ ଏକର ଜମି ଯୋଗାଇ ଦିଆଯାଇଥିଲା। ଦିଲ୍ଲୀର ଦୁଇ ଭଉଣୀ ଏହା ଉପରେ ମାଲିକାନା ଜାହିର କରିବାରୁ ବିବାଦ ସୃଷ୍ଟି ହୋଇଥିଲା। ଆଜି ଜିଲ୍ଲା ପ୍ରଶାସନ କହିଛି ଯେ ଆବେଦନକାରୀ ରାଣୀ କପୁର ପଞ୍ଜାବୀ ଓ ରାମା ରାଣୀ ପଞ୍ଜାବୀ ଦାବି କରିଥିବା ପ୍ଲଟ ସଂଖ୍ୟା ପଡ଼ୋଶୀ ଶେଖପୁର ଜଫର ଗାଁରେ ରହିଛି।

ବୁଧବାର ରାଣୀ ଓ ରାମା କୋର୍ଟ ରେଜିଷ୍ଟ୍ରୀରେ ନିଜର ଆବେଦନ ଦାଖଲ କରିଥିଲେ। ଏହାର ଶୁଣାଣି ଫେବୃଆରୀ ୮ରେ କରାଯିବ। ରାଣୀ କପୁର ପଞ୍ଜାବୀ କହିଛନ୍ତି, “ଅଯୋଧ୍ୟା ଜିଲ୍ଲା ପ୍ରଶାସନ ଦାନ୍ନିପୁର ଓ ଶେଖପୁର ଜାଫର ଗାଁକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ବିଭାଜନ ପରେ ମୋ ବାପା ଜ୍ଞାନ ଚନ୍ଦ୍ର ପଞ୍ଜାବୀଙ୍କୁ ଫୈଜାବାଦରେ ୨୮ ଏକର ଜମିର ମାଲିକାନା ମିଳିଥିଲା।

ଏଠାରେ ଏବେ ବି ସୁଫି ଧର୍ମପୀଠ ଶାହଗବାଦ ବାବା ରହିଛି। ରାଉନାହି ପୁଲିସ ଷ୍ଟେସନ ବିଲଡିଂକୁ ଲାଗି ଏହି ଧର୍ମପୀଠ ରହିଛି। ଏହି ଜମିରୁ ୫ ଏକର ସ୍ଥାନକୁ ପ୍ରଶାସନ ପକ୍ଷରୁ ମସଜିଦ ନିର୍ମାଣ ପାଇଁ ଦିଆଯାଇଛି। ତେଣୁ ପୁନଃ ମାପଚୁପ ପାଇଁ ଆମେ ଦାବି କରୁଛି।”

ଆବେଦନକାରୀ କହିଛନ୍ତି ଯେ ତାଙ୍କ ବାପା ପାକିସ୍ତାନରୁ ବିତାଡ଼ିତ ହୋଇ ଆସିବା ପରେ ଦାନ୍ନିପୁରରେ ନାଜୁଲ ବିଭାଗ ପକ୍ଷରୁ ତାଙ୍କୁ ୫ ବର୍ଷ ପାଇ ଜମି ଯୋଗାଇ ଦିଆଯାଇଥିଲା। ସମୟସୀମା ପରେ ମଧ୍ୟ ଜମିର ମାଲିକାନା ତାଙ୍କ ନାଁରେ ରହିଥିଲା ଓ ରାଜସ୍ୱ ବିଭାଗ ରେକର୍ଡରେ ମଧ୍ୟ ଏହା ରହିଥିଲା।

କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ନାଁକୁ ହଟାଇ ଦିଆଯାଇଥିଲା। ଏହା ବିରୋଧରେ ସେ ଆଡିସନାଲ କମିଶନରଙ୍କ ନିକଟରେ ଆବେଦନ କରିଥିଲେ। ବୁଝାମଣା ଅଫିସରଙ୍କ ପାଖରେ ଆବେଦନର ଶୁଣାଣି ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ସୁନ୍ନି ୱାକଫ ବୋର୍ଡକୁ ମସଜିଦ ନିର୍ମାଣ ପାଇଁ ଏହାକୁ ଦେଇ ଦେଇଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story