କେନ୍ଦ୍ରକୁ ୨୬ ତାରିଖ ଯାଏ ମହଲତ ଦେଲେ ଚାଷୀ, ନହେଲେ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦୀର୍ଘ ୧୧ ମାସ ହେଲା ଆନ୍ଦୋଳନ କରୁଥିବା ଚାଷୀମାନେ କେନ୍ଦ୍ର ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଆସନ୍ତା ନଭେମ୍ବର ୨୬ ସୁଦ୍ଧା ଯଦି କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର ନ କରିବେ, ତା’ହେଲେ ଦିଲ୍ଲୀ ସୀମାନ୍ତରେ ଚାଷୀମାନେ ନିଜର ଆଭିମୁଖ୍ୟ ଓ ଆନ୍ଦୋଳନକୁ ଆହୁରି କଡ଼ା କରିବେ ବୋଲି କହିଛନ୍ତି। ଏ ସମ୍ପର୍କରେ ଚାଷୀ ନେତା ରାକେଶ ଟିକାୟତ ସୂଚନା ଦେଇଛନ୍ତି। ୨୦୨୦ ନଭେମ୍ବର ୨୬ରୁ ଶତାଧିକ ଚାଷୀ କୃଷି […]

Farmer

Farmer

Hemant Lenka
  • Published: Monday, 01 November 2021
  • Updated: 01 November 2021, 03:53 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦୀର୍ଘ ୧୧ ମାସ ହେଲା ଆନ୍ଦୋଳନ କରୁଥିବା ଚାଷୀମାନେ କେନ୍ଦ୍ର ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଆସନ୍ତା ନଭେମ୍ବର ୨୬ ସୁଦ୍ଧା ଯଦି କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର ନ କରିବେ, ତା’ହେଲେ ଦିଲ୍ଲୀ ସୀମାନ୍ତରେ ଚାଷୀମାନେ ନିଜର ଆଭିମୁଖ୍ୟ ଓ ଆନ୍ଦୋଳନକୁ ଆହୁରି କଡ଼ା କରିବେ ବୋଲି କହିଛନ୍ତି।

ଏ ସମ୍ପର୍କରେ ଚାଷୀ ନେତା ରାକେଶ ଟିକାୟତ ସୂଚନା ଦେଇଛନ୍ତି। ୨୦୨୦ ନଭେମ୍ବର ୨୬ରୁ ଶତାଧିକ ଚାଷୀ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି। ଏହାକୁ ୨୦୨୧ ନଭେମ୍ବର ୨୬ରେ ବର୍ଷେ ପୂରିବାକୁ ଯାଉଥିବା ବେଳେ କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର କରୁ ନାହାନ୍ତି। ଫଳରେ ଆଜି ରାକେଶ ଟିକାୟତ ସରକାରଙ୍କ ପାଇଁ ନଭେମ୍ବର ୨୬ ଯାଏ ସମୟସୀମା ଧାର୍ଯ୍ୟ କରିଛନ୍ତି।

ସେ ଟ୍ୱିଟି କରି କହିଛନ୍ତି, “କେନ୍ଦ୍ର ସରକାରଙ୍କ ପାଖରେ ନଭେମ୍ବର ୨୬ ଯାଏ ସମୟ ରହିଛି। ଯଦି ଏହା ଭିତରେ ସମସ୍ୟାର ସମାଧାନ ନ ହେଲା, ତା’ହେଲେ ନଭେମ୍ବର ୨୭ରୁ ଚାଷୀମାନେ ସେମାନଙ୍କ ଗାଁରୁ ଟ୍ରାକ୍ଟର ଧରି ସୀମାନ୍ତରେ ପହଞ୍ଚିବେ। ଆନ୍ଦୋଳନକୁ ସମସ୍ତେ ମିଳିବ ଭାବେ ଅଧିକ ସଶକ୍ତ ଓ ଜୋରଦାର କରିବେ।”

ଦୁଇ ଦିନ ମଧ୍ୟରେ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦ୍ୱିତୀୟ ଥର ପାଇଁ ଚାଷୀଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଧମକ ଦିଆଯାଇଛି। ରବିବାର ରାକେଶ ଟିକାୟତ କହିଥିଲେ ଯେ ଯଦି ଚାଷୀମାନଙ୍କୁ ଆନ୍ଦୋଳନ ସ୍ଥଳରୁ ଜୋର ଜବରଦସ୍ତି ହଟାଇବାକୁ ଚେଷ୍ଟା କରାଯାଏ, ତା’ହେଲେ ଏହାର ପରିଣାମ ଭୋଗିବାକୁ ପଡ଼ିବ।

ଚାଷୀମାନେ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ସବୁ ସରକାର ଅଫିସକୁ ଧାନ ମଣ୍ଡିରେ ପରିଣତ କରିଦେବେ। ଆନ୍ଦୋଳନ ସ୍ଥଳରେ ପ୍ରଶାସନ ଚାଷୀଙ୍କ ଟେଣ୍ଟ କାଢ଼ି ଦେବାକୁ ଚେଷ୍ଟା କରୁଛି। ଏ ସମ୍ପର୍କରେ ଖବର ବି ମିଳିଛି। ଯଦି ସେମାନେ ଏପରି କରନ୍ତି, ତା’ହେଲେ ଚାଷୀମାନେ ସେମାନଙ୍କ ଟେଣ୍ଟ ସମସ୍ତ ପୁଲିସ୍‌ ଷ୍ଟେସନ ଓ ଡିଏମ ଅଫିସରେ ଲଗାଇବେ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, କୃଷି ଆଇନ ପ୍ରତ୍ୟାହାର ଓ ଏମଏସ୍‌ପିର ଆଇନଗତ ମାନ୍ୟତା ପାଇଁ ଶତାଧିକ ଚାଷୀ ୨୦୨୦ ନଭେମ୍ବର ୨୬ରୁ ଦିଲ୍ଲୀର ସିଙ୍ଘୁ, ଟିକରି ଓ ଗାଜିପୁର ସୀମାନ୍ତରେ ଆନ୍ଦୋଳନ କରୁଛନ୍ତି। ଚାଷୀମାନେ କୃଷି ଆଇନକୁ ବିରୋଧ କରୁଥିବା ବେଳେ ଏହା ସେମାନଙ୍କୁ ଲାଭ ଦେବ ବୋଲି ସରକାର ଯୁକ୍ତି ରଖୁଛନ୍ତି। ଆନ୍ଦୋଳନରତ ଚାଷୀଙ୍କୁ ବୁଝାଇବା ପାଇଁ କେନ୍ଦ୍ର ସରକାର ଏକାଧିକ ରାଉଣ୍ଡ ବୈଠକ କରିଥିଲେ ହେଁ ଏଯାଏ କୌଣସି ସୁଫଳ ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story