ବିବାଦୀୟ ଉଚ୍ଛେଦ ଘଟଣା ପରେ ଅମିତ ଶାହଙ୍କ ସହ ବିଜେପି ନେତାଙ୍କ ରୁଦ୍ଧଦ୍ୱାର ବୈଠକ

ନୂଆଦିଲ୍ଲୀ: ହିଂସା ପ୍ରଭାବିତ ଦିଲ୍ଲୀର ଜାହାଙ୍ଗିରପୁରୀରେ ଉଚ୍ଛେଦ ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସୁପ୍ରିମକୋର୍ଟ ଉଚ୍ଛେଦ ଅଧାରୁ ବନ୍ଦ କରିବା ପରେ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଛି। ଏସବୁ ଭିତରେ ଉଚ୍ଛେଦର କିଛି ଘଣ୍ଟା ପରେ ଦିଲ୍ଲୀ ବିଜେପିର କିଛି ବିରଷ୍ଠ ନେତା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ମନ୍ତ୍ରଣାଳୟ ଭିତରେ ଶ୍ରୀ ଶାହ ବିଜେପି ନେତାମାନଙ୍କ ସହ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରିଛନ୍ତି। ବୈଠକରେ ଦିଲ୍ଲୀ […]

amit-saha

amit-saha

Hemant Lenka
  • Published: Wednesday, 20 April 2022
  • Updated: 20 April 2022, 08:19 PM IST

Sports

Latest News

ନୂଆଦିଲ୍ଲୀ: ହିଂସା ପ୍ରଭାବିତ ଦିଲ୍ଲୀର ଜାହାଙ୍ଗିରପୁରୀରେ ଉଚ୍ଛେଦ ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସୁପ୍ରିମକୋର୍ଟ ଉଚ୍ଛେଦ ଅଧାରୁ ବନ୍ଦ କରିବା ପରେ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଛି। ଏସବୁ ଭିତରେ ଉଚ୍ଛେଦର କିଛି ଘଣ୍ଟା ପରେ ଦିଲ୍ଲୀ ବିଜେପିର କିଛି ବିରଷ୍ଠ ନେତା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି।

ମନ୍ତ୍ରଣାଳୟ ଭିତରେ ଶ୍ରୀ ଶାହ ବିଜେପି ନେତାମାନଙ୍କ ସହ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରିଛନ୍ତି। ବୈଠକରେ ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତା, ସାଂସଦ ରମେଶ ବିଧୁରୀ, ବିଧାୟକ ରାମ ବୀର ବିଧୁରୀ ଓ ବରିଷ୍ଠ ନେତା ମନିନ୍ଦର ସିଂହ ସିର୍ସା ଯୋଗ ଦେଇଥିଲେ।

ଏହି ନେତାମାନେ ଶାହଙ୍କ ସହ କ’ଣ ସବୁ କଥା ହୋଇଛନ୍ତି, ସେକଥା ଜଣାପଡ଼ିନି। ତେବେ ଦିଲ୍ଲୀର ଜାହାଙ୍ଗିରପୁରୀ ବିବାଦ ହିଁ ଏହି ବୈଠକର ଫୋକସରେ ରହିଥିଲା। ବିଜେପି ନେତା ସିର୍ସା କେବଳ ଏହା ଅମିତ ଶାହଙ୍କ ସହ ରୁଟିନ ବୈଠକ ଥିଲା ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି।

ଶନିବାର ଜାହାଙ୍ଗିରପୁରୀରେ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା। ଏହାପରେ ଆଦେଶ ଗୁପ୍ତା ଉତ୍ତର ଦିଲ୍ଲୀ ନଗର ନିଗମ ମେୟର ରାଜା ଇକବାଲ ସିଂହଙ୍କୁ ଚିଠି ଲେଖି ଉକ୍ତ ଅଞ୍ଚଳରେ ଉଚ୍ଛେଦ କାର୍ଯ୍ୟକ୍ରମ କରିବାକୁ କହିଥିଲେ। ଏହାପରେ ହିଁ ଆଜି ସକାଳୁ ଉଚ୍ଛେଦ ଆରମ୍ଭ ହୋଇଥିଲା। ପ୍ରାୟ ୩ ଘଣ୍ଟା ଧରି ଉଚ୍ଛେଦ ଚାଲିଥିବା ବେଳେ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି। ଆସନ୍ତାକାଲି ପୂରା ଘଟଣା ଉପରେ ଶୁଣାଣି କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story