୨୦ ବିଧାୟକଙ୍କ ଟିକେଟ କାଟିଲା ବିଜେପି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବର ଆଜି ବିଜେପି ପ୍ରଥମ ପର୍ଯ୍ୟାୟରେ ୧୦୭ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏହି ୧୦୭ ପ୍ରାର୍ଥୀଙ୍କ ମଧ୍ୟରେ ୨୦ ଜଣ ନୂଆ ନେତା ସ୍ଥାନ ପାଇଛନ୍ତି। ସେହିପରି ୨୦୧୭ରେ ବିଧାନସଭା ନିର୍ବାଚନ ଜିତିଥିବା ୨୦ ଜଣ ବିଧାୟକଙ୍କୁ ଦଳ ଟିକେଟ ଦେଇନାହିଁ। ଫେବୃଆରୀ ୧୦ ଓ ୧୪ରେ ହେବାକୁ ଥିବା ମତଦାନ ପୂର୍ବରୁ ଦଳ ଆଜି ୧୦୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଫେବୃଆରୀ ୧୦ରେ […]

BJP

BJP

Hemant Lenka
  • Published: Saturday, 15 January 2022
  • Updated: 15 January 2022, 02:44 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବର ଆଜି ବିଜେପି ପ୍ରଥମ ପର୍ଯ୍ୟାୟରେ ୧୦୭ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏହି ୧୦୭ ପ୍ରାର୍ଥୀଙ୍କ ମଧ୍ୟରେ ୨୦ ଜଣ ନୂଆ ନେତା ସ୍ଥାନ ପାଇଛନ୍ତି।

ସେହିପରି ୨୦୧୭ରେ ବିଧାନସଭା ନିର୍ବାଚନ ଜିତିଥିବା ୨୦ ଜଣ ବିଧାୟକଙ୍କୁ ଦଳ ଟିକେଟ ଦେଇନାହିଁ। ଫେବୃଆରୀ ୧୦ ଓ ୧୪ରେ ହେବାକୁ ଥିବା ମତଦାନ ପୂର୍ବରୁ ଦଳ ଆଜି ୧୦୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଫେବୃଆରୀ ୧୦ରେ ଭୋଟିଂ ହେବାକୁ ଥିବା ୫୮ଟି ଆସନରୁ ବିଜେପି ୫୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ସେହିପରି ୧୪ରେ ମତଦାନ ହେବାକୁ ଥିବା ୫୫ଟି ଆସନ ମଧ୍ୟରୁ ୪୮ଟି ସ୍ଥାନରେ ଦଳ ପ୍ରାର୍ଥୀଙ୍କ ନାଁ ସାର୍ବଜନୀନ କରିଛି।

୨୦୧୭ରେ ଦଳ ଏହି ୧୦୭ ଆସନରୁ ୮୩ଟିରେ ଜିତିଥିଲେ। ଏବେ ସେହି ୮୩ ବିଧାୟକଙ୍କ ମଧ୍ୟରୁ ୬୩ ଜଣ ରିପିଟ ହୋଇଛନ୍ତି। ବାକି ୨୦ ଆସନରେ ନୂଆ ପ୍ରାର୍ଥୀଙ୍କୁ ଦଳ ମୈଦାନକୁ ଓହ୍ଲାଇଛି। ଆଗକୁ ନିର୍ବାଚନ ଥିବା ବେଳେ ଚଳିତ ସପ୍ତାହରେ ଦଳ ଡିଆଁ ପର୍ବ ଦେଖିବାକୁ ମିଳିଛି।

ଏହାକୁ ଦୃଷ୍ଟିରେ ରଖି ବିଜେପି ୨୦ ଜଣ ବିଧାୟକଙ୍କ ଟିକେଟ କାଟିଥିବା କୁହାଯାଉଛି। ଶୁକ୍ରବାର ସୁଦ୍ଧା ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ଥିବା ୩ ଜଣ ସଦସ୍ୟଙ୍କ ସମେତ ପ୍ରାୟ ୮ ଜଣ ବିଧାୟକ ବିଜେପି ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ସମାଜବାଦୀ ପାର୍ଟିରେ ମଧ୍ୟ ସାମିଲ ହୋଇଛନ୍ତି। ଏହି ଦଳ ଡିଆଁ ଘଟଣାକୁ ଦୃଷ୍ଟିରେ ରଖି ବିଜେପି ୨୦ ଜଣ ବିଧାୟକଙ୍କ ଟିକେଟ କାଟିଥିବା ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଥର ବିଧାନସଭା ନିର୍ବାଚନ ଲଢ଼ିବେ। ତାଙ୍କୁ ଦଳ ଗୋରଖପୁର ଅର୍ବାନରୁ ପ୍ରାର୍ଥୀ କରିଛି। ଗୋରଖପୁର ଯୋଗୀଙ୍କ ଗଡ଼ ଭାବେ ପରିଚିତ। କାରଣ ସେ ଗୋରଖପୁର ଲୋକସଭା ଆସନରୁ ୫ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ସେହିପରି ଏଠାରେ ଥିବା ଗୋରଖନାଥ ମଠର ମହନ୍ତ ଭାବେ ଯୋଗୀ ପରିଚିତ। ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ଜିତିବା ପରେ ଯୋଗୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏଥିପାଇଁ ତାଙ୍କୁ ଗୋରଖପୁର ଲୋକସଭା ଆସନ ଛାଡ଼ିବାକୁ ପଡ଼ିଥିଲା।

ଏହାପରେ ସେ ବିଧାନସଭା ବଦଳରେ ବିଧାନ ପରିଷଦକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ପଦ କାଏମ ରଖିଛନ୍ତି। ଏବେ ବିଜେପି ଉତ୍ତର ପ୍ରଦେଶ ବିଧାନସଭାର ବାକି ୨୯୬ଟି ଆସନ ପାଇଁ କେବେ ପ୍ରାର୍ଥୀ ତାଲିକା ଜାରି କରୁଛି, ତା’ ଉପରେ ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story