ନାଚିବାରୁ ଚାପୁଡ଼ା ମାରିଲେ ବର, ସମ୍ପର୍କୀୟ ଭାଇଙ୍କୁ ବାହା ହେଇଗଲେ କନ୍ୟା

ଚେନ୍ନାଇ: ବାହାଘରର ଦିନକ ପୂର୍ବରୁ ଘଟିଛି ଅଭାବନୀୟ ଘଟଣା। ବାହାଘର ପୂର୍ବରୁ ଆୟୋଜିତ କାର୍ଯ୍ୟକ୍ରମରେ ଡ୍ୟାନ୍ସ କରିବାରୁ ସର୍ବସମ୍ମୁଖରେ କନ୍ୟାକୁ ଚାପୁଡ଼ା ମାରିଛନ୍ତି ବର। ଏଥିରେ ରାଗି ଯାଇ କନ୍ୟା ଜଣଙ୍କ ବାହାଘରକୁ ବାତିଲ କରିଛନ୍ତି। ଖାଲି ସେତିକି ନୁହେଁ, ସେ ନିଜର ଜଣେ ସମ୍ପର୍କୀୟ ଭାଇଙ୍କୁ ମଧ୍ୟ ବାହା ହୋଇ ଯାଇଛନ୍ତି। ତାମିଲନାଡୁରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। କନ୍ୟା ଜଣଙ୍କ ପାନରୁତିରୁ ପୋଷ୍ଟ ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରିଥିବା ବେଳେ […]

TN1

TN1

Hemant Lenka
  • Published: Monday, 24 January 2022
  • Updated: 24 January 2022, 02:21 PM IST

Sports

Latest News

ଚେନ୍ନାଇ: ବାହାଘରର ଦିନକ ପୂର୍ବରୁ ଘଟିଛି ଅଭାବନୀୟ ଘଟଣା। ବାହାଘର ପୂର୍ବରୁ ଆୟୋଜିତ କାର୍ଯ୍ୟକ୍ରମରେ ଡ୍ୟାନ୍ସ କରିବାରୁ ସର୍ବସମ୍ମୁଖରେ କନ୍ୟାକୁ ଚାପୁଡ଼ା ମାରିଛନ୍ତି ବର। ଏଥିରେ ରାଗି ଯାଇ କନ୍ୟା ଜଣଙ୍କ ବାହାଘରକୁ ବାତିଲ କରିଛନ୍ତି। ଖାଲି ସେତିକି ନୁହେଁ, ସେ ନିଜର ଜଣେ ସମ୍ପର୍କୀୟ ଭାଇଙ୍କୁ ମଧ୍ୟ ବାହା ହୋଇ ଯାଇଛନ୍ତି। ତାମିଲନାଡୁରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

କନ୍ୟା ଜଣଙ୍କ ପାନରୁତିରୁ ପୋଷ୍ଟ ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରିଥିବା ବେଳେ ତାଙ୍କୁ ବାହା ହେବାକୁ ଥିବା ଯୁବକ ଜଣଙ୍କ ଚେନ୍ନାଇର ଗୋଟିଏ କମ୍ପାନୀରେ ବରିଷ୍ଠ ଇଞ୍ଜିନିୟର ଭାବେ କାମ କରନ୍ତି। ସେମାନଙ୍କ ବାହାଘର ଜାନୁଆରୀ ୨୦ରେ ହେବାର ଥିଲା। କିନ୍ତୁ ବାହାଘରର ଗୋଟିଏ ଦିନ ପୂର୍ବରୁ ଘଟିଛି ବଡ଼ ଅଘଟଣ।

ବାହାଘର ପୂର୍ବଦିନ ବର କନ୍ୟା ଓ ସେମାନଙ୍କ ପରିବାର ଲୋକ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ଏଠାରେ ନାଚଗୀତ ପାଇଁ ଡିଜେର ବ୍ୟବସ୍ଥା ମଧ୍ୟ ହୋଇଥିଲା। କାର୍ଯ୍ୟକ୍ରମରେ ସାମିଲ ହୋଇ ବରକନ୍ୟା ଢେର ସମୟ ନାଚିଥିଲେ। ତେବେ ହଠାତ୍ ଏହି ହସଖୁସିର ମାହୋଲେ ସୃଷ୍ଟି ହୋଇଥିଲା ଝଡ଼।

କନ୍ୟାର ଜଣେ ସମ୍ପର୍କୀୟ ଭାଇ ହଠାତ୍ ଡ୍ୟାନ୍ସ ଫ୍ଲୋରରେ ପହଞ୍ଚି ସେମାନଙ୍କ ସହ ନାଚିବା ଆରମ୍ଭ କରିଥିଲେ। ସେ ନାଚିବାରେ ଏତେ ମସଗୁଲ ହୋଇଯାଇଥିଲେ ଯେ ଉଭୟ ବର ଓ କନ୍ୟାଙ୍କ କାନ୍ଧରେ ମଧ୍ୟ ହାତ ପକାଇ ଝୁମିଥିଲେ। ବାସ୍‌ କନ୍ୟାଙ୍କ କାନ୍ଧରେ ହାତ ପକାଇବାରୁ ବରଙ୍କୁ ଏହା ବାଧିଥିଲା।

ସେ ଉଭୟଙ୍କୁ ଧକ୍କା ମାରି ଦେଇଥିଲେ। ଏହାପରେ କନ୍ୟାଙ୍କୁ ଶକ୍ତ ଚାପୁଡ଼ା ମଧ୍ୟ ମାରିଥିଲେ। ଏଥିରେ କନ୍ୟାଙ୍କ ବାପା ରାଗି ଯାଇ ବର ଓ ତାଙ୍କ ପରିବାର ଲୋକଙ୍କୁ ତୁରନ୍ତ କାର୍ଯ୍ୟକ୍ରମରୁ ଚାଲି ଯିବାକୁ ନିର୍ଦ୍ଦେଶ ଦେଇଥିଲେ। କନ୍ୟା ଜଣଙ୍କ ମଧ୍ୟ ନିଜ ବାହାଘରକୁ ବାତିଲ କରିଥିଲେ। ଏହାକୁ ତାଙ୍କ ପରିବାର ଲୋକଙ୍କ ସମର୍ଥନ ବି ମିଳିଥିଲା।

ହେଲେ କନ୍ୟାଙ୍କ ପରିବାର ଲୋକ ଜାନୁଆରୀ ୨୦ରେ ହିଁ ଝିଅର ବାହାଘର ହେବ ବୋଲି ନିଷ୍ପତ୍ତି ନେଇ ବର ଖୋଜିବା ଆରମ୍ଭ କରିଥିଲେ। ଶେଷରେ କନ୍ୟାଙ୍କ ସମ୍ପର୍କୀୟ ଭାଇଙ୍କୁ ବର ଭାବେ ବଛା ଯାଇଥିଲା। କନ୍ୟା ଜଣଙ୍କ ମଧ୍ୟ ପରିବାର ଲୋକଙ୍କ ଏହି ନିଷ୍ପତ୍ତିରେ ରାଜି ହୋଇଥିଲେ। ଶେଷରେ ଜାନୁଆରୀ ୨୦ରେ ଉଭୟଙ୍କ ବାହାଘର ହୋଇଛି।

ଅନ୍ୟପକ୍ଷରେ ବାହାଘର ଦିନକ ପୂର୍ବରୁ ଶକ୍ତ ଝଟକା ପାଇଥିବା ବର ଜଣଙ୍କ ଏବେ ପାନରୁତିରେ ଥିବା ମହିଳା ଥାନାରେ ନ୍ୟାୟ ପାଇଁ ଦ୍ୱାରସ୍ଥ ହୋଇଛନ୍ତି। ବାହାଘର ପାଇଁ ସେ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାରୁ କନ୍ୟା ଘର ଲୋକ ଏହାକୁ ଦିଅନ୍ତୁ ବୋଲି ହତାଶ ବର ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story