ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେପି ନେତାଙ୍କ ମୃତଦେହ

କଠୁଆ: ଜମ୍ମୁ-କଶ୍ମୀରର କଠୁଆ ଅନ୍ତର୍ଗତ ହୀରୀଗନର ଅଞ୍ଚଳରୁ ରହସ୍ୟଜନକ ଅବସ୍ଥାରେ ମିଳିଛି ବିଜେପି ନେତାଙ୍କ ମୃତଦେହ। ଗୋଟିଏ ଗଛରୁ ଝୁଲନ୍ତା ଅବସ୍ଥାରେ ବିଜେପି ନେତାଙ୍କ ମୃତଦେହ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଥିବା ବିଜେପି ନେତାଙ୍କ ନାଁ ସୋମ ରାଜ। ତାଙ୍କ ମୃତଦେହ ଗଛରେ ଝୁଲିଥିବା ବେଳେ ଜଣେ ଗ୍ରାମବାସୀ ପ୍ରଥମେ ଏହାକୁ ଦେଖିଥିଲେ। ଏହାପରେ ସେ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ […]

Kashmir

Kashmir

Hemant Lenka
  • Published: Wednesday, 24 August 2022
  • Updated: 24 August 2022, 08:58 AM IST

କଠୁଆ: ଜମ୍ମୁ-କଶ୍ମୀରର କଠୁଆ ଅନ୍ତର୍ଗତ ହୀରୀଗନର ଅଞ୍ଚଳରୁ ରହସ୍ୟଜନକ ଅବସ୍ଥାରେ ମିଳିଛି ବିଜେପି ନେତାଙ୍କ ମୃତଦେହ। ଗୋଟିଏ ଗଛରୁ ଝୁଲନ୍ତା ଅବସ୍ଥାରେ ବିଜେପି ନେତାଙ୍କ ମୃତଦେହ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଥିବା ବିଜେପି ନେତାଙ୍କ ନାଁ ସୋମ ରାଜ।

ତାଙ୍କ ମୃତଦେହ ଗଛରେ ଝୁଲିଥିବା ବେଳେ ଜଣେ ଗ୍ରାମବାସୀ ପ୍ରଥମେ ଏହାକୁ ଦେଖିଥିଲେ। ଏହାପରେ ସେ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୋମ ରାଜଙ୍କ ଶରୀରରୁ ରକ୍ତ ଛିଟା ମିଳିଛି। ଏହାକୁ ଆଧାର କରି ପୁଲିସ୍‌ ଘଟଣାର ଅଧିକ ତଦନ୍ତ କରୁଛି। ତାଙ୍କୁ ହତ୍ୟା କରିବା ପରେ ଗଛରେ ଟାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି।

ଗାଁ ଲୋକଙ୍କ କହିବା କଥା ୩ ଦିନ ହେଲା ସୋମ ରାଜ ନିଖୋଜ ଥିଲେ। ତାଙ୍କୁ ଖୋଜିବାକୁ ପରିବାର ଲୋକ ଉଦ୍ୟମ ଜାରି ରଖିଥିବା ବେଳେ ଏବେ ତାଙ୍କ ଝୁଲନ୍ତା ମୃତଦେହ ମିଳିଛି। ସୋମ ରାଜଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିବା ସହ ସରକାର ସେମାନଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ଦାବି କରିଛନ୍ତି। ସେହିପରି ଘଟଣା ପରେ ସୋମଙ୍କ ଘରେ ଅନେକ ବିଜେପି ନେତା ପହଞ୍ଚିଥିଲେ। ସେମାନେ ମଧ୍ୟ ଘଟଣାର ତଦନ୍ତ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story