କେତେ ଟଙ୍କା ଆୟ କରୁଥିଲେ ଆର୍ଥିକ ପଛୁଆ ବର୍ଗରେ ସଂରକ୍ଷଣ ମିଳିବ? ପୁଣି ବିଚାର କରିବ କେନ୍ଦ୍ର

ନୂଆଦିଲ୍ଲୀ: ଆର୍ଥିକ ସ୍ତରରେ ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ମେଡିକାଲ ପାଠ୍ୟକମ୍ରରେ ସଂରକ୍ଷଣ ଦେବାକୁ ହୋଇଥିବା ସର୍ତ୍ତ ଉପରେ ପୁଣି ବଚାର କରିବ କେନ୍ଦ୍ର। ଆଜି ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର ଅବଗତ କରାଇଛନ୍ତି। ସର୍ବଭାରତୀୟ କୋଟାରେ ଆର୍ଥିକ ପଛୁଆ ବର୍ଗର ସଂରକ୍ଷଣ ଲାଗୁ ହେବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏହି ଆବେଦର ଶୁଣାଣି ବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ସର୍ତ୍ତର ପୁନଃ ବିଚାର କରାଯିବ ବୋଲି କହିଛନ୍ତି। ବର୍ତ୍ତମାନ […]

SC

SC

Hemant Lenka
  • Published: Thursday, 25 November 2021
  • Updated: 25 November 2021, 05:40 PM IST

Sports

Latest News

ନୂଆଦିଲ୍ଲୀ: ଆର୍ଥିକ ସ୍ତରରେ ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ମେଡିକାଲ ପାଠ୍ୟକମ୍ରରେ ସଂରକ୍ଷଣ ଦେବାକୁ ହୋଇଥିବା ସର୍ତ୍ତ ଉପରେ ପୁଣି ବଚାର କରିବ କେନ୍ଦ୍ର। ଆଜି ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର ଅବଗତ କରାଇଛନ୍ତି। ସର୍ବଭାରତୀୟ କୋଟାରେ ଆର୍ଥିକ ପଛୁଆ ବର୍ଗର ସଂରକ୍ଷଣ ଲାଗୁ ହେବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି।

ଏହି ଆବେଦର ଶୁଣାଣି ବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ସର୍ତ୍ତର ପୁନଃ ବିଚାର କରାଯିବ ବୋଲି କହିଛନ୍ତି। ବର୍ତ୍ତମାନ ଯେଉଁମାନଙ୍କର ବାର୍ଷିକ ଆୟ ୮ ଲକ୍ଷରୁ କମ ସେମାନଙ୍କୁ ଆର୍ଥିକ ପଛୁଆ ବର୍ଗରରେ ରଖାଯାଉଛି। ଏହା ଉପରେ ପୁଣି ବିଚାର କରିବାକୁ କେନ୍ଦ୍ର ୪ ସପ୍ତାହ ସମୟ ମାଗିଛି। ସେ ପର୍ଯ୍ୟାନ୍ତ ନିଟ୍‌ର ସର୍ବଭାରତୀୟ କୋର୍ଟରେ କୌଣସି କାଉନସିଲିଂ ହେବନାହିଁ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି।

ସୁପ୍ରିମକୋର୍ଟ ଏହା ଶୁଣିବା ପରେ କେନ୍ଦ୍ର ସରକାରଙ୍କୁ ମାସେ ସମୟ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୬ରେ ହେବ। ସୁପ୍ରିମକୋର୍ଟ ୨୧ ଅକ୍ଟୋବର ଶୁଣାଣି ବେଳେ କେନ୍ଦ୍ରର ସଂରକ୍ଷଣ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ। କେଉଁ ଆଧାରରେ କେନ୍ଦ୍ର ସରକାର ଆର୍ଥିକ ପଛୁଆ ବର୍ଗରେ ସଂରକ୍ଷଣ ପାଇବାକୁ ଥିବା ପରିବାରର ବାର୍ଷିକ ଆୟ ୮ ଲକ୍ଷ ଟଙ୍କା ଧାର୍ଯ୍ୟ କରିଛନ୍ତି ବୋଲି ପଚାରିଥିଲେ। ଏହାପରେ ଆଜି କେନ୍ଦ୍ର ସରକାର ଏହା ଉପରେ ପୁନଃ ବିଚାର କରାଯିବ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story