ଥାନା ପାଖରେ ବ୍ୟବସାୟୀଙ୍କୁ ହାଣି ହତ୍ୟା କଲେ

ହାଇଦ୍ରାବାଦ: ପୁଲିସ ଷ୍ଟେସନ ଠାରୁ ମାତ୍ର ଅଳ୍ପ ମିଟର ଦୂରତାରେ ଘଟିଛି ଅଭାବନୀୟ ଘଟଣା। ଜଣେ ବ୍ୟବସାୟୀଙ୍କୁ କିଛି ଅପରାଧୀ ସର୍ବସମ୍ମୁଖରେ ହତ୍ୟା କରି ଫେରାର ହୋଇଯାଇଥିଲେ ହେଁ ପୁଲିସ୍‌ କେବଳ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ହାଇଦ୍ରାବାଦର ଦକ୍ଷିଣ ଜୋନ୍‌ର ଚନ୍ଦ୍ରାୟାନଗୁଟ୍ଟା ପୁଲିସ୍‌ ଷ୍ଟେସନ ପାଖରେ ଏପରି ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ ୩୭ ବର୍ଷୀୟ ବ୍ୟବସାୟୀ ଜୁବାଇଦି। ବାରାକାସ ଅଞ୍ଚଳରେ ସେ ମନି ଟ୍ରାନ୍ସଫର ବ୍ୟବସାୟ କରନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, […]

Death

Death

Hemant Lenka
  • Published: Thursday, 14 October 2021
  • Updated: 14 October 2021, 01:43 PM IST

Sports

Latest News

ହାଇଦ୍ରାବାଦ: ପୁଲିସ ଷ୍ଟେସନ ଠାରୁ ମାତ୍ର ଅଳ୍ପ ମିଟର ଦୂରତାରେ ଘଟିଛି ଅଭାବନୀୟ ଘଟଣା। ଜଣେ ବ୍ୟବସାୟୀଙ୍କୁ କିଛି ଅପରାଧୀ ସର୍ବସମ୍ମୁଖରେ ହତ୍ୟା କରି ଫେରାର ହୋଇଯାଇଥିଲେ ହେଁ ପୁଲିସ୍‌ କେବଳ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ହାଇଦ୍ରାବାଦର ଦକ୍ଷିଣ ଜୋନ୍‌ର ଚନ୍ଦ୍ରାୟାନଗୁଟ୍ଟା ପୁଲିସ୍‌ ଷ୍ଟେସନ ପାଖରେ ଏପରି ଘଟଣା ଘଟିଛି।

ମୃତକ ଜଣଙ୍କ ହେଲେ ୩୭ ବର୍ଷୀୟ ବ୍ୟବସାୟୀ ଜୁବାଇଦି। ବାରାକାସ ଅଞ୍ଚଳରେ ସେ ମନି ଟ୍ରାନ୍ସଫର ବ୍ୟବସାୟ କରନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଜୁବାଇଦିଙ୍କୁ କିଛି ଲୋକ ବନ୍ଦଲାଗୁଡା ରାସ୍ତାରେ କାର୍‌ରୁ ଘୋଷାଡ଼ି ଆଣିଥିଲେ। ଏହାପରେ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଚାଲିଥିଲେ।

ସେ ନିସ୍ତେଜ ହୋଇ ପଡ଼ିବା ଯାଏ ଦୁର୍ବୃତ୍ତମାନେ ତାଙ୍କୁ ହାଣିବାରେ ଲାଗିଥିଲେ। ଘଟଣାକୁ ଅନେକ ଲୋକ ଦେଖୁଥିଲେ ମଧ୍ୟ କେହି ବି ହସ୍ତକ୍ଷେପ କରିବାକୁ ସାହାସ କରିପାରି ନଥିଲେ। ପୁଲିସ୍‌ ଷ୍ଟେସନ ଅଳ୍ପଦୂରତାରେ ଥିଲେ ମଧ୍ୟ କର୍ମଚାରୀମାନେ ଠିକଣା ସମୟରେ ଆସି ନଥିବା ଅଭିଯୋଗ ହୋଇଛନ୍ତି। ଫଳରେ ଅପରାଧୀମାନେ ଜାବାଇଦିଙ୍କୁ ହତ୍ୟା କରିବା ପରେ ବେଶ ଆରାମରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଦକ୍ଷିଣ ଜୋନ ଡିସିପି ଗଜରାଓ ଭୂପାଲ କହିଛନ୍ତି, “ହତ୍ୟାକାଣ୍ଡରେ ଗୋଟିଏ ପରିବାରର ୩ ଭାଇଙ୍କ ନାଁ ରହିଛି। ଜୁବାଇଦି ମନି ଟ୍ରାନ୍ସଫର ବ୍ୟବସାୟ କରୁଥିଲେ। ଏହାକୁ ନେଇ ୩ ଭାଇଙ୍କ ସହ ତାଙ୍କର ଆର୍ଥିକ ନେଣଦେଣର ବିବାଦ ଚାଲିଥିଲା। ଆମେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଗୋଟିଏ ସ୍ୱତନ୍ତ୍ର ଟିମ ଗଠନ କରିଛୁ।”

ଘଟଣାଟି ଚନ୍ଦ୍ରାୟାନଗୁଟ୍ଟା ପୁଲିସ୍‌ ଷ୍ଟେସନ ପାଖରେ ଘଟିଥିଲେ ମଧ୍ୟ ଏହାର କର୍ମଚାରୀମାନେ ଜାବାଇଦିଙ୍କୁ ରକ୍ଷା କରିବାରେ ସହଯୋଗ କରି ନଥିବାରୁ ହାଇଦ୍ରାବାଦ ପୁଲିସ୍‌ କମିଶନର ଅଞ୍ଜନୀ କୁମାର ବରିକ୍ତ ପ୍ରକାଶ କରିଛନ୍ତି। ଘଟଣା ପଛରେ ଥାନାର ସବ୍ ଇନସପେକ୍ଟର ସାମିଲ ଥିବା ସନ୍ଦେହ କରାଯାଉଛି। ଏଥିପାଇଁ କମିଶନର ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story