ତୃତୀୟ ଥର ପାଇଁ କରୋନାରେ ଆକ୍ରାନ୍ତ ହେଲେ ବାବୁଲ ସୁପ୍ରିୟୋ, କହିଲେ ଏମିତି କଥା

କୋଲକାତା: ବିଜେପି ଛାଡ଼ି ଟିଏମସିରେ ମିଶିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଆଜି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମହାମାରୀ ଦେଶରେ ପ୍ରବେଶ କରିବା ଦିନ ଠାରୁ ବାବୁଲ ସୁପ୍ରିୟୋ ଆଜକୁ ମିଶାଇ ୩ୟ ଥର ପାଇଁ କରୋନା ପଞ୍ଝାରେ ପଡ଼ିଛନ୍ତି। ବାବୁଲଙ୍କ ସୁପ୍ରିୟୋଙ୍କ ସମେତ ତାଙ୍କ ପତ୍ନୀ, ବାପା ଓ ତାଙ୍କର କିଛି କର୍ମଚାରୀଙ୍କ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ପଜିଟିଭ ସମ୍ପର୍କରେ ସେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଏଥିସହ ସେ କୋଭିଡ କକଟେଲ […]

Vaccine1

Vaccine1

Hemant Lenka
  • Published: Tuesday, 04 January 2022
  • Updated: 04 January 2022, 03:05 PM IST

କୋଲକାତା: ବିଜେପି ଛାଡ଼ି ଟିଏମସିରେ ମିଶିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଆଜି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମହାମାରୀ ଦେଶରେ ପ୍ରବେଶ କରିବା ଦିନ ଠାରୁ ବାବୁଲ ସୁପ୍ରିୟୋ ଆଜକୁ ମିଶାଇ ୩ୟ ଥର ପାଇଁ କରୋନା ପଞ୍ଝାରେ ପଡ଼ିଛନ୍ତି। ବାବୁଲଙ୍କ ସୁପ୍ରିୟୋଙ୍କ ସମେତ ତାଙ୍କ ପତ୍ନୀ, ବାପା ଓ ତାଙ୍କର କିଛି କର୍ମଚାରୀଙ୍କ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି।

ପଜିଟିଭ ସମ୍ପର୍କରେ ସେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଏଥିସହ ସେ କୋଭିଡ କକଟେଲ ଶଟ୍‌ର ଦାମକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରି ପରୋକ୍ଷରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି କୋଭିଡ କକଟେଲ ଶଟ ଗୁରୁତର ଅସୁସ୍ଥ ଲୋକଙ୍କୁ ଦିଆଯାଏ।

ବାବୁଲ ତାଙ୍କ ୮୪ ବର୍ଷୀୟ ବାପାଙ୍କ ପାଇଁ ଏହାକୁ କିଣିଛନ୍ତି। କିନ୍ତୁ ଗରିବ ଶ୍ରେଣୀର ଲୋକମାନେ କେମିତି ଏହାକୁ କଣିବେ ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ବାବୁଲ କହିଛନ୍ତି, “ମୁଁ, ମୋ ପତ୍ନୀ, ବାପା ଓ ମୋର ଏକାଧିକ କର୍ମଚାରୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ ୬୧ ହଜାର ଟଙ୍କା ପଡ଼ୁଥିବା କକଟେଲ ଶଟ୍‌ ପାଇଁ ମୁଁ ଚିନ୍ତା ପ୍ରକଟ କରୁଛି। ଏହି ଶଟ୍‌ ଗୁରୁତର ଅସୁସ୍ଥ ଲୋଙ୍କୁ ଦିଆଯାଏ। ମୋ ବାପାଙ୍କ ବୟସ ୮୪ ବର୍ଷ ଓ ତାଙ୍କ ପାଇଁ ମୋ ସ୍ପଟ ଉପରେ ଟଙ୍କା ଦେଇ ଏହାକୁ କିଣିବାକୁ ବାଧ୍ୟ ହୋଇଛି।

କେମିତି ଆର୍ଥିକ ପଛୁଆ ବର୍ଗରେ ଲୋକମାନେ ଏତେ ଟଙ୍କା ଏହି ଶଟ୍‌ ପାଇଁ ଦେବେ? କରୋନା ଟିକାର ଦୁଇଟି ଯାକ ଡୋଜ୍‌ ମଧ୍ୟ ନୂଆ ସଂକ୍ରମଣରୁ ରକ୍ଷା ଦେଇପାରୁନି। ତେଣୁ ସରକାର କକଟେଲ ଶଟ ତୁରନ୍ତ ହସ୍ପିଟାଲରେ ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରନ୍ତୁ।

ଏଥିସହ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ଦରକାର। ଟିକାକରଣ ନିଶ୍ଚିତ। ହେଲେ ବର୍ତ୍ତମାନ ସମୟରେ କକଟେଲ ମଧ୍ୟ ଜରୁରୀ।” ସେ ଏହି ଟ୍ୱିଟକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି।

ବାବୁଲ ୨୦୨୦ ନଭେମ୍ବର ୨୦ରେ ପ୍ରଥମଥର ପାଇଁ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହି ସମୟରେ ସେ ତାଙ୍କ ମା’ଙ୍କୁ ହରାଇଥିଲେ। ଏହାପରେ ୨୦୨୧ ଏପ୍ରିଲରେ ପୁଣି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏବେ ତୃତୀୟ ଥର ପାଇଁ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ବହୁତ କମ ଲୋକ ମାସ୍କ ପିନ୍ଧୁଛନ୍ତି ଓ ସଂକ୍ରମଣକୁ ଚିହ୍ନଟ କରିବାର ଉପାୟ କିଛି ନାହିଁ ବୋଲି ଶ୍ରୀ ସୁପ୍ରିୟୋ ଚିନ୍ତା ପ୍ରକଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story