ବିଦ୍ରୋହୀ କଂଗ୍ରେସ ନେତ୍ରୀଙ୍କୁ ଏହି ସ୍ଥାନରୁ ପ୍ରାର୍ଥୀ କଲା ବିଜେପି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୮୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ଏହି ତାଲିକାରେ କଂଗ୍ରେସ ବିରୋଧରେ ବିଦ୍ରୋହ ଘୋଷଣା କରି ବିଜେପିରେ ମିଶିଥିବା ଯୁବ ନେତ୍ରୀ ଆଦିତି ସିଂହଙ୍କ ନାଁ ରହିଛି। ଏକଦା ଆଦିତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ। ହେଲେ ନିର୍ବାଚନ ପୂର୍ବରୁ ସେ ବିଜେପିରେ ମିଶିଥିଲେ। ଏବେ ବିଜେପି ତାଙ୍କୁ କଂଗ୍ରେସର ଗଡ଼ ଭାବେ ପରିଚିତ ରାଏବରେଲିରୁ ପ୍ରାର୍ଥୀ କରିଛି। ଆଦିତି ଗତ […]

aditi-singh

aditi-singh

Hemant Lenka
  • Published: Friday, 21 January 2022
  • Updated: 21 January 2022, 08:49 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୮୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ଏହି ତାଲିକାରେ କଂଗ୍ରେସ ବିରୋଧରେ ବିଦ୍ରୋହ ଘୋଷଣା କରି ବିଜେପିରେ ମିଶିଥିବା ଯୁବ ନେତ୍ରୀ ଆଦିତି ସିଂହଙ୍କ ନାଁ ରହିଛି। ଏକଦା ଆଦିତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ।

ହେଲେ ନିର୍ବାଚନ ପୂର୍ବରୁ ସେ ବିଜେପିରେ ମିଶିଥିଲେ। ଏବେ ବିଜେପି ତାଙ୍କୁ କଂଗ୍ରେସର ଗଡ଼ ଭାବେ ପରିଚିତ ରାଏବରେଲିରୁ ପ୍ରାର୍ଥୀ କରିଛି। ଆଦିତି ଗତ ବିଧାନସଭା ନିର୍ବାଚନରେ ଏଠାରୁ କଂଗ୍ରେସ ଟିକେଟରେ ଲଢ଼ି ବିଧାନସଭାକୁ ଯାଇଥିଲେ। ଏବେ ସେ ସମାନ ଆସନରୁ ବିଜେପିରୁ ଲଢ଼ିବେ।

ଆଦିତିଙ୍କ ବାପା ଅଖିଲେଶ ସିଂହ ଏହି ଆସନରୁ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଗାନ୍ଧି ପରିବାରର ଅତ୍ୟନ୍ତ ଘନିଷ୍ଠ ଥିଲେ। ଆଦିତି ମଧ୍ୟ କଂଗ୍ରେସର ଯୁବ ଚେହେରା ଭାବେ ପରିଚିତ ଥିଲେ। ହେଲେ ଗତବର୍ଷ ନଭେମ୍ବରରେ ସେ ବିଜେପିରେ ମିଶିଥିଲେ।

୧୯୯୬ ଓ ୧୯୯୮କୁ ଛାଡ଼ି ୧୯୮୦ରୁ କଂଗ୍ରେସ ରାଏବରେଲି ଲୋକସଭା ଆସନ ଜିତି ଚାଲିଛି। ଏବେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏହି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ଅନ୍ୟପକ୍ଷରେ କାନପୁରର ପୂର୍ବତନ ପୁଲିସ୍‌ କମିଶନର ଅସିମ ଅରୁଣଙ୍କୁ ବିଜେପି କନ୍ନୌଜ ଆସନରୁ ପ୍ରାର୍ଥୀ କରିଛି। ସେହିପରି ଲଖିମପୁର ଖେରିର ନିଗାସନ ଆସନ ପାଇଁ ମଧ୍ୟ ବିଜେପି ପ୍ରାର୍ଥୀ ଦେଇଛି। ଏଠାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ପ୍ରାର୍ଥୀ ହେବାର ଥିଲା। କିନ୍ତୁ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦେବା ଘଟଣାରେ ଆଶିଷ ମୁଖ୍ୟ ଅଭିଯୁକ୍ତ। ସେ ଏବେ ଜେଲରେ ଅଛନ୍ତି। ଏଥିପାଇଁ ଦଳ ଏଠାରେ ଶଶାଙ୍କ ବର୍ମାଙ୍କୁ ପ୍ରାର୍ଥୀ କରିଛି।

ନିକଟରେ ବିଜେପି ଛାଡ଼ି ସମାଜବାଦୀ ପାର୍ଟିରେ ମିଶିଥିବା ବିନୟ ଶକୟାଙ୍କ ଝିଅ ରିୟାଙ୍କୁ ବିଜେପି ବିଧୁନା ଆସନରୁ ପ୍ରାର୍ଥୀ କରିଛି। ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ନୀତୀନ ଅଗ୍ରୱାଲଙ୍କୁ ହାରଦୋଇ, ବିଏସପିର ପୂର୍ବତନ ନେତା ରାମବୀର ଉପାଧ୍ୟାୟଙ୍କୁ ସାଦାବାଦ, ଅର୍ଚ୍ଚନା ପାଣ୍ଡେଙ୍କୁ ଚିବ୍ରାମାଉ ଓ ସତୀଶ ମାହାନାଙ୍କୁ ମହାରାଜପୁରରୁ ବିଜେପି ଟିକେଟ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story