ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଗୁଣ୍ଡା କହିଲେ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ଟି ଯାକ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ହଜାରହଜାର ଚାଷୀଙ୍କୁ ଆଜି ଆକ୍ଷେପ କରିଛନ୍ତି ନୂଆ କରି ମନ୍ତ୍ରୀ ହୋଇଥିବା ବିଜେପି ସାଂସନ ମୀନାକ୍ଷୀ ଲେଖି। ସେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଗୁଣ୍ଡା ବୋଲି କହି ସମାଲୋଚନା କରିଛନ୍ତି। ଦୀର୍ଘ ମାସ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କ ମଧ୍ୟରୁ ଆଜି ୨୦୦ ଜଣଙ୍କୁ ଦିଲ୍ଲୀର ଯନ୍ତରମନ୍ତରରେ ବିକ୍ଷୋଭ କରିବାକୁ ଅନୁମତି ମିଳିଛି। ସେମାନେ ପୁଲିସ୍ ସୁରକ୍ଷା ବଳୟରେ ଦିଲ୍ଲୀର […]

Meenakhi

Meenakhi

Hemant Lenka
  • Published: Thursday, 22 July 2021
  • Updated: 22 July 2021, 06:42 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ଟି ଯାକ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ହଜାରହଜାର ଚାଷୀଙ୍କୁ ଆଜି ଆକ୍ଷେପ କରିଛନ୍ତି ନୂଆ କରି ମନ୍ତ୍ରୀ ହୋଇଥିବା ବିଜେପି ସାଂସନ ମୀନାକ୍ଷୀ ଲେଖି। ସେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଗୁଣ୍ଡା ବୋଲି କହି ସମାଲୋଚନା କରିଛନ୍ତି।

ଦୀର୍ଘ ମାସ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କ ମଧ୍ୟରୁ ଆଜି ୨୦୦ ଜଣଙ୍କୁ ଦିଲ୍ଲୀର ଯନ୍ତରମନ୍ତରରେ ବିକ୍ଷୋଭ କରିବାକୁ ଅନୁମତି ମିଳିଛି। ସେମାନେ ପୁଲିସ୍ ସୁରକ୍ଷା ବଳୟରେ ଦିଲ୍ଲୀର ସିଙ୍ଘୁ ସୀମାରୁ ଯନ୍ତରମନ୍ତର ଆସି କିଷାନ ସଂସଦ ନାଁରେ ବିକ୍ଷୋଭ ଆରମ୍ଭ କରିଛନ୍ତି।

ସବୁ କିଛି ଠିକ୍ ଭାବେ କରାଯାଉଛି। ହେଲେ ମୀନାକ୍ଷୀ ଲେଖି ସେମାନଙ୍କୁ ଗୁଣ୍ଡା ବୋଲି ଆକ୍ଷେପ କରିଛନ୍ତି। ସେ କହିଛନ୍ତି, “ଆନ୍ଦୋଳନ କରୁଥିବା ଲୋକମାନଙ୍କୁ କେହି ବି ଚାଷୀର ଆଖ୍ୟା ନ ଦିଅନ୍ତୁ। ସେମାନେ ସମସ୍ତେ ଗୁଣ୍ଡା। ପୂରା ଦେଶ ଜାଣିଛି ଜାନୁଆରୀ ୨୬ରେ କ’ଣ ଘଟିଥିଲା। ସେସବୁ ଅପରାଧିକ କାର୍ଯ୍ୟ। ଜାନୁଆରୀ ୨୬ରେ ଘଟିଥିବା ଲଜ୍ଜାଜନକ ଘଟଣା ମଧ୍ୟ ଅପରାଧିକ କାର୍ଯ୍ୟକଳାପ। ବିରୋଧୀ ଦଳଗୁଡ଼ିକ ଗୁଣ୍ଡାମାନଙ୍କ ଏହି କାର୍ଯ୍ୟକଳାପକୁ ପ୍ରଚାର ଓ ପ୍ରସାର କରୁଛନ୍ତି।”

ଆନ୍ଦୋଳନରତ ଚାଷୀମାନଙ୍କ ପ୍ରତି ଶ୍ରୀମତୀ ଲେଖି ବ୍ୟବହାର କରିଥିବା ଶବ୍ଦକୁ କଡ଼ା ନିନ୍ଦା କରିଛନ୍ତି ଟିଏମସି ସାଂସଦ ଡିରେକ ଓବ୍ରାଏନ। ସେ କହିଛନ୍ତି, ଆପଣ ବିଜେପି ସାମ୍ବାଦିକ ସମ୍ମିଳନୀରେ ନିଜ ଇଚ୍ଛା ଅନୁସାରେ ଯାହା ବି କହିବା କଥା କୁହନ୍ତୁ। ଲୋକମାନେ ଯେତେବେଳେ ଭୋଟ ଦେବେ ସେତେବେଳେ ଆପଣଙ୍କ ଠାରୁ କ୍ଷମତା ଖସାଇ ଆଣିବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କୃଷି ଆଇନ ବିରୋଧରେ ଚାଷୀମାନେ କରୁଥିବା ଆନ୍ଦୋଳନକୁ ଅଧିକ ଜୋରଦାର କରିବାକୁ ଆଜି ଯନ୍ତରମନ୍ତରରେ ପହଞ୍ଚିଛନ୍ତି। ସିଙ୍ଘୁ ସୀମାରୁ ବସ୍‌ ଯୋଗେ ପ୍ରାୟ ୨୦୦ ଜଣ ଚାଷୀ ପୁଲିସ୍‌ ସୁରକ୍ଷା ବଳୟ ମଧ୍ୟରେ ଯନ୍ତରମନ୍ତରରେ ପହଞ୍ଚିଥିଲେ। ସେମାନଙ୍କ ସହ ଚାଷୀ ନେତା ରାକେଶ ଟିକାୟତ ଓ ଯୋଗେନ୍ଦ୍ର ଯାଦବ ମଧ୍ୟ ରହିଛନ୍ତି।

ଜାନୁଆରୀ ୨୬ରେ ଚାଷୀଙ୍କ ପକ୍ଷରୁ ହୋଇଥିବା ଟ୍ରାକ୍ଟର ରାଲିରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏଥର ଏହାକୁ ଏଡ଼ାଇବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ଚାଷୀମାନେ ମଧ୍ୟ ପୁଲିସ୍‌ ଅନୁମତି ଦେଇଥିବା ରାସ୍ତାରେ ହିଁ ବିକ୍ଷୋଭ କରିବାକୁ ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story