ଗାଡ଼ିର ବେଗ ବୃଦ୍ଧି କରିବାକୁ କେନ୍ଦ୍ର ଦେଇଥିବା ନିର୍ଦ୍ଦେଶ କାଟ ଖାଇଲା

ଚେନ୍ନାଇ: ଜାତୀୟ ରାଜପଥରେ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକର ଘଣ୍ଟାପ୍ରତି ବେଗ ୧୨୦ କିମିକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଯେଉଁ ନିର୍ଦ୍ଦେଶନାମା ଜାରି କରିଥିଲେ, ତାହା ଆଜି କାଟ ଖାଇ ଯାଇଛି। ମାଡ୍ରାସ ହାଇକୋର୍ଟ ଆଜି କେନ୍ଦ୍ରର ବେଗ ବୃଦ୍ଧି ନିଷ୍ପତ୍ତିକୁ ବାତିଲ କରି ଦେଇଛନ୍ତି। ୨୦୧୮ ଏପ୍ରିଲ ୬ରେ କେନ୍ଦ୍ର ସରକାର ଗୋଟିଏ ବିଜ୍ଞପ୍ତି ପ୍ରକାଶ କରି ଗାଡ଼ିର ବେଗ ବୃଦ୍ଧି କରିବାକୁ କହିଥିଲେ। କିନ୍ତୁ ଆଜି ଜଷ୍ଟିସ ଏନ୍‌ କିରୁବାକରଣ ଓ ଜଷ୍ଟିସ ଟିଭି […]

car

car

Hemant Lenka
  • Published: Tuesday, 14 September 2021
  • Updated: 14 September 2021, 10:12 PM IST

Sports

Latest News

ଚେନ୍ନାଇ: ଜାତୀୟ ରାଜପଥରେ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକର ଘଣ୍ଟାପ୍ରତି ବେଗ ୧୨୦ କିମିକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଯେଉଁ ନିର୍ଦ୍ଦେଶନାମା ଜାରି କରିଥିଲେ, ତାହା ଆଜି କାଟ ଖାଇ ଯାଇଛି। ମାଡ୍ରାସ ହାଇକୋର୍ଟ ଆଜି କେନ୍ଦ୍ରର ବେଗ ବୃଦ୍ଧି ନିଷ୍ପତ୍ତିକୁ ବାତିଲ କରି ଦେଇଛନ୍ତି।

୨୦୧୮ ଏପ୍ରିଲ ୬ରେ କେନ୍ଦ୍ର ସରକାର ଗୋଟିଏ ବିଜ୍ଞପ୍ତି ପ୍ରକାଶ କରି ଗାଡ଼ିର ବେଗ ବୃଦ୍ଧି କରିବାକୁ କହିଥିଲେ। କିନ୍ତୁ ଆଜି ଜଷ୍ଟିସ ଏନ୍‌ କିରୁବାକରଣ ଓ ଜଷ୍ଟିସ ଟିଭି ଥାମିଲସେଲଭିଙ୍କ ଡିଭିଜନାଲ ବେଞ୍ଚ ଏହାକୁ ରଦ୍ଦ କରିଛନ୍ତି। କୋର୍ଟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବେଗ ହ୍ରାସ ସଂକ୍ରାନ୍ତ ନୋଟିଫିକେସନ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରେ ବେଗ ବୃଦ୍ଧି ସଂକ୍ରାନ୍ତ ଆଗତ ମୂଳ ମାମାଲର ଶୁଣାଣି କରି କୋର୍ଟ ଅନ୍ତରୀଣ ରାୟ ଦେଇଥିଲେ। ଏହି ସମୟରେ ଆବେଦନକାରୀ ଦାନ୍ତ ଡାକ୍ତରଙ୍କୁ କ୍ଷତିପୂରଣ ବାବଦରେ ୧୮.୪୩ ଲକ୍ଷ ବଦଳରେ ୧.୫୦ କୋଟି ଟଙ୍କା ଦେବାକୁ କହିଥିଲେ।

୨୦୧୩ ଏପ୍ରିଲରେ ସେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ସେ ୯୦% ଦିବ୍ୟାଙ୍ଗ ହୋଇଯାଇଛନ୍ତି। ଏହି ସମୟରେ କୋର୍ଟ କେନ୍ଦ୍ର ସରକାର ଗାଡ଼ିର ବେଗ ୧୨୦ କିମି ବୃଦ୍ଧି କରିବାକୁ ଜାରି କରିଥିବା ନିର୍ଦ୍ଦେଶନାମା ଉପରେ ପୁଣିଥରେ ବିଚାର କରିବାକୁ କହିଥିଲେ।

ଅଗଷ୍ଟ ମାସରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। ଏହି ସମୟରେ କେନ୍ଦ୍ର ସରକାର ଗାଡ଼ିର ବେଗ ବୃଦ୍ଧି ନିଷ୍ପତ୍ତିକୁ ଠିକ ବୋଲି ଦର୍ଶାଇଥିଲେ। ହେଲେ ଆଜି କୋର୍ଟ ଉକ୍ତ ନିର୍ଦ୍ଦେଶନାମାକୁ ରଦ୍ଦ କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story