ଚିନ୍ତା ବଢ଼ାଇଲା ବ୍ଲାକ ପଙ୍ଗସ, ସଂକ୍ରାମକ ରୋଗ ଘୋଷଣା କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ମ୍ୟୁକ୍ରୋମାଇକୋସିସ ବା ବ୍ଲାକ ଫଙ୍ଗସ ଚିନ୍ତା ବଢ଼ାଇବାରେ ଲାଗିଛି। ଏହି କାରଣରୁ ବ୍ଲାକ ପଙ୍ଗସକୁ ସବୁ ରାଜ୍ୟ ସଂକ୍ରାମକ ରୋଗ ଭାବେ ଘୋଷଣା କରିବାକୁ ଆଜି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରମାନେ ଏହି ରୋଗକୁ ସଂକ୍ରାମକ ବ୍ୟାଧି ଆଇନ ଅଧୀନରେ ସାମିଲ କରିବେ। ଏହାର ଅର୍ଥ ସମସ୍ତ ବ୍ଲାକ ପଙ୍ଗସ ଓ ସନ୍ଦିଗ୍ଧ ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ସିଧାସଳଖ ରାଜ୍ୟ ସରକାରମାନେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ପଠାଇବେ। […]

Black-Fungus

Black-Fungus

Hemant Lenka
  • Published: Thursday, 20 May 2021
  • Updated: 20 May 2021, 02:37 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ମ୍ୟୁକ୍ରୋମାଇକୋସିସ ବା ବ୍ଲାକ ଫଙ୍ଗସ ଚିନ୍ତା ବଢ଼ାଇବାରେ ଲାଗିଛି। ଏହି କାରଣରୁ ବ୍ଲାକ ପଙ୍ଗସକୁ ସବୁ ରାଜ୍ୟ ସଂକ୍ରାମକ ରୋଗ ଭାବେ ଘୋଷଣା କରିବାକୁ ଆଜି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରମାନେ ଏହି ରୋଗକୁ ସଂକ୍ରାମକ ବ୍ୟାଧି ଆଇନ ଅଧୀନରେ ସାମିଲ କରିବେ। ଏହାର ଅର୍ଥ ସମସ୍ତ ବ୍ଲାକ ପଙ୍ଗସ ଓ ସନ୍ଦିଗ୍ଧ ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ସିଧାସଳଖ ରାଜ୍ୟ ସରକାରମାନେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ପଠାଇବେ। ଏହି ରୋଗ ସାଧାରଣତଃ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ଶରୀରରେ ଦେଖିବାକୁ ମିଳୁଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି କହିଛନ୍ତି, ସମସ୍ତ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ବ୍ଲାକ ଫଙ୍ଗସ ପାଇଁ ଜାରି ଗାଇଡଲାଇନ ଅନୁଯାୟୀ ସ୍କ୍ରିନିଂ, ଚିକିତ୍ସା ଓ ମ୍ୟାନଜେମେଣ୍ଟ କରିବେ। ବ୍ଲାକ ଫଙ୍ଗସ ସଂକ୍ରାନ୍ତ ସମସ୍ତ କେସ୍‌ ସିଧାସଳଖ କେନ୍ଦ୍ରକୁ ରିପୋର୍ଟ କରିବେ।

ମହାରାଷ୍ଟ୍ରରେ ବ୍ଲାକ ଫଙ୍ଗସରେ ୧୫ଶହ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୯୦ ଜଣଙ୍କ ମୃତ୍ୟୁ ଘଟିଲାଣି। ସେହିପରି ରାଜସ୍ଥାନ ଓ ତେଲେଙ୍ଗାନା ସରକାର ପୂର୍ବରୁ ହିଁ ବ୍ଲାକ ଫଙ୍ଗସକୁ ସଂକ୍ରାମକ ରୋଗ ତାଲିକାରେ ସାମିଲ କରି ସାରିଛନ୍ତି। ତାମିଲନାଡୁରେ ମାତ୍ର ୯ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିଲେ ହେଁ ରାଜ୍ୟ ସରକାର ଏହାକୁ ପବ୍ଲିକ ହେଲ୍ଥ ଆକ୍ଟରେ ସାମିଲ କରିସାରିଛନ୍ତି।

ବ୍ଲାକ ଫଙ୍ଗସ ନାକରୁ ଆରମ୍ଭ ହୋଇ ଆଖି ଓ ମସ୍ତିଷ୍କକୁ ବ୍ୟାପିଥାଏ। ବିଶେଷଜ୍ଞମାନଙ୍କ ମତରେ ଫଙ୍ଗସ୍ ନାକରେ ୨ରୁ ୩ ଦିନ ରହିଥାଏ। ଏହାପରେ ଏହା ଆଖି ଆଡ଼କୁ ଗତି କରିଥାଏ। ଏପରି ସ୍ଥିତିରେ ଯଦି ଆପଣଙ୍କ ନାକରୁ ରକ୍ତଶ୍ରାବ ହେଉଛି, ନାକରୁ କଳା ପାଣି ବାହାରୁଛି କିମ୍ବା ଦେଖିବାରେ ସାମାନ୍ୟ ସମସ୍ୟା ରହୁଛି, ତା’ହେଲେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।

ରୋଗ ମସ୍ତିଷ୍କକୁ ଚାଲି ଯିବା ଦ୍ୱାରା ମୃତ୍ୟୁର ଆଶଙ୍କା ବଢ଼ି ଯାଇଥାଏ। ଇଏନଟି ଡାକ୍ତରମାନେ ନାକର ଟେଷ୍ଟ ମାଧ୍ୟମରେ ରୋଗକୁ ଚିହ୍ନଟ କରନ୍ତି। ପ୍ରଥମେ ଆଣ୍ଟି-ଫଙ୍ଗଲ୍ ଇଞ୍ଜେକ୍ସନ୍ ଦିଅନ୍ତି। ଯଦି ସଂକ୍ରମଣ ଆଖିରେ ପହଞ୍ଚି ଯାଇଥାଏ, ତା’ହେଲେ ଏହାର ଅସ୍ତ୍ରୋପଚାର ଆବଶ୍ୟକ ପଡ଼େ। ସଂକ୍ରମଣ ଅତ୍ୟଧିକ ହୁଏ, ତେବେ ସମଗ୍ର ଆଖିକୁ ଶରୀରରୁ ବାହାର କରିବାକୁ ପଡ଼େ।

ସାଧାରଣତଃ ଏହା ମଧୁମେହ ରୋଗୀଙ୍କ ଠାରେ ଏହି ରୋଗ ଦେଖାଯାଉଥିଲା। ଏବେ କମ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ଶରୀରରେ ବ୍ଲାକ ଫଙ୍ଗସ ଦେଖିବାକୁ ମିଳୁଛି। ସେହିପରି ପୂର୍ବରୁ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ ଥିଲା। ହେଲେ ଏବେ କରୋନା ପାଇଁ ସୃଷ୍ଟି ହେଉଥିବା ସମସ୍ତ ସମସ୍ୟା ଯୋଗୁ ରୋଗ ଓ ରୋଗୀଙ୍କ ସଂଖ୍ୟା ବଢ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story