ଚାପ ପରେ ଜାତିଭିତ୍ତିକ ଜନଗଣନା ସପକ୍ଷରେ ବିଜେପି, କିନ୍ତୁ..

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଜାତିଭିତ୍ତିକ ଜନଗଣନା ଦେଶରେ କରିବାକୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି। କେବଳ ଅଣବିଜେପି ସରକାର ନୁହନ୍ତି ବରଂ ବିଜେପିର ସହଯୋଗୀ ଜେଡିୟୁ ମଧ୍ୟ ଜାତିଭିତ୍ତିକ ଜନଗଣନା ସପକ୍ଷରେ ଯୁକ୍ତି ରଖିଛି। ଏପରି କି ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଜାତିଭିତ୍ତିକ ଜନଗଣନା କଥା କହିଥିଲେ। ଏସବୁ ଭିତରେ ବିଜେପି ଦେଶରେ ଜାତିଭିତ୍ତିକ ଜନଗଣନା ସପକ୍ଷରେ ରହିଥିବା ସଙ୍କେତ […]

bjp

bjp

Hemant Lenka
  • Published: Wednesday, 25 August 2021
  • Updated: 25 August 2021, 02:12 PM IST

Sports

Latest News

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଜାତିଭିତ୍ତିକ ଜନଗଣନା ଦେଶରେ କରିବାକୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି। କେବଳ ଅଣବିଜେପି ସରକାର ନୁହନ୍ତି ବରଂ ବିଜେପିର ସହଯୋଗୀ ଜେଡିୟୁ ମଧ୍ୟ ଜାତିଭିତ୍ତିକ ଜନଗଣନା ସପକ୍ଷରେ ଯୁକ୍ତି ରଖିଛି।

ଏପରି କି ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଜାତିଭିତ୍ତିକ ଜନଗଣନା କଥା କହିଥିଲେ। ଏସବୁ ଭିତରେ ବିଜେପି ଦେଶରେ ଜାତିଭିତ୍ତିକ ଜନଗଣନା ସପକ୍ଷରେ ରହିଥିବା ସଙ୍କେତ ଦେଇଛି। କିନ୍ତୁ ଏହା କେବେ ହେବ ଏବଂ କେମିତି ହେବ, ତା’ ଉପରେ କୌଣସି ସ୍ପଷ୍ଟ ମତ ରଖିନି। ବିଜେପିର ବିହାର ନେତା ସୁଶୀଳ ମୋଦୀ କହିଛନ୍ତି ଯେ ତାଙ୍କ ଦଳ ଜାତିଭିତ୍ତିକ ଜନଗଣନା ପ୍ରସ୍ତାବକୁ ବିରୋଧ କରେ ନାହିଁ।

ବିଭିନ୍ନ ରାଜ୍ୟର ଆଞ୍ଚଳିକ ଦଳଗୁଡ଼ିକ ଭଳି ବିଜେପି ସପକ୍ଷରେ ମଧ୍ୟ ଓବିସି ଭୋଟ ରହିଛି। ଲୋକସଭା ନିର୍ବାଚନରେ କ୍ରମାଗତ ଦୁଇଥର ଦଳ ଜିତିବା ଓ ଉତ୍ତର ପ୍ରଦେଶ ନିର୍ବାଚନରେ ବାଜିମାତ କରିବା ପଛରେ ମଧ୍ୟ ଓବିସି ଭୋଟ ବ୍ୟାଙ୍କ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ତେଣୁ ଏହି ବର୍ଗଙ୍କୁ ବିଜେପି କେବେ ହେଲେ ଅସନ୍ତୁଷ୍ଟ କରିବାକୁ ଚାହିଁବ ନାହିଁ।

କେବଳ ପଛୁଆ ବର୍ଗ ନୁହନ୍ତି, ଉଚ୍ଚ ବର୍ଗର ସମର୍ଥନ ମଧ୍ୟ ବିଜେପି ସପକ୍ଷରେ ରହିଛି। ତେଣୁ ପଛୁଆ ଓ ଆଗୁଆ ବର୍ଗ ମଧ୍ୟରେ ବିଜେପି ସମାନତା ରଖିବାକୁ ଚେଷ୍ଟା କରିବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତରବରିଆ ଭାବେ ଜାତି ଭିତ୍ତିକ ଜନଗନା ସମ୍ପର୍କରେ ଘୋଷଣା ନ କରିପାରନ୍ତି।

ବର୍ତ୍ତମାନ ହେବାକୁ ଥିବା ସାଧାରଣ ଜନଗଣନାକୁ ଅଧିକ ଲମ୍ବା କରିହେବ ନାହିଁ। ସେହିପରି ଅନଲାଇନ କୋଡ୍‌ ଦେଇ ଜାତିଭିତ୍ତିକ ଜନଗଣନା କରିବା ଏକ କଷ୍ଟକର ବ୍ୟାପାର। ତଥାପି କେନ୍ଦ୍ର ସରକାର ଜାତିଭିତ୍ତିକ ଜନଗଣନା ପ୍ରସ୍ତାବକୁ ବିଚାର କରୁଛନ୍ତି ଓ ସାଧାରଣ ଜନଗଣନା ପରେ ଏହା ଉପରେ ନିଷ୍ପତ୍ତି ନେବେ ବୋଲି ଯୋଜନା କରିଛନ୍ତି।

ନିକଟରେ ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାରର ୧୦ଟି ରାଜନୀତିକ ଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିଥିଲେ। ବିଜେପିର ବିହାର ନେତାମାନେ ମଧ୍ୟ ଏଥିରେ ଥିଲେ। ତେଣୁ କେଉଁଠି ନା କେଉଁଠି ବିଜେପି ମଧ୍ୟ ସିଧାସଳଖ ଜାତିଭିତ୍ତିକ ଜନଗଣନା ବିପକ୍ଷରେ ନାହିଁ। ରାଜନୀତିକ ଦୃଷ୍ଟିକୋଣରୁ ଏ ପ୍ରସଙ୍ଗ ବେଶ ଗୁରୁତ୍ୱପୂର୍ଣ୍ଣ। ନୀତୀଶ କୁମାର ଏହି ପ୍ରସଙ୍ଗକୁ ଉଠାଇ ରାଜନୀତିକ ମାଇଲେଜ ନେଇଯିବାର ସମ୍ଭାବନା ରହିଛି। ତେଣୁ ବିଜେପି କେବେ ହେଲେ ଜାତିଭତ୍ତିକ ଜନଗଣନା ଦାବିକୁ ପ୍ରତ୍ୟାଖ୍ୟାନ କରିପାରିବ ନାହିଁ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story