ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜେପି ଶିବିରରେ ସେଲିବ୍ରେସନ

ମୁମ୍ବାଇ: ଗାଦି ବଞ୍ଚାଇବା ପାଇଁ ବହୁ କସରତ କରି ବିଫଳ ହେବା ପରେ ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା  ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଗତକାଲି ଫ୍ଲୋର ଟେଷ୍ଟ ଉପରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଯେଉଁ କାଉଣ୍ଟର ଆବେଦନ କରାଯାଇଥିଲା ତାହା ଖାରଜ ହୋଇଯିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଓହରିଯାଛନ୍ତି।  ଫଳରେ ମହାରାଷ୍ଟ୍ରରେ ମହାମେଣ୍ଟ ମହାବିକାଶ ଅଘାଡ଼ି ସରକାରଙ୍କ ପତନ ଘଟିଛି। ଉଦ୍ଧବଙ୍କ ଇସ୍ତଫା ଦେବା ପରେ ବିଜେପି ଶିବିରରେ ସେଲିବ୍ରେସନ ମାହୋଲ ଦେଖିବାକୁ […]

fadnavis

fadnavis

Tapas Behera
  • Published: Thursday, 30 June 2022
  • Updated: 30 June 2022, 08:06 AM IST

Sports

Latest News

ମୁମ୍ବାଇ: ଗାଦି ବଞ୍ଚାଇବା ପାଇଁ ବହୁ କସରତ କରି ବିଫଳ ହେବା ପରେ ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା  ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଗତକାଲି ଫ୍ଲୋର ଟେଷ୍ଟ ଉପରେ ରୋକ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଯେଉଁ କାଉଣ୍ଟର ଆବେଦନ କରାଯାଇଥିଲା ତାହା ଖାରଜ ହୋଇଯିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଓହରିଯାଛନ୍ତି।  ଫଳରେ ମହାରାଷ୍ଟ୍ରରେ ମହାମେଣ୍ଟ ମହାବିକାଶ ଅଘାଡ଼ି ସରକାରଙ୍କ ପତନ ଘଟିଛି। ଉଦ୍ଧବଙ୍କ ଇସ୍ତଫା ଦେବା ପରେ ବିଜେପି ଶିବିରରେ ସେଲିବ୍ରେସନ ମାହୋଲ ଦେଖିବାକୁ ମିଳିଛି । ବିଜେପି  ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସପକ୍ଷରେ ସ୍ଲୋଗାନ ଦେବା ସହ ପରସ୍ପରକୁ ମିଠା ଖୁଆଇ ଉତ୍ସବ ମନାଇଛନ୍ତି।  ଆସନ୍ତା ୧ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫ଼ଡନାଭିସ ଶପଥ ନେବା ସମ୍ଭାବନା ରହିଛି ।  ଉଦ୍ଧବଙ୍କ ଇସ୍ତଫା ପରେ ଏକନାଥ ସିନ୍ଦେଙ୍କ ସହ ଫୋନରେ କଥା ହୋଇଛନ୍ତି ଫଡନାଭିସ।

ତେବେ ଏ ନେଇ ଆଜି ସେ ସବିଶେଷ ସୂଚନା ଦେବେ ବୋଲି କହିଛନ୍ତି । ସେହିପରି ବିଦ୍ରୋହୀ ଶିବସେନା ବିଧାୟକମାନେ ଗୋଆରୁ ଆଜି ମୁମ୍ବାଇ ଆସିବାର ଥିଲା । ତେବେ ଆଜି ମୁମ୍ବାଇ ନ ଆସିବାକୁ ସେମାନଙ୍କୁ ଅପିଲ୍ କରିଛନ୍ତି ମହାରାଷ୍ଟ୍ର ବିଜେପି ସଭାପତି । ଯେଉଁଦିନ ଶପଥ ଗ୍ରହଣ ସମାରୋହ ହେବ ସେଦିନ ଆସିବା ପାଇଁ ବିଧାୟକମାନଙ୍କୁ ମହାରାଷ୍ଟ୍ର ବିଜେପି ସଭାପତି ଅପିଲ୍ କରିଛନ୍ତି । ସେପଟେ ଶିବସେନା ବିଦ୍ରୋହୀ ବିଧାୟକମାନେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତଙ୍କ ସହ ଗୋଆରୁ ଆସି ରାଜଧାନୀ ପାଣାଜୀରେ ପହଞ୍ଚିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଗତକାଲି ରାତିରେ ଉଦ୍ଧବ ଇସ୍ତଫା ଦେଇଛନ୍ତି । ରାଜଭବନରେ ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟପାଳ ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ପଦ ସହ ବିଧାନ ପରିଷଦ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ଠାକରେ।

ଫ୍ଲୋର ଟେଷ୍ଟ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଫେସବୁକ୍ ଲାଇଭରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଥିଲେ ଠାକରେ  । ଯେଉଁଥିରେ ସେ ନିଜ ଇସ୍ତଫା କଥା ଘୋଷଣା କରିଥିଲେ । ପରେ ନିଜ ବାସଭବନରୁ କଡ଼ା ସୁରକ୍ଷା ଭିତରେ ରାଜଭବନ ଆସି ରାଜ୍ୟପାଳଙ୍କୁ ସେ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ଫେସବୁକ୍‌ ଲାଇଭରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ଦେଇ ଉଦ୍ଧବ କହିଛନ୍ତି, ତାଙ୍କ ପାଖରେ ଶିବସେନା ରହିଛି  । ସେ ଚାହାଁନ୍ତିନି କୌଣସି ଶିବସୈନିକଙ୍କ ରକ୍ତ ବହୁ ଏବଂ ଶିବସୈନିକ ରାସ୍ତାକୁ ଓହ୍ଲାନ୍ତୁ  । ଉଦ୍ଧବ କହିଛନ୍ତି, ତାଙ୍କ ସରକାରର ଭାଗ୍ୟ ଖରାପ  । ସିନ୍ଦେଙ୍କ ଭଳି ନେତାଙ୍କୁ ବିଶ୍ୱାସ କରି ସେ ସବୁଠୁ ବଡ ଭୁଲ୍ କରିଛନ୍ତି ।  ତେବେ ସେ ଆଦୌ ବିଚଳିତ କି ଭୟଭୀତ ନୁହଁନ୍ତି  । କିଛି ଭଲ କାମ କଲେ ତାଉପରେ ନଜର ଲାଗିଯାଏ ବୋଲି କହିଛନ୍ତି ଉଦ୍ଧବ।  ଏନସିପି ଓ କଂଗ୍ରେସ ଶେଷ ପର୍ଯ୍ୟନ୍ତ ତାଙ୍କ ହାତ ଛାଡିନଥିବାରୁ ସେ ଧନ୍ୟବାଦ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story