ବଢ଼ୁଛି କରୋନା ସଂକ୍ରମଣ: ଓଡ଼ିଶା ସହ ୮ ରାଜ୍ୟକୁ କେନ୍ଦ୍ରର ସ୍ୱତନ୍ତ୍ର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଯେତିକି ଆଗକୁ ଯାଉଛି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ସେତିକି ବୃଦ୍ଧି ପାଉଛି। ଯେଉଁ ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି, ସେଠାରେ ଟ୍ରପିଲ ଟି-ଟେଷ୍ଟ, ଟ୍ରାକ ଓ ଟ୍ରିଟମେଣ୍ଟ ଉପରେ ଅଧିକ ଧ୍ୟାନ ଦେବାକୁ ଆଜି କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ଓଡ଼ିଶା ମଧ୍ୟ ରହିଛି। କେନ୍ଦ୍ର ସରକାର ଓଡ଼ିଶା ସମେତ ହରିଆଣା, ଆନ୍ଧ୍ର ପ୍ରଦେଶ, ଗୋଆ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ […]

corona

corona

Hemant Lenka
  • Published: Saturday, 06 March 2021
  • Updated: 08 March 2021, 05:07 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଯେତିକି ଆଗକୁ ଯାଉଛି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ସେତିକି ବୃଦ୍ଧି ପାଉଛି। ଯେଉଁ ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଛି, ସେଠାରେ ଟ୍ରପିଲ ଟି-ଟେଷ୍ଟ, ଟ୍ରାକ ଓ ଟ୍ରିଟମେଣ୍ଟ ଉପରେ ଅଧିକ ଧ୍ୟାନ ଦେବାକୁ ଆଜି କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଏଥିରେ ଓଡ଼ିଶା ମଧ୍ୟ ରହିଛି। କେନ୍ଦ୍ର ସରକାର ଓଡ଼ିଶା ସମେତ ହରିଆଣା, ଆନ୍ଧ୍ର ପ୍ରଦେଶ, ଗୋଆ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ ଓ ଦିଲ୍ଲୀ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶ ଦେଇ ସରକାର ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିବା ସହ କଣ୍ଟାକ୍ଟ ଟ୍ରେସିଂ ଓ କରୋନା ଦ୍ୱାରା ପ୍ରଭାବିତ ହେଉଥିବା ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରିବାକୁ କହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ଏହି ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୬୩ଟି ଜିଲ୍ଲାର ସ୍ଥିତି ଚିନ୍ତା ବଢ଼ାଇଛି। କାରଣ ଏହି ଜିଲ୍ଲା ଗୁଡ଼ିକରେ ଟେଷ୍ଟଂ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଉଛି। ଏହି ସବୁ ସ୍ଥାନରେ ଦିନକୁ ଦିନ ଆରଟି-ପିସିଆର ଟେଷ୍ଟ ସଂଖ୍ୟା କମୁଛି, ସାପ୍ତାହିକ ପଜିଟିଭ ରେଟ ବଢ଼ୁଛି ଓ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂକୁ ଠିକ ଭାବେ କରାଯାଉ ନାହିଁ। ଫଳରେ ଏଠାରୁ ସଂକ୍ରମଣ ପଡ଼ୋଶୀ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ବ୍ୟାପିବାର ଆଶଙ୍କା ସୃଷ୍ଟି କରିଛି।

ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ତାଲିକାରେ ଦିଲ୍ଲୀର ୯ଟି, ହରିଆଣାର ୧୫, ଆନ୍ଧ୍ର ପ୍ରଦେଶରେ ୧୦, ଓଡ଼ିଶାରେ ୧୦, ହିମାଚଳ ପ୍ରଦେଶରେ ୯, ଉତ୍ତରାଖଣ୍ଡରେ ୯, ଗୋଆର ୨ ଓ ଚଣ୍ଡିଗଡ଼ର ୧ଟି ଜିଲ୍ଲା ରହିଛି। ସରକାର ଆହୁରି କହିଛନ୍ତି, କରୋନାରେ ଆକ୍ରାନ୍ତ ହେଉଥିବା ଜଣେ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ବେଳେ ଅତି କମ୍‌ରେ ୨୦ ଜଣଙ୍କୁ ଚିହ୍ନଟ କରାଯାଉ। ସେହିପରି ସୁପର ସ୍ପ୍ରେଡରଙ୍କ ଉପରେ ନଜର ରଖିବାକୁ ମଧ୍ୟ ଏହି ୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଧ୍ୟାନ ଦେବା ଉଚିତ।

ସମ୍ବେଦନଶୀଳ ଜିଲ୍ଲା ଗୁଡ଼ିକରେ ଘରୋଇ ହସ୍ପିଟାଲଗୁଡ଼ିକ ସହ ମିଶି ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରାଯାଉ। ଟିକାକରଣ କାର୍ଯ୍ୟକ୍ରମକୁ ଅତିକମରେ ଲଗାତର ୧୫ ଦିନ ଓ ସର୍ବାଧିକ ୨୮ ଦିନ ଯାଏ ଆୟୋଜନ କରାଯାଉ ବୋଲି ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ପଞ୍ଜାବ ଓ ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ଟିମ ଏହି ଦୁଇ ରାଜ୍ୟକୁ ଗସ୍ତ କରିଛନ୍ତି। କୋଭିଡ ସର୍ଭେଲାନ୍ସ, କଣ୍ଟ୍ରୋଲ ଓ କଣ୍ଟେନମେଣ୍ଟ ଉପରେ କାର୍ଯ୍ୟ କରୁଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ମିଶି ଏହି କେନ୍ଦ୍ରୀୟ ଟିମ୍‌ କାର୍ଯ୍ୟ କରିବ। କ’ଣ ପାଇଁ ଏହି ଦୁଇ ରାଜ୍ୟରେ ସଂକ୍ରମଣ ବଢ଼ୁଛି , ତା’ର କାରଣ ମଧ୍ୟ ଟିମ୍ ଖୋଜି ବାହାର କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story