୧୫ ବର୍ଷ ହେଲା ଭାରତରେ ହିନ୍ଦୁ ଭାବେ ରହୁଥିବା ବାଂଲାଦେଶୀ ମହିଳା ଗିରଫ

ବେଙ୍ଗାଲୁରୁ: ଦୀର୍ଘ ୧୫ ବର୍ଷ ହେଲା ବେଆଇନ ଭାବେ ଭାରତରେ ହିନ୍ଦୁ ଭାବେ ରହି ଆସୁଥିବା ଜଣେ ବାଂଲାଦେଶୀ ମହିଳାଙ୍କୁ ବେଙ୍ଗାଲୁରୁ ପୁଲିସ୍‌ ଗିରଫ କରିଛି। ମହିଳା ଜଣଙ୍କ ବାଂଲାଦେଶରୁ ଏଠାକୁ ଶରଣାର୍ଥୀ ଭାବେ ଆସିଥିଲେ। ହେଲେ ପରେ ନିଜକୁ ଜଣେ ହିନ୍ଦୁ ମହିଳାର ପରିଚୟ ଦେଇ ୧୫ ବର୍ଷ ହେଲା ଭାରତରେ ବେଆଇନ ଭାବେ ରହୁଥିଲେ। ଏ ସମ୍ପର୍କରେ ପ୍ରଥମେ Foreigners Regional Registration of India ଖବର ପାଇଥିଲା। ଏହାପରେ ବେଙ୍ଗାଲୁରୁ ପୁଲିସ୍‌କୁ ଏ […]

Bangladesh

Bangladesh

Hemant Lenka
  • Published: Friday, 28 January 2022
  • Updated: 28 January 2022, 03:54 PM IST

Sports

Latest News

ବେଙ୍ଗାଲୁରୁ: ଦୀର୍ଘ ୧୫ ବର୍ଷ ହେଲା ବେଆଇନ ଭାବେ ଭାରତରେ ହିନ୍ଦୁ ଭାବେ ରହି ଆସୁଥିବା ଜଣେ ବାଂଲାଦେଶୀ ମହିଳାଙ୍କୁ ବେଙ୍ଗାଲୁରୁ ପୁଲିସ୍‌ ଗିରଫ କରିଛି। ମହିଳା ଜଣଙ୍କ ବାଂଲାଦେଶରୁ ଏଠାକୁ ଶରଣାର୍ଥୀ ଭାବେ ଆସିଥିଲେ। ହେଲେ ପରେ ନିଜକୁ ଜଣେ ହିନ୍ଦୁ ମହିଳାର ପରିଚୟ ଦେଇ ୧୫ ବର୍ଷ ହେଲା ଭାରତରେ ବେଆଇନ ଭାବେ ରହୁଥିଲେ।

ଏ ସମ୍ପର୍କରେ ପ୍ରଥମେ Foreigners Regional Registration of India ଖବର ପାଇଥିଲା। ଏହାପରେ ବେଙ୍ଗାଲୁରୁ ପୁଲିସ୍‌କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ସୂଚନା ପାଇବା ପରେ ପୁଲିସ୍‌ ବେଙ୍ଗାଲୁରୁ ଉପକଣ୍ଠରୁ ଏହି ଧୂର୍ତ୍ତ ମହିଳାଙ୍କୁ ଗିରଫ କରିଛି।

ଗିରଫ ବାଂଲାଦେଶୀ ମହିଳା ଜଣଙ୍କ ହେଉଛନ୍ତି ରୋନି ବେଗମ। ସେ ଏଠାରେ ପାୟଲ ଘୋଷ ନାଁରେ ରହୁଥିଲେ। ଏଥିସହ ମେଙ୍ଗାଲୁରୁରେ ଡେଲିଭରୀ ଏକ୍ସୁକେଟିଭ ଭାବେ କାମ କରୁଥିବା ନୀତୀନ କୁମାରଙ୍କୁ ବିବାହ ମଧ୍ୟ କରିଥିଲେ। ପୁଲିସ୍‌ ରୋନିଙ୍କୁ ଗିରଫ କରିଥିବା ବେଳେ ଫେରାର ନୀତୀନଙ୍କୁ ଖୋଜିବା ଆରମ୍ଭ କରିଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ଦୀର୍ଘ ୩ ମାସର ସର୍ଚ୍ଚ ଅପରେସନ ପରେ ମହିଳାଙ୍କୁ କାବୁ କରାଯାଇଛି। ରୋନିଙ୍କୁ ଯେତେବେଳେ ମାତ୍ର ୧୨ ବର୍ଷ ବୟସ ହୋଇଥିଲା ସେ ବାଂଲାଦେଶରୁ ଭାରତକୁ ଚାଲି ଆସିଥିଲେ। ପ୍ରଥମେ ସେ ମୁମ୍ବାଇର ଗୋଟିଏ ଡ୍ୟାନ୍ସ ବାର୍‌ରେ ନାଚିବା ଆରମ୍ଭ କରିଥିଲେ। ଏହି ସମୟରେ ନିଜ ନାଁକୁ ପାୟଲ ଘୋଷରେ ପରିବର୍ତ୍ତନ କରିଥିଲେ ଓ ତାଙ୍କ ଘର ବେଙ୍ଗଲରେ ବୋଲି ସମସ୍ତଙ୍କୁ କହିଥିଲେ।

ଭାରତରେ ରହିବା ବେଳେ ନୀତୀନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଏହି ପ୍ରେମ ସମ୍ପର୍କ ବିବାହର ରୂପ ମଧ୍ୟ ନେଇଥିଲା। ବାହାଘର ପରେ ନୀତୀନ ଓ ରୋନି ଓରଫ ପାୟଲ ୨୦୧୯ରୁ ବେଙ୍ଗାଲୁରୁର ଅଞ୍ଜନାନଗର ଅଞ୍ଚଳରେ ରହୁଥିଲେ।

ରୋନି ଏଠାରେ ଟେଲରିଂ କାମ କରୁଥିଲେ ଓ ନୀତୀନ ଡେଲିଭରୀ ଏକ୍ସୁକେଟିଭ ଭାବେ କାମ କରି ବେଶ ଖୁସିରେ ଜୀବନ ବିତାଉ ଥିଲେ। ମୁମ୍ବାଇରେ ଥିବା ବେଳେ ହିଁ ଏହି ଦମ୍ପତି ପାନ କାର୍ଡ ଓ ବେଙ୍ଗାଲୁରୁରୁ ଆଧାର କାର୍ଡ ହାତେଇ ଥିଲେ।

ସବୁକିଛି ଠିକ୍‌ ଚାଲିଥିବା ବେଳେ ବାଂଲାଦେଶରେ ରହୁଥିବା ରୋନିଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ସେ ବାଂଲାଦେଶ ଯିବାକୁ ଚାହିଁଥିଲେ। ଏଥିପାଇଁ ସେ କୋଲକାତାରେ ପହଞ୍ଚି ଥିଲେ ଓ ସେଠାରୁ ଢାକା ଯିବାକୁ ଯୋଜନା କରିଥିଲେ।

ତେବେ ଇମିଗ୍ରେସନ ଅଫିସର ତାଙ୍କ ପାସପୋର୍ଟ ଡକ୍ୟୁମେଣ୍ଟ ଉପରେ ସନ୍ଦେହ ପ୍ରକାଶ କରି ଏହାକୁ ଜବତ କରି ନେଇଥିଲେ। ତଦନ୍ତ ପରେ ରୋନି ଜଣେ ବେଆଇନ ଶରଣାର୍ଥୀ ଭାବେ ଭାରତରେ ରହୁଥିବା ଜଣାପଡ଼ିଥିଲା। କିନ୍ତୁ ସେତେବେଳକୁ ସେ ବେଙ୍ଗାଲୁରୁ ଚାଲି ଆସିଥିଲେ।

ତାଙ୍କୁ ଧରିବା ପାଇଁ ବାୟଦରହାଲ୍ଲି ପୁଲିସ୍‌ ମାମଲା ରୁଜୁ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଶେଷରେ ପୁଲିସ୍‌ ହାତରେ ରୋନି ଧରାପଡ଼ିଛନ୍ତି। ରୋନି କେମିତି ପାନ, ଆଧାର ଓ ଭୋଟ ପରିଚୟପତ୍ର ହାସଲ କରିଥିଲେ, ସେ ଦିଗରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story