ବଦଳିବ ଚଣ୍ଡିଗଡ଼ ଏୟାରପୋର୍ଟର ନାଁ, ଭଗତ ସିଂହ ବିମାନବନ୍ଦର ହେବ

ଚଣ୍ଡିଗଡ଼: ପଞ୍ଜାବ ଓ ହରିଆଣା ସରକାର ଆଜି ଗୋଟିଏ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚଣ୍ଡିଗଡ଼ ଅନ୍ତର୍ଜାତୀୟ ଏୟାରପୋର୍ଟର ନାଁ ବଦଳାଇବାକୁ ଉଭୟ ରାଜ୍ୟର ସରକାର ସହମତି ହୋଇଛନ୍ତି। ଏହି ବିମାନବନ୍ଦରର ନାଁ ଏଣିକି ସହିଦ ଭଗତ ସିଂହଙ୍କ ନାମ ଅନୁସାରେ ନାମିତ କରାଯିବ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ ଓ ହରିଆଣାର ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲାଙ୍କ ମଧ୍ୟରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ହିଁ ଉଭୟ ରାଜ୍ୟ ଚଣ୍ଡିଗଡ଼ ଅନ୍ତର୍ଜାତୀୟ […]

Punjab

Punjab

Hemant Lenka
  • Published: Saturday, 20 August 2022
  • Updated: 20 August 2022, 09:21 PM IST

Sports

Latest News

ଚଣ୍ଡିଗଡ଼: ପଞ୍ଜାବ ଓ ହରିଆଣା ସରକାର ଆଜି ଗୋଟିଏ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚଣ୍ଡିଗଡ଼ ଅନ୍ତର୍ଜାତୀୟ ଏୟାରପୋର୍ଟର ନାଁ ବଦଳାଇବାକୁ ଉଭୟ ରାଜ୍ୟର ସରକାର ସହମତି ହୋଇଛନ୍ତି। ଏହି ବିମାନବନ୍ଦରର ନାଁ ଏଣିକି ସହିଦ ଭଗତ ସିଂହଙ୍କ ନାମ ଅନୁସାରେ ନାମିତ କରାଯିବ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ ଓ ହରିଆଣାର ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲାଙ୍କ ମଧ୍ୟରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ହିଁ ଉଭୟ ରାଜ୍ୟ ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନବନ୍ଦରର ନାଁ ବଦଳାଇବାକୁ ଏକମତ ହୋଇଛନ୍ତି।

ବୈଠକ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ ଟ୍ୱିଟ କରି କହିଛନ୍ତି, “ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନ ବନ୍ଦରର ନାଁ ସହିଦ ଭଗତ ସିଂହଙ୍କ ନାମ ଅନୁସାରେ ରଖାଯିବ। ଏନେଇ ପଞ୍ଜାବ ଓ ହରିଆଣା ମଧ୍ୟରେ ସହମତି ହୋଇଛି। ଆଜି ଏହି ପ୍ରସଙ୍ଗରେ ହରିଆଣା ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲାଙ୍କ ସହ ଗୋଟିଏ ବୈଠକ କରିଥିଲି।” ଶ୍ରୀ ମାନ ବୈଠକ ବେଳର କିଛି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

ଏହାପୂର୍ବରୁ ୨୦୧୬ରେ ହରିଆଣା ବିଧାନସଭାରେ ଗୋଟିଏ ସଂକଳ୍ପ ପାରିତ ହୋଇଥିଲେ। ଏଥିରେ ଚଣ୍ଡିଗଡ଼ ଏୟାରପୋର୍ଟର ନାଁ ଭଗତ ସିଂହଙ୍କ ନାମ ଅନୁସାରେ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା।

ସେହିପରି ପଞ୍ଜାବ ସରକାର ମାର୍ଚ୍ଚ ୨୩କୁ ରାଜ୍ୟର ଛୁଟି ଦିବସ ଭାବେ ଘୋଷଣା କରି ସାରିଛନ୍ତି। ମାର୍ଚ୍ଚ ୨୩ ହେଉଛି ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ତରୋଧନ ଦିବସ। ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସବୁ ସରକାରୀ ଅଫିସରେ ଭଗତ ସିଂହ ଓ ସମ୍ବିଧାନ ପ୍ରଣୟତା ବିଆର ଆମ୍ବେଦକରଙ୍କ ଫଟୋ ଲଗାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story