ରକ୍ତ ଚନ୍ଦନ କାଠ ରପ୍ତାନୀ ପାଇଁ ଓଡ଼ିଶାକୁ କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ: ଚନ୍ଦନ କାଠ ରପ୍ତାନୀ ପାଇଁ କେନ୍ଦ୍ର ସରକାର ଲଗାଇଥିବା ବ୍ୟାନ୍‌ ଓଡ଼ିଶା କ୍ଷେତ୍ରରେ କୋହଳ କରିଛନ୍ତି। କଟକଣା କୋହଳ କରି କେନ୍ଦ୍ର ସରକାର ଓଡ଼ିଶାକୁ ୮୧୦.୧୮୯୪ ମେଟ୍ରିକ ଟନ୍‌ ରକ୍ତ ଚନ୍ଦ କାଠ ଗରର ରପ୍ତାନୀ ପାଇଁ ଅନୁମତି ଦେଇଛନ୍ତି। ଓଡ଼ିଶାର ପାରଳାଖେମୁଣ୍ଡି ଜଙ୍ଗଲ ଡିଭିଜନରେ ବାତ୍ୟା ଯୋଗୁ ଅନେକ ରକ୍ତ ଚନ୍ଦନ ଗଛ ଭାଙ୍ଗି ପଡ଼ିଥିଲା। ରପ୍ତାନୀ ଉପରେ କଟକଣା ଲାଗି ଥିବାରୁ ଗଛ ଗୁଡ଼ିକୁ କଟା ଯାଇ ଗର ରୂପରେ ରଖାଯାଇଥିଲା। ତେଣୁ […]

Sand-wood

Sand-wood

Hemant Lenka
  • Published: Friday, 08 October 2021
  • Updated: 08 October 2021, 05:53 PM IST

Sports

Latest News

ନୂଆଦିଲ୍ଲୀ: ଚନ୍ଦନ କାଠ ରପ୍ତାନୀ ପାଇଁ କେନ୍ଦ୍ର ସରକାର ଲଗାଇଥିବା ବ୍ୟାନ୍‌ ଓଡ଼ିଶା କ୍ଷେତ୍ରରେ କୋହଳ କରିଛନ୍ତି। କଟକଣା କୋହଳ କରି କେନ୍ଦ୍ର ସରକାର ଓଡ଼ିଶାକୁ ୮୧୦.୧୮୯୪ ମେଟ୍ରିକ ଟନ୍‌ ରକ୍ତ ଚନ୍ଦ କାଠ ଗରର ରପ୍ତାନୀ ପାଇଁ ଅନୁମତି ଦେଇଛନ୍ତି। ଓଡ଼ିଶାର ପାରଳାଖେମୁଣ୍ଡି ଜଙ୍ଗଲ ଡିଭିଜନରେ ବାତ୍ୟା ଯୋଗୁ ଅନେକ ରକ୍ତ ଚନ୍ଦନ ଗଛ ଭାଙ୍ଗି ପଡ଼ିଥିଲା।

ରପ୍ତାନୀ ଉପରେ କଟକଣା ଲାଗି ଥିବାରୁ ଗଛ ଗୁଡ଼ିକୁ କଟା ଯାଇ ଗର ରୂପରେ ରଖାଯାଇଥିଲା। ତେଣୁ ଏବେ କେନ୍ଦ୍ର ସରକାର ଏଗୁଡ଼ିକର ରପ୍ତାନୀ ପାଇଁ ଅନୁମତି ଦେଇଛନ୍ତି। ଡିଜିଏଫଟି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ରକ୍ତ ଚନ୍ଦନ କାଠ ରପ୍ତାନୀ ପାଇଁ ଅନୁମତି ଦିଆଯାଇଛି। ତେବେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ୧୨ ମାସ ମଧ୍ୟରେ ରପ୍ତାନୀ କାମ ଶେଷ କରିବାକୁ ବ୍ୟବସ୍ଥା କରିବ।

୨୦୧୭ରେ ସରକାର ରକ୍ତ ଚନ୍ଦନ କାଠ ଆମଦାନୀ ଉପରେ ରୋକ ଲଗାଇଛନ୍ତି। ରକ୍ତ ଚନ୍ଦନ କାଠକୁ ରଖିବା ଓ ବିକ୍ରି କରିବା ବେଆଇନ। ରକ୍ତ ଚନ୍ଦନର ଚାହିଦା ବିଦେଶ ରାଷ୍ଟ୍ରରେ ଅଧିକ। ବିଶେଷ କରି ଚାଇନା ଓ ଜାପାନ ଲୋକ ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରିବାକୁ ଚାହାନ୍ତି।

ଚାଇନା, ଜାପାନ, ମିଆଁମାର ଓ ପୂର୍ବ ଏସିଆରେ ପାରମ୍ପରିକ ଔଷଧ ପାଇଁ ମଧ୍ୟ ଏହାକୁ ବ୍ୟହାର କରାଯାଏ। ରୟାଲାସୀମା ରିଜନର କାଡାପା, ଚିତ୍ତୋର ଓ କୁର୍ଣ୍ଣୋଲର ଯାଏ ବ୍ୟାପିଥିବା ସେଶାଛଲମ ପର୍ବତ ରେଞ୍ଜରେ ରକ୍ତ ଚନ୍ଦନ ଅଧିକ ମିଳିଥାଏ। ଆନ୍ଧ୍ର ପ୍ରଦେଶର ନେଲ୍ଲୋର ଜିଲ୍ଲାରେ ମଧ୍ୟ ରକ୍ତ ଚନ୍ଦନ ଗଛ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story