ମୁଖ୍ୟମନ୍ତ୍ରୀଙ୍କ ଜିନ୍ଦାବାଦ କରୁଥିବା ବିଜେପି ନେତା ଷ୍ଟେଜରୁ ଖସି ପଡ଼ିଲେ, ଦେଖନ୍ତୁ ଭିଡିଓ

ଭୋପାଲ: ମୁଖ୍ୟମନ୍ତ୍ରୀଙ୍କ ପାଇଁ ଷ୍ଟେଜରେ ଜିନ୍ଦାବାଦ ନାରା ଦେଇ ଲୋକଙ୍କୁ ଉତ୍ସାହିତ କରୁଥିବା ଜଣେ ବିଜେପି ନେତା ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ପାଇଁ ଜିନ୍ଦାବାଦ ନାରା ଦେଉଥିବା ବେଳେ ବେଶ ଉତ୍ସାହିତ ହୋଇପଡ଼ିଥିଲେ। ଫଳରେ ନାରାବାଜୀ କରୁଥିବା ବେଳେ ସର୍ବସମ୍ମୁଖରେ ସିଧା ଷ୍ଟେଜରୁ ତଳକୁ ଖସି ପଡ଼ିଥିଲେ। ଏହାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି। ବିଜେପି ନେତାଙ୍କ ଏପରି ଉତ୍ପାହିତ ଅବସ୍ଥାକୁ ଦେଖି ସେଠାରେ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ଓ ତାଙ୍କ […]

BJP

BJP

Hemant Lenka
  • Published: Wednesday, 29 September 2021
  • Updated: 29 September 2021, 06:41 PM IST

Sports

Latest News

ଭୋପାଲ: ମୁଖ୍ୟମନ୍ତ୍ରୀଙ୍କ ପାଇଁ ଷ୍ଟେଜରେ ଜିନ୍ଦାବାଦ ନାରା ଦେଇ ଲୋକଙ୍କୁ ଉତ୍ସାହିତ କରୁଥିବା ଜଣେ ବିଜେପି ନେତା ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ପାଇଁ ଜିନ୍ଦାବାଦ ନାରା ଦେଉଥିବା ବେଳେ ବେଶ ଉତ୍ସାହିତ ହୋଇପଡ଼ିଥିଲେ। ଫଳରେ ନାରାବାଜୀ କରୁଥିବା ବେଳେ ସର୍ବସମ୍ମୁଖରେ ସିଧା ଷ୍ଟେଜରୁ ତଳକୁ ଖସି ପଡ଼ିଥିଲେ।

ଏହାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି। ବିଜେପି ନେତାଙ୍କ ଏପରି ଉତ୍ପାହିତ ଅବସ୍ଥାକୁ ଦେଖି ସେଠାରେ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ଓ ତାଙ୍କ ସୁରକ୍ଷାକର୍ମୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ମଧ୍ୟପ୍ରଦେଶରେ ଏପରି ଘଟଣା ଘଟିଛି। ଖାରଗାଓଁ ଜିଲ୍ଲାର ଚୈନପୁର ଠାରେ ଜନ ଦର୍ଶନ ଯାତ୍ରା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଷ୍ଟେଜ ଉପରକୁ ଆସିବା ମାତ୍ରେ ତାଙ୍କର ଜିନ୍ଦାବାଦ କରିବାକୁ ବିଜେପି ନେତା ଜଗଦୀଶ ଜୈସୱାଲ ମାଇକ ଧରି ଲୋକଙ୍କୁ ଉତ୍ସାହିତ କରିଥିଲେ। ସେ ମଧ୍ୟ ମୁଖ୍ୟମନ୍ତ୍ରୀ ପାଇଁ ଜିନ୍ଦାବାଦ କରିଥିଲେ।

ମୁଖ୍ୟମନ୍ତ୍ରୀ ଷ୍ଟେଜର ମଧ୍ୟ ଭାଗକୁ ଆସି ସମ୍ବୋଧନ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଜଗଦୀଶ ମାଇକ ଯୋଗେ “ପ୍ରଦେଶର ନେତା କେମିତି ହେବା ଦରକାର” ବୋଲି ନାରା ଦେଇଥିଲେ। ଏହାର ଜବାବରେ ଲୋକମାନେ ଶିବରାଜଙ୍କ ନାଁ ଉଚ୍ଚାରଣ କରିବାର ଥିଲା।

କିନ୍ତୁ ସେ ବାକ୍ୟ ଶେଷ କରିବା ପୂର୍ବରୁ ହିଁ ଉତ୍ସାହିତ ହୋଇ ଷ୍ଟେଜର ଶେଷ ଭାଗକୁ ଚାଲି ଆସିଥିଲେ। ଫଳରେ ଭାରସାମ୍ୟ ହରାଇ ସାଂଘାତିକ କଚଡ଼ା ଖାଇଥିଲେ। ମାଇକ ଧରି ଜଗଦୀଶ ସିଧା ଷ୍ଟେଜ ତଳକୁ ଖସି ପଡ଼ୁଥିବା ଦେଖି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ତାଙ୍କୁ ସହଯୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ଜଗଦୀଶ ଷ୍ଟେଜରୁ ସିଧା ମୁହଁ ମାଡ଼ି ତଳେ ପଡ଼ିଥିଲେ। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ଭାଇରାଲ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story