ମୁଲାୟମ ସିଂହଙ୍କ ଝିଆରୀ ହେଲେ ବିଜେପି ପ୍ରାର୍ଥୀ, ଜାଣନ୍ତୁ କେଉଁଠୁ ନିର୍ବାଚନ ଲଢ଼ିବେ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି(ସପା)ର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ପରିବାର ମଧ୍ୟରେ ଥିବା ରାଜନୀତିକ ଏକତା ଧୀରେଧୀରେ ଭାଙ୍ଗିବାକୁ ବସିଲାଣି। ମୁଲାୟମଙ୍କ ପୁଅ ଅଖିଲେଶ ଯାଦବ ୨୦୧୬-୧୭ରେ ଦଳର ସୁପ୍ରମୋ ହେବା ପରଠାରୁ ହିଁ ପରିବାରରେ ରାଜନୀତିକ ଫାଟ ସୃଷ୍ଟି ହୋଇଛି। ଅଖିଲେଶ ସପାର ଦାୟିତ୍ୱ ନେବା ପରେ ମୁଲାୟମଙ୍କ ସାନ ଭାଇ ଶିବପାଲ ସିଂହ ଯାଦବ ଦଳରୁ ଅଲଗା ହୋଇଯାଇଥିଲେ। ଏବେ ମୁଲାୟମଙ୍କ ପରିବାର ଭିତରେ ଆହୁରି ବଡ଼ ଫାଟ ସୃଷ୍ଟି ହୋଇଛି। କାରଣ ମୁଲାୟମଙ୍କ […]

BJP

BJP

Hemant Lenka
  • Published: Thursday, 08 April 2021
  • Updated: 08 April 2021, 05:02 PM IST

Sports

Latest News

ଲକ୍ଷ୍ନୌ: ସମାଜବାଦୀ ପାର୍ଟି(ସପା)ର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ପରିବାର ମଧ୍ୟରେ ଥିବା ରାଜନୀତିକ ଏକତା ଧୀରେଧୀରେ ଭାଙ୍ଗିବାକୁ ବସିଲାଣି। ମୁଲାୟମଙ୍କ ପୁଅ ଅଖିଲେଶ ଯାଦବ ୨୦୧୬-୧୭ରେ ଦଳର ସୁପ୍ରମୋ ହେବା ପରଠାରୁ ହିଁ ପରିବାରରେ ରାଜନୀତିକ ଫାଟ ସୃଷ୍ଟି ହୋଇଛି। ଅଖିଲେଶ ସପାର ଦାୟିତ୍ୱ ନେବା ପରେ ମୁଲାୟମଙ୍କ ସାନ ଭାଇ ଶିବପାଲ ସିଂହ ଯାଦବ ଦଳରୁ ଅଲଗା ହୋଇଯାଇଥିଲେ।

ଏବେ ମୁଲାୟମଙ୍କ ପରିବାର ଭିତରେ ଆହୁରି ବଡ଼ ଫାଟ ସୃଷ୍ଟି ହୋଇଛି। କାରଣ ମୁଲାୟମଙ୍କ ଝିଆରୀ ସପାର ଚିରପ୍ରତିଦ୍ୱନ୍ଦ୍ୱୀ ବିଜେପିରେ ସାମିଲ ହୋଇଛନ୍ତି। ଖାଲି ସାମିଲ ହୋଇନାହାନ୍ତି, ବିଜେପି ତାଙ୍କୁ ଉତ୍ତର ପ୍ରଦେଶରେ ଆଗକୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ମଧ୍ୟ କରିଛି।

ମୁଲାୟମ ସିଂହ ଯାଦବଙ୍କ ଝିଆରୀ ସନ୍ଧ୍ୟା ଯାଦବ ମୈନପୁରୀ ଜିଲ୍ଲା ପଞ୍ଚାୟତରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି। ମୈନିପୁରୀ ହେଉଛି ମୁଲାୟମ ସିଂହ ଯାଦବଙ୍କ ଜନ୍ମସ୍ଥାନ। ଏବେ ବିଜେପି ସନ୍ଧ୍ୟାଙ୍କୁ ପ୍ରାର୍ଥୀ କରି ସପାର ଭୋଟକୁ ମୈନିପୁରୀରେ ଭାଗଭାଗ କରିବାକୁ ଚାହୁଁଛି। ଆଗକୁ ବିଧାନସଭା ନିର୍ବାଚନ ହେବ। ତା’ ପୂର୍ବରୁ ହିଁ ସନ୍ଧ୍ୟାଙ୍କ ଜରିଆରେ ମୈନିପୁରୀରେ ବିଜେପି ତା’ର ଭୋଟ ବ୍ୟାଙ୍କ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି।

ସନ୍ଧ୍ୟା ହେଉଛନ୍ତି ମୁଲାୟମ ସିଂହ ଯାଦଙ୍କ ବଡ଼ ଭାଇ ଅଭୟ ସିଂହ ଯାଦବଙ୍କ ଝିଅ। ସେହିପରି ତାଙ୍କ ସାନ ଭାଇ ହେଉଛନ୍ତି ବଦାଉଁର ପୂର୍ବତନ ସାଂସଦ ଧର୍ମେନ୍ଦ୍ର ଯାଦବ। ବର୍ତ୍ତମାନ ସନ୍ଧ୍ୟା ମୈନିପୁରୀ ଜିଲ୍ଲା ପଞ୍ଚାୟତର ଅଧ୍ୟକ୍ଷ ରହିଛନ୍ତି।

ଏପ୍ରିଲ ୧୫ରୁ ଏପ୍ରିଲ ୨୯ ଯାଏ ଉତ୍ତର ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ହେବ। ଭୋଟ ଗଣତି ମେ’ ୨ରେ କରାଯିବ। ଏହି ଦିନ ୪ ରାଜ୍ୟ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ଫଳାଫଳ ମଧ୍ୟ ପ୍ରକାଶ ପାଇବ।

ଅଖିଲେଶ ସପାର ସୁପ୍ରିମୋ ହେବା ପରେ ତାଙ୍କ ପରିବାର ସଦସ୍ୟଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଏହି କାରଣରୁ ଶିବପାଲ ପ୍ରଥମେ ବିଦ୍ରୋହ ଘୋଷଣା କରି ଦଳ ଛାଡ଼ିଥିଲେ। ସନ୍ଧ୍ୟା ଓ ତାଙ୍କ ସ୍ୱାମୀ ଅନୁଜେଶ ପ୍ରତାପ ସିଂହ ହେଉଛନ୍ତି ଶିବପାଲଙ୍କ ବେଶ ଘନିଷ୍ଠ।

ଶିବପାଲ ଦଳ ଛାଡ଼ିଥିବାରୁ ସପା ଓ ଅଖିଲେଶଙ୍କ ସହ ସନ୍ଧ୍ୟାଙ୍କ ସମ୍ପର୍କ ଭଲ ନଥିଲା। ଏପରି କି ସନ୍ଧ୍ୟା ମୈନିପୁରୀ ଜିଲ୍ଲା ପଞ୍ଚାୟତର ଅଧ୍ୟକ୍ଷ ଥିବା ବେଳେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ଏହାକୁ ସପାର ସଦସ୍ୟମାନେ ମଧ୍ୟ ସମର୍ଥନ କରିଥିଲେ। ଏହାକୁ ଭିତ୍ତି କରି ସେ ବିଜେପିରେ ସାମିଲ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story