ଆମେରିକାରେ ହେବ କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ

ହାଇଦ୍ରାବାଦ: ଆମେରିକାରେ ହେବ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ। ମାର୍କେଟିଂ ଆବେଦନ ଉପରେ ମୋହର ଲଗାଇବା ପାଇଁ କମ୍ପାନୀ ଏପରି କରିବ ବୋଲି ଜଣାପଡ଼ିଛି। କିଛି ଦିନ ତଳେ ଆମେରିକା ଫୁଡ ଓ ଡ୍ରଗ ଆଡମିନଷ୍ଟ୍ରେସନ(ୟୁଏସ୍‌ଏଫଡିଏ) ଭାରତ ବାୟୋଟେକକୁ କୋଭାକ୍ସିନର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ମନା କରିଥିଲା। ଏଥିସହ ଏଫଡିଏମ ଭାରତ ବାୟୋଟେକର ଆମେରିକା ସହଯୋଗୀ ଉସୁଜେନକୁ କୋଭାକ୍ସିନର ବାୟୋଲଜିକ ଲାଇସେନ୍ସ ଆପ୍ଲେକସନ ରାସ୍ତା ଆପଣାଇବାକୁ […]

Covaxin

Covaxin

Hemant Lenka
  • Published: Saturday, 12 June 2021
  • Updated: 12 June 2021, 08:11 PM IST

ହାଇଦ୍ରାବାଦ: ଆମେରିକାରେ ହେବ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ। ମାର୍କେଟିଂ ଆବେଦନ ଉପରେ ମୋହର ଲଗାଇବା ପାଇଁ କମ୍ପାନୀ ଏପରି କରିବ ବୋଲି ଜଣାପଡ଼ିଛି। କିଛି ଦିନ ତଳେ ଆମେରିକା ଫୁଡ ଓ ଡ୍ରଗ ଆଡମିନଷ୍ଟ୍ରେସନ(ୟୁଏସ୍‌ଏଫଡିଏ) ଭାରତ ବାୟୋଟେକକୁ କୋଭାକ୍ସିନର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ମନା କରିଥିଲା।

ଏଥିସହ ଏଫଡିଏମ ଭାରତ ବାୟୋଟେକର ଆମେରିକା ସହଯୋଗୀ ଉସୁଜେନକୁ କୋଭାକ୍ସିନର ବାୟୋଲଜିକ ଲାଇସେନ୍ସ ଆପ୍ଲେକସନ ରାସ୍ତା ଆପଣାଇବାକୁ ପରାମର୍ଶ ଦେଇଥିଲା। ଏହାପରେ ଭାରତ ବାୟୋଟେକ କହିଛି, ୟୁଏଏଫଡିଏ କହିଥିଲା ଯେ କୌଣସି ନୂଆ କରୋନା ଟିକାକୁ ତାଙ୍କ ଦେଶରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିବ ନାହିଁ। ତେଣୁ ଆମେ ପୂର୍ଣ୍ଣକାଳୀନ ଅନୁମତି ପାଇଁ ଆବେଦନ କରିବୁ।

ଏକଥା ଏଫଡିଏ ମଧ୍ୟ ଆମ ସହଯୋଗୀ ଉସୁଜେନକୁ କହି ସାରିଛି। ତେଣୁ ଆମେ କ୍ଲିନିକାଲ ଟ୍ରାଏଲ ପରେ ଟିକାର ଅନୁମୋଦନ ପାଇଁ ଆବେଦନ କରିବୁ। ବର୍ତ୍ତମାନ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ରିପୋର୍ଟକୁ ବ୍ଲିଶେଷଣ କରାଯିବା ସହ ଏକାଠି କରାଯାଉଛି।

ଚୂଡ଼ାନ୍ତ ବ୍ଲିଶେଷଣ ସହ ଖୁବଶୀଘ୍ର ୩ୟ ଟ୍ରାଏଲର ରିପୋର୍ଟକୁ ସାର୍ବଜନୀନ କରାଯିବ। ଥରେ ୩ୟ ଟ୍ରାଏଲ ରିପୋର୍ଟର ତଥ୍ୟ ମିଳିଯିବା ପରେ ଭାରତ ବାୟୋଟେକ କୋଭାକ୍ସିନର ପୂର୍ଣ୍ଣ ଲାଇସେନ୍ସ ପାଇଁ ଆବେଦନ କରିବ। ପ୍ରଥମେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ରିପୋର୍ଟ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ନିକଟରେ ଦାଖଲ କରାଯିବ। ଏହାପରେ ଏହା ପ୍ରି-ରିଭ୍ୟୁଡ ଜର୍ଣ୍ଣାଲରେ ପ୍ରକାଶିତ ହେବ ବୋଲି କମ୍ପାନୀ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story