୧୫ ଟଙ୍କା ଭଡ଼ା ମାଗିବାରୁ କଣ୍ଡକ୍ଟରଙ୍କୁ ପିଟିଲେ ଏନସିସି କ୍ୟାଡେଟ୍‌, ଭିଡିଓ ଭାଇରାଲ

ଭୋପାଲ: ବସ୍‌ ଭଡ଼ାକୁ ନେଇ ଜଣେ ଯାତ୍ରୀ ଓ କଣ୍ଡକ୍ଟରଙ୍କ ମଧ୍ୟରେ ପ୍ରବଳ ମାରପିଟ ହୋଇଛି। ଚଳନ୍ତା ବସ୍‌ରେ ମାତ୍ର ୧୫ ଟଙ୍କାକୁ ନେଇ ଜଣେ ଏନସିସି କ୍ୟାଡେଟ କଣ୍ଡକ୍ଟରକୁ ପ୍ରବଳ ମାଡ଼ ମାରିବାର ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଙ୍ଗଳବାର ଦିନ ୧୦ଟାରେ ଜଣେ ଏନସିସି କ୍ୟାଡେଟ ପୁଲିସ ମୁଖ୍ୟାଳୟ ଯିବା ପାଇଁ ବୋର୍ଡ ଅଫିସ […]

NCC

NCC

Hemant Lenka
  • Published: Thursday, 15 September 2022
  • Updated: 15 September 2022, 09:25 AM IST

Sports

Latest News

ଭୋପାଲ: ବସ୍‌ ଭଡ଼ାକୁ ନେଇ ଜଣେ ଯାତ୍ରୀ ଓ କଣ୍ଡକ୍ଟରଙ୍କ ମଧ୍ୟରେ ପ୍ରବଳ ମାରପିଟ ହୋଇଛି। ଚଳନ୍ତା ବସ୍‌ରେ ମାତ୍ର ୧୫ ଟଙ୍କାକୁ ନେଇ ଜଣେ ଏନସିସି କ୍ୟାଡେଟ କଣ୍ଡକ୍ଟରକୁ ପ୍ରବଳ ମାଡ଼ ମାରିବାର ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମଙ୍ଗଳବାର ଦିନ ୧୦ଟାରେ ଜଣେ ଏନସିସି କ୍ୟାଡେଟ ପୁଲିସ ମୁଖ୍ୟାଳୟ ଯିବା ପାଇଁ ବୋର୍ଡ ଅଫିସ ନିକଟରୁ ସିଟି ବସ୍‌ରେ ଚଢ଼ିଥିଲେ। ତାଙ୍କର ଗୁଣ୍ଡାଗର୍ଦ୍ଦି ବସରେ ଲାଗିଥିବା ସିସିଟିଭରେ କଏଦ ହୋଇଛି।

୨୫ ସେକେଣ୍ଡର ଭିଡିଓରେ ସିଟି ବସ୍‌ର କଣ୍ଡକ୍ଟର ଓ ଏନସିସି ୟୁନିଫର୍ମରେ ଥିବା ଯୁବକଙ୍କ ମଧ୍ୟରେ ହୋଇଥିବା ମାରପିଟର ଦୃଶ୍ୟ ରହିଛି। ଯୁବକ ଜଣଙ୍କୁ ବସ୍‌ କଣ୍ଡକ୍ଟର ଭଡ଼ା ବାବଦରେ ୧୫ ଟଙ୍କା ମାଗିଥିଲେ। ହେଲେ ସେ ୧୦ ଟଙ୍କା ଦେଇଥିଲେ। ଏହାକୁ କଣ୍ଡକ୍ଟର ବିରୋଧ କରିବା ସହ ଆଉ ୫ ଟଙ୍କା ଭଡ଼ା ବାବଦରେ ଦେବାକୁ କହିଥିଲେ।

କିନ୍ତୁ ଯୁବକ ଜଣଙ୍କ କିଛି ଶୁଣି ନଥିଲେ ଓ ଷ୍ଟପେଜ ଆସୁଥିବାରୁ ବସ୍‌ର ଗେଟ୍ ପାଖକୁ ଯିବାକୁ ଚେଷ୍ଟା କରିଥିଲେ। ଏହାକୁ କଣ୍ଡକ୍ଟର ବିରୋଧ କରିବାରୁ ସେ ରାଗି ଯାଇଥିଲେ ଓ ଯୁକ୍ତିତର୍କ ଆରମ୍ଭ କରିଦେଇଥିଲେ। କଣ୍ଡକ୍ଟର ଜଣଙ୍କ ତାଙ୍କୁ ସମାନ୍ୟ ଠେଲି ଦେବାରୁ ଯୁବକ ଜଣଙ୍କ ଅତ୍ୟନ୍ତ ରାଗି ଯାଇଥିଲେ।

ସେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି କଣ୍ଡକ୍ଟରକୁ ମୁଥ ପରେ ମୁଥ ମାରି ଚାଲିଥିଲେ। ବସ୍‌ରେ ଅନ୍ୟ ଯାତ୍ରୀମାନେ ଉପସ୍ଥିତ ଥିଲେ ମଧ୍ୟ କେହି ବି ଏଥିରେ ହସ୍ତକ୍ଷେପ କରି ନଥିଲେ। କିଛି ସମୟ ପରେ ଯୁବକ ଜଣଙ୍କ ନିଜର ଷ୍ଟେପଜ ଆସୁଥିବା ଜାଣିପାରି ନିଜର ବ୍ୟାଗ ଧରି ତରବରିଆ ଭାବେ ବସ୍‌ ଓହ୍ଲାଇ ପଡ଼ିଥିଲେ।

ଏହି ଘଟଣାର ଭିଡିଓ ପ୍ରଶାସନ ପକ୍ଷରୁ ପୁଲିସକୁ ଦିଆଯାଇଛି ଓ ଏନସିସି କ୍ୟାଡେଟଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି। ଜାହାଙ୍ଗିରବାଦ ପୁଲିସ୍‌ ସଂପ୍ୟକ୍ତ ଏନସିସି କ୍ୟାଡେଟଙ୍କ ବିରୋଧରେ ଧାରା ୩୨୩ ଓ ୫୦୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story