ଦୁଇଟି ଆସନରେ ଲଢ଼ିଥିଲେ, ହେଲେ ଗୋଟିଏରେ ବି ଜିତିପାରିଲେନି ବିଜେପିର ରାଜ୍ୟ ମୁଖ୍ୟ

ଥିରୁବନନ୍ତପୁରମ: କେରଳରେ ବିଜେପିକୁ ଜବରଦସ୍ତ ଝଟକା ଲାଗିଛି। ଦଳର ରାଜ୍ୟ ମୁଖ୍ୟ କେ ସୁରେନ୍ଦ୍ରନ ଦୁଇଟି ଆସନରେ ପ୍ରାର୍ଥୀ ହୋଇଥିଲେ ହେଁ ଉଭୟ ସ୍ଥାନରେ ପରାଜୟର ସ୍ୱାଦ ଚାଖିଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ସୁରେନ୍ଦ୍ରନ ମାଞ୍ଜେଶ୍ୱରା ଓ କୋନ୍ନି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ହେଲେ ଉଭୟ ଆସନରେ ଶେଷ ଶୋଚନୀୟ ପରାଜୟ ବରଣ କରିଛନ୍ତି। ଏହା ଦଳ ପାଇଁ ଶକ୍ତ ଝଟକା ସଦୃଶ ହୋଇଛି। ଅନ୍ୟପକ୍ଷରେ ୪୦ ବର୍ଷର ବ୍ୟବଧାନ ପରେ ଏଲଡିଏଫ କ୍ରମାଗତ ଦ୍ୱିତୀୟ […]

BJP1

BJP1

Hemant Lenka
  • Published: Sunday, 02 May 2021
  • Updated: 02 May 2021, 03:01 PM IST

Sports

Latest News

ଥିରୁବନନ୍ତପୁରମ: କେରଳରେ ବିଜେପିକୁ ଜବରଦସ୍ତ ଝଟକା ଲାଗିଛି। ଦଳର ରାଜ୍ୟ ମୁଖ୍ୟ କେ ସୁରେନ୍ଦ୍ରନ ଦୁଇଟି ଆସନରେ ପ୍ରାର୍ଥୀ ହୋଇଥିଲେ ହେଁ ଉଭୟ ସ୍ଥାନରେ ପରାଜୟର ସ୍ୱାଦ ଚାଖିଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ସୁରେନ୍ଦ୍ରନ ମାଞ୍ଜେଶ୍ୱରା ଓ କୋନ୍ନି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ହେଲେ ଉଭୟ ଆସନରେ ଶେଷ ଶୋଚନୀୟ ପରାଜୟ ବରଣ କରିଛନ୍ତି। ଏହା ଦଳ ପାଇଁ ଶକ୍ତ ଝଟକା ସଦୃଶ ହୋଇଛି।

ଅନ୍ୟପକ୍ଷରେ ୪୦ ବର୍ଷର ବ୍ୟବଧାନ ପରେ ଏଲଡିଏଫ କ୍ରମାଗତ ଦ୍ୱିତୀୟ ଥର ପାଇଁ କେରଳରେ ସରକାର ଗଠନ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ଉପରେ ଲୋକମାନେ ଆସ୍ଥା ପ୍ରକଟ କରିଥିବାରୁ ଦଳ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଛି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ଏଲଡିଏଫ ୯୩ଟି ଆସନରେ ଆଗରେ ଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ୪୪ଟି ଆସନରେ ଲିଡ୍‌ କରୁଛି।

ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗରେ ରହିଛନ୍ତି। ସେହିପରି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ମେଟ୍ରୋମ୍ୟାନ ଇଶ୍ରୀଧରନ ମଧ୍ୟ କଂଗ୍ରେସର ଶାଫି ପାରମ୍ବିଲଙ୍କ ଠାରୁ ୪୯୧ ଖଣ୍ଡ ଭୋଟରେ ପଛରେ ରହିଛନ୍ତି। ସେ ଗଣତି ଆରମ୍ଭରୁ ଲିଡ୍‌ରେ ଥିଲେ। ହେଲେ ସବୁ କିଛି ବଦଳି ଯାଇଛି।

୧୪୦ ଆସନ ବିଶିଷ୍ଟ କେରଳରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୭୧।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story