ତିରୁପତି ମନ୍ଦିରକୁ ବ୍ୟବସାୟୀ ଦେଲେ ୬.୫ କେଜିର ସୁନା ଖଣ୍ଡା

ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶର ମୁଖ୍ୟ ଆରାଧ୍ୟ ଓ ଧନଶାଳୀ ଦେବତା ରୂପେ ପରିଚିତ ତିରୁପତି ସ୍ଥିତ ଶ୍ରୀ ଭେଙ୍କଟଶ୍ୱର ସ୍ୱାମୀ ମନ୍ଦିରକୁ ଜଣେ ବ୍ୟବସାୟୀ ୬.୫ କେଜି ଓଜନର ସୁନାରେ ତିଆରି ଗୋଟିଏ ଖଣ୍ଡା ଦାନ କରିଛନ୍ତି। ତେଲେଙ୍ଗାନାର ହାଇଦ୍ରାବାଦ ବାସିନ୍ଦା ଏମ ଶ୍ରୀନିବାସ ପ୍ରସାଦ ତାଙ୍କ ପତ୍ନୀଙ୍କ ସହ ଭେଙ୍କଟଶ୍ୱର ସ୍ୱାମୀଙ୍କ ପାଇଁ ଏହି ଖଣ୍ଡାକୁ ଦାନ କରିଛନ୍ତି। ମନ୍ଦିରର ମୁଖ୍ୟ ପରିଚାଳକ ଏଭି ଧର୍ମା ରେଡ୍ଡୀ ମନ୍ଦିର ପକ୍ଷରୁ ଏହାକୁ ଗ୍ରହଣ କରିଛନ୍ତି। […]

Gold

Gold

Hemant Lenka
  • Published: Wednesday, 21 July 2021
  • Updated: 21 July 2021, 04:58 PM IST

Sports

Latest News

ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶର ମୁଖ୍ୟ ଆରାଧ୍ୟ ଓ ଧନଶାଳୀ ଦେବତା ରୂପେ ପରିଚିତ ତିରୁପତି ସ୍ଥିତ ଶ୍ରୀ ଭେଙ୍କଟଶ୍ୱର ସ୍ୱାମୀ ମନ୍ଦିରକୁ ଜଣେ ବ୍ୟବସାୟୀ ୬.୫ କେଜି ଓଜନର ସୁନାରେ ତିଆରି ଗୋଟିଏ ଖଣ୍ଡା ଦାନ କରିଛନ୍ତି। ତେଲେଙ୍ଗାନାର ହାଇଦ୍ରାବାଦ ବାସିନ୍ଦା ଏମ ଶ୍ରୀନିବାସ ପ୍ରସାଦ ତାଙ୍କ ପତ୍ନୀଙ୍କ ସହ ଭେଙ୍କଟଶ୍ୱର ସ୍ୱାମୀଙ୍କ ପାଇଁ ଏହି ଖଣ୍ଡାକୁ ଦାନ କରିଛନ୍ତି। ମନ୍ଦିରର ମୁଖ୍ୟ ପରିଚାଳକ ଏଭି ଧର୍ମା ରେଡ୍ଡୀ ମନ୍ଦିର ପକ୍ଷରୁ ଏହାକୁ ଗ୍ରହଣ କରିଛନ୍ତି।

ଏହି ସୁନା ତିଆରି ଖଣ୍ଡାଟିକୁ ତାମିଲନାଡୁର କୋଏମ୍ୱାଟୁର ଠାରେ ତିଆରି କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୧.୮ କୋଟି ଟଙ୍କା ବୋଲି ପ୍ରସାଦ କହିଛନ୍ତି। ଏହାପୂର୍ବରୁ ମଧ୍ୟ ଶ୍ରୀ ପ୍ରସାଦ ତିରୁପତି ମନ୍ଦିରକୁ କୋଟି କୋଟି ଟଙ୍କାର ସମ୍ପତ୍ତି ଦାନ କରିଥିବା ମନ୍ଦିରର ପରିଚାଳକ ଧର୍ମା ରେଡ୍ଡୀ କହିଛନ୍ତି।

ଜୁଲାଇ ୭ରେ ହାଇଦ୍ରାବାଦର ଆଉ ଜଣେ ବ୍ୟବସାୟୀ ଭି ଆନନ୍ଦ ପ୍ରସାଦ ମନ୍ଦିରକୁ ୧ କୋଟି ଟଙ୍କା ଦାନ କରିଥିଲେ। ଏହି ଟଙ୍କାକୁ ସେ ଭେଙ୍କଟଶ୍ୱର ଅନ୍ନ ପ୍ରସାଦନ ଟ୍ରଷ୍ଟକୁ ଦେଇଥିଲେ। ଏହି ଟ୍ରଷ୍ଟ ମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କୁ ମାଗଣାରେ ଖାଇବା ଦେଇଥାଏ। ତେଣୁ ଆନନ୍ଦ ଦେଇଥିବା ଅର୍ଥକୁ ସେହି ବାଟରେ ଖର୍ଚ୍ଚ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story