କୋଭାକ୍ସିନ ଟିକା କେତେ ସଫଳ? ଦାଖଲ ହେଲା ଫେଜ-୩ ଟ୍ରାଏଲ ରିପୋର୍ଟ

ନୂଆଦିଲ୍ଲୀ: କରୋନା ବିରୋଧରେ ବ୍ୟବହାର ହେଉଥିବା କୋଭାକ୍ସିନ ଟିକା କେତେ ସଫଳ? ଏହା ଜାଣିବା ପାଇଁ ଚାଲିଥିବା ଟିକାର ଫେଜ-୩ ଟ୍ରାଏଲ ରିପୋର୍ଟ ଆଜି ଭାରତ ବାୟୋଟେକ ପକ୍ଷରୁ ଡିସିଜିଆଇ ନିକଟରେ ଦାଖଲ କରାଯାଇଛି। ଏବେ ଡିସିଜିଆଇର ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି) ଏହାର ଫଳାଫଳ ସମୀକ୍ଷା କରିବ। ଏଥିପାଇଁ ଆଜି କମିଟି ବୈଠକ ବସିବାର ରହିଛି। କୋଭାକ୍ସିନର ଟ୍ରାଏଲ ରିପୋର୍ଟ କୌଣସି ଅନୁମୋଦିତ ଜର୍ଣ୍ଣାଲରେ ପ୍ରକାଶ ପାଇନାହିଁ। କମିଟି ଭଲ ଭାବେ ଏହାର ସମୀକ୍ଷା କରିବା ପରେ […]

Covaxin

Covaxin

Hemant Lenka
  • Published: Tuesday, 22 June 2021
  • Updated: 22 June 2021, 12:15 PM IST

Sports

Latest News

ନୂଆଦିଲ୍ଲୀ: କରୋନା ବିରୋଧରେ ବ୍ୟବହାର ହେଉଥିବା କୋଭାକ୍ସିନ ଟିକା କେତେ ସଫଳ? ଏହା ଜାଣିବା ପାଇଁ ଚାଲିଥିବା ଟିକାର ଫେଜ-୩ ଟ୍ରାଏଲ ରିପୋର୍ଟ ଆଜି ଭାରତ ବାୟୋଟେକ ପକ୍ଷରୁ ଡିସିଜିଆଇ ନିକଟରେ ଦାଖଲ କରାଯାଇଛି। ଏବେ ଡିସିଜିଆଇର ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି) ଏହାର ଫଳାଫଳ ସମୀକ୍ଷା କରିବ। ଏଥିପାଇଁ ଆଜି କମିଟି ବୈଠକ ବସିବାର ରହିଛି।

କୋଭାକ୍ସିନର ଟ୍ରାଏଲ ରିପୋର୍ଟ କୌଣସି ଅନୁମୋଦିତ ଜର୍ଣ୍ଣାଲରେ ପ୍ରକାଶ ପାଇନାହିଁ। କମିଟି ଭଲ ଭାବେ ଏହାର ସମୀକ୍ଷା କରିବା ପରେ କରୋନା ବିରୋଧରେ ଏହା କେତେ ସଫଳ, ତା’ର ରେଜଲ୍ଟ ସାର୍ବଜନୀନ କରାଯିବ। ଅନ୍ୟପକ୍ଷରେ ଭାରତ ବାୟୋଟେକ ମଧ୍ୟ ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ତଥ୍ୟ ଦାଖଲ ପାଇଁ ବୈଠକ କରିବାର ରହିଛି। ଏହାଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ କୋଭାକ୍ସିନର ଜରୁରୀ କାଳୀନ ବ୍ୟବହାର ପାଇଁ ବାଟ ଫିଟିବ ବୋଲି ଆଶା କରାଯାଇଛି।

ସୂଚନାଯୋଗ୍ୟ, ଚଳିତ ମାସରେ କମ୍ପାନୀ କହିଥିଲା ଯେ ସେମାନେ କୋଭାକ୍ସିନ ଟିକାର ଟ୍ରାଏଲ ରିପୋର୍ଟ ଜୁଲାଇ ମାସରେ ଜାରି କରିବେ। ଏହାପରେ ପୂର୍ଣ୍ଣକାଳୀନ ଲାଇସେନ୍ସ ପାଇଁ ଆବେଦନ କରାଯିବ। ପ୍ରକୃତରେ ଏହା କରୋନାକୁ କେତେ ମାତ୍ରାରେ ମାତ ଦେଇ ପାରୁଛି, ତା’ର ତଥ୍ୟ ଏହି ଫେଜ -୩ ଟ୍ରାଏଲ ରିପୋର୍ଟରେ ରହିଛି।

ମାର୍ଚ୍ଚ ମାସରେ ଭାରତ ବାୟୋଟେକ ଫେଜ-୩ ଟ୍ରାଏଲର ଅନ୍ତରୀଣ ରିପୋର୍ଟ ଜାରି କରିଥିଲା। ଏଥିରେ କରୋନାକୁ ମାତ ଦେବାରେ କୋଭାକ୍ସିନ ୮୧% ସଫଳ ବୋଲି କୁହାଯାଇଥିଲା। ସେହିପରି ଟିକା ନେବା ପରେ ଯଦି କେହି ସଂକ୍ରମିତ ହୁଅନ୍ତି, ତା’ହେଲେ ସେ ହସ୍ପିଟାଲରେ ଭିର୍ତ୍ତି ହେବାର ଆଶଙ୍କା ବହୁତ କମ।

ଫେଜ-୩ ଟ୍ରାଏଲର ଚୂଡ଼ାନ୍ତ ରିପୋର୍ଟ ସାର୍ବଜନୀନ ହୋଇ ନଥିବା ବେଳେ ଗତ ମାସରୁ ଛୋଟ ପିଲାଙ୍କ ଉପରେ ଟିକାର ପରୀକ୍ଷଣ ଆରମ୍ଭ ହୋଇଛି। ୨ରୁ ୧୮ ବର୍ଷ ମଧ୍ୟରେ ପିଲାମାନଙ୍କ ଉପରେ ଟିକାର ଫେଜ-୨/୩ ଟ୍ରାଏଲ ହେବ ବୋଲି କମ୍ପାନୀ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story