ମା’ର ଇସାରାରେ ଝିଅକୁ ରେପ କଲା ପ୍ରେମିକ

ଚେନ୍ନାଇ: ନିଜ ସନ୍ତାନର ସୁରକ୍ଷା ପାଇଁ ମା’ ଟିଏ ନିଜ ଜୀବନକୁ ବାଜି ଲାଗାଇ ଦିଏ। ଛୁଆର ସବୁ ଖୁସି ପାଇଁ ନିଜ ଖୁସିକୁ ଜଳାଞ୍ଜଳି ଦେଇ ଜୀବନ ଉତ୍ସର୍ଗ କରିଦିଏ। କିନ୍ତୁ ଜଣେ ମା’ ଯଦି ନିଜ ଖୁସି ପାଇଁ ଜନ୍ମକଲା ଛୁଆକୁ ନର୍କକୁ ଠେଲି ଦିଏ ତେବେ ତାକୁ ମା’ ନୁହଁ ଡାହାଣି କୁହାଯାଇ ପାରେ।  ମା’ ଭଳି ଏକ ମଧୁର ଶବ୍ଦକୁ କଳିଙ୍କିତ କରିଥିବା ଚରିତ୍ର ଚେନ୍ନାଇରୁ ଆସିଛି। ଏଠାରେ ଜଣେ ମହିଳା […]

Rape-Victim

Rape-Victim

Tapas Behera
  • Published: Saturday, 14 May 2022
  • Updated: 14 May 2022, 06:07 PM IST

ଚେନ୍ନାଇ: ନିଜ ସନ୍ତାନର ସୁରକ୍ଷା ପାଇଁ ମା’ ଟିଏ ନିଜ ଜୀବନକୁ ବାଜି ଲାଗାଇ ଦିଏ। ଛୁଆର ସବୁ ଖୁସି ପାଇଁ ନିଜ ଖୁସିକୁ ଜଳାଞ୍ଜଳି ଦେଇ ଜୀବନ ଉତ୍ସର୍ଗ କରିଦିଏ। କିନ୍ତୁ ଜଣେ ମା’ ଯଦି ନିଜ ଖୁସି ପାଇଁ ଜନ୍ମକଲା ଛୁଆକୁ ନର୍କକୁ ଠେଲି ଦିଏ ତେବେ ତାକୁ ମା’ ନୁହଁ ଡାହାଣି କୁହାଯାଇ ପାରେ।  ମା’ ଭଳି ଏକ ମଧୁର ଶବ୍ଦକୁ କଳିଙ୍କିତ କରିଥିବା ଚରିତ୍ର ଚେନ୍ନାଇରୁ ଆସିଛି। ଏଠାରେ ଜଣେ ମହିଳା ନିଜ ପ୍ରେମିକ ଦ୍ୱାରା ଦୁଷ୍କର୍ମ କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ପୀଡ଼ିତା ଜଣକ ନାବାଳିକା ଥିବା ବେଳେ ଦୁଷ୍କର୍ମର ଶିକାର ହୋଇ ସେ ଏବେ ଏକ ଶିଶୁର ମା ହୋଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳେଇ ଦେଇଥିବା ବେଳେ ପୁଲିସ ଉଭୟ ମହିଳା ଓ ତାଙ୍କ ପୁରୁଷ ବନ୍ଧକୁ ଗିରଫ କରିଛି। ନାବାଳିକା ଜଣକୁ ଗୁରୁତର ଅସୁସ୍ଥ ପରେ ହସପିଟାଲ ନିଆଯିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଅଭିଯୁକ୍ତ ମହିଳା(୩୮) ଜଣକ ଜଣେ ଶ୍ରମିକ ଭାବେ କାମ କରନ୍ତି।

ତାଙ୍କର ଜଣେ ନାବାଳିକା ଝିଅ ମଧ୍ୟ ଅଛି। ତେବେ ମହିଳା ଜଣଙ୍କୁ  ୫୦ ବର୍ଷର ଜଣେ ବ୍ୟକ୍ତି ଭଲ ପାଉଥିଲେ। ବ୍ୟକ୍ତି ଜଣକ ମହିଳାଙ୍କ ନାବାଳିକାର ଝିଅକୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଉ ପ୍ରେମିକଙ୍କ କଥାରେ ରାଜି ହୋଇ ନିଜ ଝିଅ ସହ ମିଳାମିଶା ପାଇଁ ତାଙ୍କ ପୁରୁଷ ବନ୍ଧୁଙ୍କୁ ସୁଯୋଗ ଦେଇଥିଲେ। ଏହି ମଉକାରେ ସେହି ବ୍ୟକ୍ତି ଜଣକ ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମ କରିଥିଲେ। ଝିଅଟି ଗର୍ଭବତୀ ହେବା ପରେ ସମ୍ପୃକ୍ତ ବ୍ୟକ୍ତି ସହ ତାଙ୍କ ମା ଗୁପ୍ତ ବିବାହ କରାଇଥିଲେ। କଥା ପ୍ରଘଟ ହେବା ଭୟରେ ଝିଅର ସ୍କୁଲ ଯିବା ବନ୍ଦ କରିଦେଇଥିଲେ ମହିଳା।

ତେବେ ମେ ୧ରେ ନାବାଳିକା ଜଣକ ପ୍ରସବ ଯନ୍ତ୍ରଣା  ଅନୁଭବ କରିଥିଲେ ଏବଂ ବାଥରୁମରେ ଜଣେ ଶିଶୁ ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ ନାବାଳିକା ଜଣକର ଯନ୍ତ୍ରଣା ବଢ଼ିବାରୁ ତାକୁ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ଖୋଳତାଡ଼ ପରେ ସବୁ କଥା ଜଣାପଡ଼ିଥିଲା। ପରେ ମେଡିକାଲ ପକ୍ଷରୁ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ତଦନ୍ତ କରି  ଆଜି ଉଭୟ ମହିଳା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story