ବିଧାନସଭା ନିର୍ବାଚନ ପାଇଁ ୭୦ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି, କେଉଁଠୁ ଲଢ଼ିବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଆଜି ୭୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିସହ ଦଳ ଏଥର ଏଜିପି ଓ ୟୁପିପିଏଲ୍‌ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବ। ମେଣ୍ଟ ସହଯୋଗୀଙ୍କ ପାଇଁ ମଧ୍ୟ ଦଳ ଆସନ ବି ଛାଡ଼ିଛି। ବିଜେପିର ଘୋଷଣା ଅନୁଯାୟୀ, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମଜୁଲି ଆସନରୁ ଲଢ଼ିବେ। ସେହିପରି ରାଜ୍ୟର ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଜାଲୁକବାରୀରୁ ପ୍ରାର୍ଥୀ ହୋଇଛନ୍ତି। ଆସନ୍ତା ୨୭ ତାରିଖରୁ ଏପ୍ରିଲ […]

BJP

BJP

Hemant Lenka
  • Published: Friday, 05 March 2021
  • Updated: 05 March 2021, 09:07 PM IST

Sports

Latest News

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଆଜି ୭୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିସହ ଦଳ ଏଥର ଏଜିପି ଓ ୟୁପିପିଏଲ୍‌ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବ। ମେଣ୍ଟ ସହଯୋଗୀଙ୍କ ପାଇଁ ମଧ୍ୟ ଦଳ ଆସନ ବି ଛାଡ଼ିଛି। ବିଜେପିର ଘୋଷଣା ଅନୁଯାୟୀ, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମଜୁଲି ଆସନରୁ ଲଢ଼ିବେ। ସେହିପରି ରାଜ୍ୟର ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଜାଲୁକବାରୀରୁ ପ୍ରାର୍ଥୀ ହୋଇଛନ୍ତି।

ଆସନ୍ତା ୨୭ ତାରିଖରୁ ଏପ୍ରିଲ ୬ ତାରିଖ ଯାଏ ୩ଟି ପର୍ଯ୍ୟାୟରେ ଆସାମର ୧୨୬ ବିଧାନସଭା ଆସନ ପାଇଁ ଭୋଟିଂ ଆରମ୍ଭ ହେବ। ମେ’ ୨ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ବିଜେପିର ସାଧାରଣ ସମ୍ପାଦକ ଅରୁଣ ସିଂହ କହିଛନ୍ତି, ଦଳ ଆସାମରେ ଏଜିପି ଓ ୟୁପିପିଏଲ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବ। ଏଜିପି ୨୬ଟି ଓ ୟୁପିପିଏଲ ୮ଟି ଆସନରେ ପ୍ରାର୍ଥୀ ଦେବେ।

ଚଳିତ ବିଧାନସଭା ନିର୍ବାଚନରେ ଆସାମ ବିଜେପି ମୁଖ୍ୟ ରଣଜୀତ ଦାସ ବଜାଲି ଜିଲ୍ଲାର ପାଟାଛରକୁଚି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ବିଜେପି ସାଂସଦ ବିଶ୍ୱଜିତ ଡାଇମାରି ପନେରି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇ ଲଢ଼େଇ କରିବେ।

୧୨୬ ବିଧାନସଭା ଆସନରୁ ପ୍ରଥମ ପର୍ଯ୍ୟାୟ ଅର୍ଥାତ ମାର୍ଚ୍ଚ ୨୭ରେ ୪୭ଟି ଆସନ ପାଇଁ ଭୋଟ ଗ୍ରହଣ ହେବ। ଏପ୍ରିଲ ୧ରେ ୩୯ଟି ଓ ଏପ୍ରିଲ ୬ ତଥା ତୃତୀୟ ପର୍ଯ୍ୟାୟରେ ୪୦ଟି ଆସନ ପାଇଁ ଭୋଟ ହେବ। ଆଜି ବିଜେପି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୭୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

ବିଜେପି ୧୧ ଜଣ ବିଧାୟକଙ୍କୁ ଟିକେଟ ଦେଇନାହିଁ। ଏଜିପି ସହଯୋଗୀ ବିଜେପିକୁ ବରହମପୁର ଆସନରୁ ଲଢ଼ିବାକୁ ଅନୁମତି ଦେଇଛି। ଏଠାରେ ପ୍ରତିଥର ଏଜିପି ପ୍ରତିଷ୍ଠାତା ସଭାପତି ପ୍ରଫୁଲ୍ଲ କୁମାର ମହାନ୍ତା ନିର୍ବାଚନ ଲଢ଼ୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story