ଦେଶ ସହ ଗର୍ଦ୍ଦାର କରି ନୌସେନାର ୩ ଅଧିକାରୀ ଗିରଫ

ନୂଆଦିଲ୍ଲୀ: ଦେଶ ସହ ଗର୍ଦ୍ଦାର କରି ଶତ୍ରୁକୁ ତଥ୍ୟ ଦେଉଥିବା ୩ ଜଣ ନୌସେନା ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ କାର୍ଯ୍ୟରତ କମାଣ୍ଡର ରାଙ୍କ ଅଫିସର ମଧ୍ୟ ରହିଛନ୍ତି। ଅନ୍ୟ ଦୁଇ ଜଣ ଅବସର ନେଇ ସାରିଛନ୍ତି। ଏମାନେ ସମସ୍ତେ ଗୋଟିଏ ବୁଡ଼ାଜାହାଜ ଆଧୁନିକରଣ ପ୍ରକଳ୍ପର ତଥ୍ୟ ଲିକ୍‌ କରିଥିଲେ। ସିବିଆଇ ଯାଞ୍ଚ କରି ସମସ୍ତଙ୍କୁ ବାନ୍ଧିବାକୁ ସକ୍ଷମ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ନୌସେନାରେ କାମ କରୁଥିବା ଅଧିକାରୀ ଜଣଙ୍କ ସବୁ […]

CBI

CBI

Hemant Lenka
  • Published: Tuesday, 26 October 2021
  • Updated: 26 October 2021, 05:50 PM IST

Sports

Latest News

ନୂଆଦିଲ୍ଲୀ: ଦେଶ ସହ ଗର୍ଦ୍ଦାର କରି ଶତ୍ରୁକୁ ତଥ୍ୟ ଦେଉଥିବା ୩ ଜଣ ନୌସେନା ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ କାର୍ଯ୍ୟରତ କମାଣ୍ଡର ରାଙ୍କ ଅଫିସର ମଧ୍ୟ ରହିଛନ୍ତି। ଅନ୍ୟ ଦୁଇ ଜଣ ଅବସର ନେଇ ସାରିଛନ୍ତି। ଏମାନେ ସମସ୍ତେ ଗୋଟିଏ ବୁଡ଼ାଜାହାଜ ଆଧୁନିକରଣ ପ୍ରକଳ୍ପର ତଥ୍ୟ ଲିକ୍‌ କରିଥିଲେ। ସିବିଆଇ ଯାଞ୍ଚ କରି ସମସ୍ତଙ୍କୁ ବାନ୍ଧିବାକୁ ସକ୍ଷମ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ନୌସେନାରେ କାମ କରୁଥିବା ଅଧିକାରୀ ଜଣଙ୍କ ସବୁ ଗୁପ୍ତ ତଥ୍ୟକୁ ଦୁଇ ଅବସରପ୍ରାପ୍ତ ଅଧିକାରୀଙ୍କୁ ଦେଉଥିଲେ। ଏହାପରେ ଏହାକୁ ଶତ୍ରୁଙ୍କ ପକ୍ଷଙ୍କୁ ସେମାନେ ଦେଉଥିଲେ। ପ୍ରଥମେ ଗୁଇନ୍ଦା ବିଭାଗ ଏ ସମ୍ପର୍କରେ ସୂଚନା ପାଇଥିଲା। କିଛି ଦିନ ଧରି ଅବସରପ୍ରାପ୍ତ କର୍ମଚାରୀଙ୍କ ଉପରେ ନଜର ରଖିବା ପରେ ଗୁଇନ୍ଦା ବିଭାଗ ଦେଶ ସହ ଚାଲିଥିବା ଷଡ଼ଯନ୍ତ୍ର ବିଷୟରେ ଜାଣିବାକୁ ପାଇଥିଲା।

ଏହାପରେ ସିବିଆଇ ଉକ୍ତ ତଥ୍ୟକୁ ଆଧାର କରି ୩ ଜଣଙ୍କୁ ଗିରଫ କରିଛି। ଗିରଫ କାର୍ଯ୍ୟରତ ଅଧିକାରୀ ଜଣଙ୍କ ନୌସେନାର ମୁମ୍ବାଇ ଡିପୋରେ ପୋଷ୍ଟିଂ ହୋଇଥିଲେ। ତାଙ୍କୁ ସେହି ସ୍ଥାନରୁ ଗିରଫ କରାଯାଇଛି। ତେବେ ତଥ୍ୟର ଲିକ୍‌ ଦିଲ୍ଲୀରୁ କରାଯାଇଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ନୌସେନା ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ଜଣେ ଭାଇସ ଆଡମିରାଲଙ୍କ ନେତୃତ୍ୱରେ ତଦନ୍ତ କରାଯିବ। କ’ଣ ସବୁ ତଥ୍ୟ ଲିକ୍‌ କରାଯାଇଛି ସେ ବିଷୟରେ ଆଡମିରାଲ ଜଣଙ୍କ ତଦନ୍ତ କରିବେ। ସେହିପରି ଆଉ କେହି ଏପରି ଗୁପ୍ତ ତଥ୍ୟ ଲିକ୍‌ କରିବା ଘଟଣାରେ ସାମିଲ ଅଛନ୍ତି କି ନାହିଁ, ତା’ର ମଧ୍ୟ ଖୋଳତାଡ଼ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story