ଆଉ ରାଜ୍ୟଗୁଡ଼ିକୁ କରୋନା ଇଞ୍ଜେକସନ ରେମଡେସିଭିର ଦେବନି କେନ୍ଦ୍ର

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ହେଉଥିବା ରେମଡେସିଭିର ଇଞ୍ଜେକସନ ଯୋଗାଣ ବନ୍ଦ କରିବାରକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ବିଭିନ୍ନ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ରେମଡେସିଭିର ଇଞ୍ଜେକସନ ଯୋଗାଇ ଦେଉଥିଲେ। ହେଲେ ଆଜି ଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତରେ ଆଣ୍ଟି ଭାଇରାଲ ଡ୍ରଗ ରେମଡେସିଭିରର ଉତ୍ପାଦନ ଏବେ ୧୦ ଗୁଣ ବୃଦ୍ଧି ପାଇଛି। ଏପ୍ରିଲ ୧୧ରେ […]

Remdesivir

Remdesivir

Hemant Lenka
  • Published: Saturday, 29 May 2021
  • Updated: 29 May 2021, 08:29 PM IST

Sports

Latest News

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ହେଉଥିବା ରେମଡେସିଭିର ଇଞ୍ଜେକସନ ଯୋଗାଣ ବନ୍ଦ କରିବାରକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ବିଭିନ୍ନ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ରେମଡେସିଭିର ଇଞ୍ଜେକସନ ଯୋଗାଇ ଦେଉଥିଲେ। ହେଲେ ଆଜି ଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଭାରତରେ ଆଣ୍ଟି ଭାଇରାଲ ଡ୍ରଗ ରେମଡେସିଭିରର ଉତ୍ପାଦନ ଏବେ ୧୦ ଗୁଣ ବୃଦ୍ଧି ପାଇଛି। ଏପ୍ରିଲ ୧୧ରେ ଦୈନିକ ୩୩,୦୦୦ ଭିଆଲ୍ସ ଉତ୍ପାଦନ ହେଉଥିବା ବେଳେ ଏବେ ଏହା ୩.୫ ଲକ୍ଷରେ ପହଞ୍ଚି ଯାଇଛି। ଆବଶ୍ୟକ ତୁଳନାରେ ସପ୍ଲାଏ ଅଧିକ ଥିବାରୁ କେନ୍ଦ୍ର ସରକାର ଆଉ ରାଜ୍ୟଗୁଡ଼ିକୁ ଏହି ଇଞ୍ଜେକସନ ଯୋଗାଇବେ ନାହିଁ। ମାସକ ମଧ୍ୟରେ ରେମଡେସିଭିର ଇଞ୍ଜେକସନର ଉତ୍ପାଦନ ପ୍ଲାଣ୍ଟ ସଂଖ୍ୟା ୨୦ରୁ ୬୦କୁ ବୃଦ୍ଧି ପାଇଛି।

ନ୍ୟାଶନାଲ ଫାର୍ମାସ୍ୟୁଟିକାଲ୍ସ ପ୍ରାଇସିଂ ଏଜେନ୍ସି ଓ ସିଡିଏସ୍‌ସିଓକୁ ନିୟମିତ ରେମଡେସିଭିରର ଉପଲବ୍ଧତା ଉପରେ ନଜର ରଖିବାକୁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି।

ଶ୍ରୀ ମାଣ୍ଡଭିୟ ଟ୍ୱିଟ କରି କହିଛନ୍ତି, “ମୁଁ ସମସ୍ତଙ୍କୁ ଖୁସିର ସହ କହିବାକୁ ଚାହେଁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରେମଡେସିଭିରର ଉତ୍ପାଦନ ୧୦ ଗୁଣା ବୃଦ୍ଧି କରାଯାଇଛି। ୧୧ ଏପ୍ରିଲରେ ଏହି ଔଷଧର ଦୈନିକ ଉତ୍ପାଦନ ପରିମାଣ ୩୩,୦୦୦ ଭିଆଲ୍ସ ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୩,୫୦,୦୦୦ ଭିଆଲ୍ସରେ ପହଞ୍ଚି ଯାଇଛି।

ସରକାର ରେମଡେସିଭିରର ଉତ୍ପାଦନ ପ୍ଲାଣ୍ଟ ସଂଖ୍ୟା ୨୦ରୁ ୬୦କୁ ବୃଦ୍ଧି କରିଛନ୍ତି। ଏବେ ଦେଶରେ ପର୍ଯ୍ୟାପ୍ତ ପରିମାଣଯର ରେମଡେସିଭିର ରହିଛି। କାରଣ ଚାହିଦା ତୁଳନାରେ ଯୋଗାଣ ବହୁଗୁଣା ଅଧିକ ରହିଛି। ତେଣୁ ଆମେ ରାଜ୍ୟଗୁଡ଼ିକୁ ଏହାର ଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଉଛୁ।

କିନ୍ତୁ ମୁଁ ନ୍ୟାଶନାଲ ଫାର୍ମାସ୍ୟୁଟିକାଲ୍ସ ପ୍ରାଇସିଂ ଏଜେନ୍ସି ଓ ସିଡିଏସ୍‌ସିଓକୁ ଦେଶର ରେମଡେସିଭିର ଉପଲବ୍ଧତା ଉପରେ ନିୟମିତ ନଜର ରଖିବାକୁ କହିଛି। ଭାରତ ସରକାର ଜରୁରୀ କାଳୀନ ଆବଶ୍ୟକତା ପାଇଁ ରଣନୀତିକ ଭଣ୍ଡାର ନମନ୍ତେ ୫୦ ଲକ୍ଷ ରେମଡେସିଭିର ଭିଆଲ୍ସ କିଣିବାକୁ ଯୋଜନ କରିଛନ୍ତି।”

ଗତ ମାସରେ ଭାରତ ସରକାର ଦେଶରେ ସଂକ୍ରମଣକୁ ଦୃଷ୍ଟିରେ ରଖି ରେମଡେସିଭିରର ରପ୍ତାନୀ ଉପରେ ରୋକ ଲଗାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story