୪ ଘଣ୍ଟାରେ ୫ ୱିକେଟ ହରାଇଲା ବିଜେପି, ସପା ପଠାଇଲା ‘ତାଲା’ ଉପହାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଝଟକା ପରେ ଝଟକା ଲାଗିବା ଆରମ୍ଭ ହୋଇଛି। ମାତ୍ର ୪ ଘଣ୍ଟା ମଧ୍ୟରେ ଆଜି ଜଣେ ମନ୍ତ୍ରୀଙ୍କ ସମେତ ୫ ଜଣ ବିଧାୟକ ବିଜେପି ଛାଡ଼ିଛନ୍ତି। ଏମାନଙ୍କ ମଧ୍ୟରୁ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟିରେ ମିଶି ସାରିଥିବା ବେଳେ ଅନ୍ୟମାନେ ଖୁବଶୀଘ୍ର ସମାନ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି। ଆଜି ଶ୍ରୀ ମୌର୍ଯ୍ୟଙ୍କ ବ୍ୟତୀତ ତାଙ୍କର ଘନିଷ୍ଠ କୁହାଯାଉଥିବା […]

Yogi

Yogi

Hemant Lenka
  • Published: Tuesday, 11 January 2022
  • Updated: 11 January 2022, 07:06 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଝଟକା ପରେ ଝଟକା ଲାଗିବା ଆରମ୍ଭ ହୋଇଛି। ମାତ୍ର ୪ ଘଣ୍ଟା ମଧ୍ୟରେ ଆଜି ଜଣେ ମନ୍ତ୍ରୀଙ୍କ ସମେତ ୫ ଜଣ ବିଧାୟକ ବିଜେପି ଛାଡ଼ିଛନ୍ତି। ଏମାନଙ୍କ ମଧ୍ୟରୁ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟିରେ ମିଶି ସାରିଥିବା ବେଳେ ଅନ୍ୟମାନେ ଖୁବଶୀଘ୍ର ସମାନ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି। ଆଜି ଶ୍ରୀ ମୌର୍ଯ୍ୟଙ୍କ ବ୍ୟତୀତ ତାଙ୍କର ଘନିଷ୍ଠ କୁହାଯାଉଥିବା ରୋଶନ ଲାଲ ବର୍ମା, ବ୍ରିଜେଶ ପ୍ରଜାପତି, ଭଗବତୀ ସାଗର ଓ ବିନୟ ଶାକ୍ୟ ବିଜେପିକୁ ଅଲବିଦା କହିଛନ୍ତି।

୪ ଘଣ୍ଟା ଭିତରେ ୫ ୱିକେଟ ହରାଇଥିବା ବିଜେପିକୁ ସମାଜବାଦୀ ପାର୍ଟି ପକ୍ଷରୁ ଗୋଟିଏ ବିରଳ ଉପହାର ପଠା ଯାଇଛି। ସମାଜବାଦୀ ପାର୍ଟି ମୁଖପାତ୍ର ଆଇପି ସିଂହ ଉତ୍ତର ପ୍ରଦେଶରେ ଥିବା ବିଜେପି ମୁଖ୍ୟାଳୟର ଠିକଣାରେ ଗୋଟିଏ ତାଲା ପଠାଇଛନ୍ତି। ଏହାକୁ ବିଜେପି ମାର୍ଚ୍ଚ ୧୦ ଅର୍ଥାତ ଭୋଟ ଗଣତି ପରେ ବ୍ୟବହାର କରିବ ବୋଲି ସେ କହିଛନ୍ତି। ସେ ଅନଲାଇନରେ ତାଲା ଅର୍ଡର କରିଥିବା ସ୍କ୍ରିନ ଶଟକୁ ଟ୍ୱିଟରରେ ପୋଷ୍ଟ କରିଛନ୍ତି।

ସେ କହିଛନ୍ତି, “ଓମ ପ୍ରକାଶ ରାଜଭର ଜୀ, ଜୟନ୍ତ ଚୌଧୁରୀ ଜୀ, ରାଜମାତା କ୍ରିଷ୍ଣା ପଟେଲ ଜୀ, ସଞ୍ଜୟ ଚୌହାନ ଜୀ ଓ ଏବେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଜୀ ସାମାଜବାଦୀ ପାର୍ଟି ସାଙ୍ଗରେ ରହିଛନ୍ତି। ମୁଁ ବିଜେପି ମୁଖ୍ୟାଳୟକୁ ସ୍ୱତନ୍ତ୍ର ଦେବ ସିଂହ(ୟୁପି ବିଜେପି ମୁଖ୍ୟ)ଙ୍କ ନାଁରେ ଗୋଟିଏ ତାଲା ଉପହାର ଆକାରରେ ଦେଇଛି। ମାର୍ଚ୍ଚ ୧୦ରେ ଏହି ତାଲାକୁ ବ୍ୟବହାର କରି ଘରକୁ ଚାଲିଯିବେ। ଏହା ଲହର ନୁହେଁ, ସପାର ଝଡ଼।”

ବିଜେପିର ଜଣଙ୍କ ପରେ ଜଣେ ବିଧାୟକ ଇସ୍ତଫା ଦେଉଥିବା ବେଳେ ଅନ୍ୟପଟେ ଦଳ ଦିଲ୍ଲୀରେ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛି। ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଯୋଗୀ ଆଦିତ୍ୟନାଥ, ସ୍ୱତନ୍ତ୍ର ଦେବ ସିଂହଙ୍କ ସହ ବରିଷ୍ଠ ନେତାମାନେ ଆଲୋଚନା କରି ପ୍ରାର୍ଥୀ ଚୂଡ଼ାନ୍ତ କରୁଛନ୍ତି। ହେଲେ ଏପଟେ ଇସ୍ତଫା ପର୍ବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story