ସରକାର ବଡ଼ ପଦକ୍ଷେପ: ଟିକା ଓ ଅକ୍ସିଜେନ ଉପରୁ ସୀମା ଶୁଳ୍କ ହଟିଲା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ଅକ୍ସିଜେନ, କରୋନା ଟିକା, ସମସ୍ତ ପ୍ରକାରର ଭେଣ୍ଟିଲେଟର, ଅକ୍ସିଜେନ ଉତ୍ପାଦନ କରିପାରୁ ଥିବା ସମସ୍ତ ସାମଗ୍ରୀ ଓ ଅକ୍ସିଜେନ ସହ ସଂଶ୍ଲିଷ୍ଟ କୌଣସି ମେଡିକାଲ ସାମଗ୍ରୀ ଉପରେ ମୂଳ ସୀମା ଶୁଳ୍କ ଲାଗୁ ହେବନାହିଁ। ଏଗୁଡ଼ିକୁ ଅନାୟସରେ ଭାରତକୁ ଆସିବ ଓ ରୋଗୀଙ୍କ ଚିକତ୍ସାରେ ବ୍ୟବହୃତ ହୋଇପାରିବ। ଏହି ସୀମା ଶୁଳ୍କ ପ୍ରତ୍ୟାହାର ନିଷ୍ପତ୍ତି […]

Oxygen1

Oxygen1

Hemant Lenka
  • Published: Saturday, 24 April 2021
  • Updated: 24 April 2021, 04:09 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ଅକ୍ସିଜେନ, କରୋନା ଟିକା, ସମସ୍ତ ପ୍ରକାରର ଭେଣ୍ଟିଲେଟର, ଅକ୍ସିଜେନ ଉତ୍ପାଦନ କରିପାରୁ ଥିବା ସମସ୍ତ ସାମଗ୍ରୀ ଓ ଅକ୍ସିଜେନ ସହ ସଂଶ୍ଲିଷ୍ଟ କୌଣସି ମେଡିକାଲ ସାମଗ୍ରୀ ଉପରେ ମୂଳ ସୀମା ଶୁଳ୍କ ଲାଗୁ ହେବନାହିଁ। ଏଗୁଡ଼ିକୁ ଅନାୟସରେ ଭାରତକୁ ଆସିବ ଓ ରୋଗୀଙ୍କ ଚିକତ୍ସାରେ ବ୍ୟବହୃତ ହୋଇପାରିବ। ଏହି ସୀମା ଶୁଳ୍କ ପ୍ରତ୍ୟାହାର ନିଷ୍ପତ୍ତି ୩ ମାସ ଯାଏ ବଳବତ୍ତର ରହିବ ବୋଲି କେନ୍ଦ୍ର ସରକାର କହିଛନ୍ତି।

ଦେଶର ବିଭିନ୍ନ ପ୍ରାନ୍ତରେ ଅକ୍ସିଜେନ ସଙ୍କଟ ଦେଖାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ହିଁ ଜରୁରୀ ମେଡିକାଲ ସାମଗ୍ରୀ ଉପରେ ସୀମା ଶୁଳ୍କ ଲାଗୁ ନ କରିବାକୁ ନିଷ୍ପତ୍ତି ହୋଇଛି।

ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ହସ୍ପିଟାଲ ଓ ଘରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ତୁରନ୍ତ ଅକ୍ସିଜେନ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ରୋଗୀମାନେ କେମିତି ସହଜରେ ଆବଶ୍ୟକ ଅନୁଯାୟୀ ଟିକା, ଅମ୍ଳଜାନ ଓ ଅନ୍ୟାନ୍ୟ ଜୁରରୀ ମେଡିକାଲ ଇକ୍ୟୁପମେଣ୍ଟ ପାଇପାରିବେ, ତା’ର ବ୍ୟବସ୍ଥା କରିବାକୁ ସେ କହିଥିଲେ।

ଅକ୍ସିଜେନ ଓ ମେଡିକାଲ ସାମଗ୍ରୀର ଉତ୍ପାଦନ ବୃଦ୍ଧି କରିବା ପାଇଁ ସମସ୍ତ ମନ୍ତ୍ରଣାଳୟ ଓ ବିଭାଗ ଏକାଠି କାମ କରିବେକୁ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ। ଦେଶରେ ଅକ୍ସିଜେନ ଓ ଅନ୍ୟାନ୍ୟ ସାମଗ୍ରୀର ଚାହିଦା ବଢ଼ୁଥିବାରୁ ଶେଷରେ ସୀମା ଶୁଳ୍କକୁ ପ୍ରତ୍ୟାହାର କରାଯାଇଛି। ଜରୁରୀ ସାମଗ୍ରୀଗୁଡ଼ିକର କଷ୍ଟମ କ୍ଲିୟରାନ୍ସ ତୁରନ୍ତ ଶେଷ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ରାଜସ୍ୱ ବିଭାଗକୁ କହିଥିବା ଏହି ବିବୃତିରେ କୁହାଯାଇଛି।

ଅନ୍ୟପକ୍ଷରେ ଦେଶର ଅକ୍ସିଜେନ ଚାହିଦା ପୂରଣ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଜର୍ମାନୀରୁ ୨୩ଟି ମୋବାଇଲ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ଆଣିବ ବୋଲି ମଧ୍ୟ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story