ଶୋ’ ରୁମ ଭିତରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଗୁରୁଗ୍ରାମ: ଶୋ’ ରୁମ ଭିତରେ ବିଜେପି ନେତା ସୁଖବୀର ଖାତାନାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୫ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଛନ୍ତି। ସଦରବଜାର ନିକଟ ଗୁରୁଦ୍ୱାର ରୋଡରେ ଥିବା ଶୋ’ ରୁମ ଭିତରେ ଏପରି ଘଟଣା ଘଟିଛି। ପୁଲିସ୍‌ ମୃତଦେହକୁ ଜବତ କରିବା ସହ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭିଗୁଡ଼ିକର ଯାଞ୍ଚ କରୁଛି। ମିଳିଥିବା ସୂଚନା ଅନୁସାରେ, ବେଶ ଯୋଜନାବଦ୍ଧ ଭାବେ ସୁଖବୀରଙ୍କୁ ହତ୍ୟା କରାଯାଇଛି। ସେ ଶୋ’ ରୁମକୁ ଆସିବେ ବୋଲି […]

BJP

BJP

Hemant Lenka
  • Published: Thursday, 01 September 2022
  • Updated: 01 September 2022, 09:51 PM IST

Sports

Latest News

ଗୁରୁଗ୍ରାମ: ଶୋ’ ରୁମ ଭିତରେ ବିଜେପି ନେତା ସୁଖବୀର ଖାତାନାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୫ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଛନ୍ତି। ସଦରବଜାର ନିକଟ ଗୁରୁଦ୍ୱାର ରୋଡରେ ଥିବା ଶୋ’ ରୁମ ଭିତରେ ଏପରି ଘଟଣା ଘଟିଛି। ପୁଲିସ୍‌ ମୃତଦେହକୁ ଜବତ କରିବା ସହ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭିଗୁଡ଼ିକର ଯାଞ୍ଚ କରୁଛି।

ମିଳିଥିବା ସୂଚନା ଅନୁସାରେ, ବେଶ ଯୋଜନାବଦ୍ଧ ଭାବେ ସୁଖବୀରଙ୍କୁ ହତ୍ୟା କରାଯାଇଛି। ସେ ଶୋ’ ରୁମକୁ ଆସିବେ ବୋଲି ପୂର୍ବରୁ ବନ୍ଧୁକଧାରୀମାନେ ଜାଣିଥିଲେ। ଏଥିପାଇଁ ସେମାନେ ଶୋ’ ରୁମ ଭିତରେ ସୁଖବୀରଙ୍କୁ ଅପେକ୍ଷା କରି ରହିଥିଲେ। ସେ ଶୋ’ ରୁମ ଭିତରେ ପଶିବା ମାତ୍ରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ଼ କରିଥିଲେ।

ଗୁଳିମାଡ଼ ବେଳେ ଅନ୍ୟ ଦୋକାନୀ ଓ କର୍ମଚାରୀମାନେ ସେଠାରେ ଉପସ୍ଥିତ ଥିଲେ। ହେଲେ ଗୁଳିମାଡ଼ ଦେଖି କିଛି ଦୌଡ଼ି ଥିବା ବେଳେ ଆଉ କିଛି ଟେବୁଲ ତଳେ ଲୁଚି ଯାଇଥିଲେ। ଗୁଳିମାଡ଼ରେ ସୁଖବୀର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ନିକଟରେ ଥିବା ଗୋଟିଏ ଘରୋଇ ହସ୍ପିଟାଲକୁ ନିଆଯାଉଥିବା ବେଳେ ଅଧା ବାଟରେ ତାଙ୍କରେ ମୃତ୍ୟୁ ଘଟିଥିଲା।

ସୁଖବୀର ହେଉଛନ୍ତି ଗୁରୁଗ୍ରାମରେ ଥିବା ସୋହନା ମାର୍କେଟ କମିଟିର ପୂର୍ବତନ ଉପାଧ୍ୟକ୍ଷ। ଏଥିସହ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଅତ୍ୟନ୍ତ ଘନିଷ୍ଠ। ଗୁରୁଗ୍ରାମ ନିକଟ ରିଥୋଜ ଗାଁରେ ସେ ଜିଲ୍ଲାପରିଷଦ ନିର୍ବାଚନରେ ପ୍ରାର୍ଥୀ ହେବାକୁ ପ୍ରସ୍ତୁତି ଆରମ୍ଭ କରିଥିଲା। ହେଲେ ଏବେ ତାଙ୍କୁ ହତ୍ୟା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story