କରୋନାରେ ଛୋଟା ରାଜନ ପ୍ରାଣ ହରାଇଥିବା ଖବର ମିଛ, ସ୍ପଷ୍ଟ କଲା ଏମ୍ସ

ନୂଆଦିଲ୍ଲୀ: ମହାମାରୀ କରୋନାରେ ଅଣ୍ଡର ୱାର୍ଲ୍ଡ ଡନ୍‌ ଛୋଟା ରାଜନ ପ୍ରାଣ ହରାଇଛି ବୋଲି ଯେଉଁ ଖବର ପ୍ରକାଶ ପାଇଥିଲା, ତାହା ମିଛ। କରୋନାରେ ଆକ୍ରାନ୍ତ ହୋଇ ଏବେ ବି ଏମ୍ସରେ ସେ ଚିକିତ୍ସାଧୀନ ରହିଛି। କିଛି ଜାତୀୟ ଗଣମାଧ୍ୟମରେ ଛୋଟା ରାଜନ ଆଜି ସକାଳେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଖବର ପ୍ରକାଶ ପାଇଥିଲା। ଏହାପରେ ଏମ୍ସ କର୍ତ୍ତୃପକ୍ଷ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ଏମ୍ସ ପକ୍ଷରୁ କୁହାଯାଇଛି ଯେ ଛୋଟା ରାଜନ ଏପ୍ରିଲ […]

AIIMS

AIIMS

Hemant Lenka
  • Published: Friday, 07 May 2021
  • Updated: 07 May 2021, 05:25 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାରେ ଅଣ୍ଡର ୱାର୍ଲ୍ଡ ଡନ୍‌ ଛୋଟା ରାଜନ ପ୍ରାଣ ହରାଇଛି ବୋଲି ଯେଉଁ ଖବର ପ୍ରକାଶ ପାଇଥିଲା, ତାହା ମିଛ। କରୋନାରେ ଆକ୍ରାନ୍ତ ହୋଇ ଏବେ ବି ଏମ୍ସରେ ସେ ଚିକିତ୍ସାଧୀନ ରହିଛି। କିଛି ଜାତୀୟ ଗଣମାଧ୍ୟମରେ ଛୋଟା ରାଜନ ଆଜି ସକାଳେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଖବର ପ୍ରକାଶ ପାଇଥିଲା।

ଏହାପରେ ଏମ୍ସ କର୍ତ୍ତୃପକ୍ଷ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ଏମ୍ସ ପକ୍ଷରୁ କୁହାଯାଇଛି ଯେ ଛୋଟା ରାଜନ ଏପ୍ରିଲ ୨୬ରେ ଏମ୍ସକୁ ଆସିଥିଲା। ସେବେଠାରୁ ସେ ଏଠାରେ ଚିକିତ୍ସିତ ହେଉଛି। ସେ ଜୀବିତ ରହିଛି। ତା’ର ମୃତ୍ୟୁକୁ ନେଇ ପ୍ରକାଶ ପାଇଥିବା ଖବର ମିଛ।

୬୧ ବର୍ଷୀୟ ରାଜେନ୍ଦ୍ର ନିକାଲଜେ ଓରଫ ଛୋଟା ରାଜନ ଏପ୍ରିଲ ୨୬ରେ ଏମ୍ସରେ ଭର୍ତ୍ତି ହୋଇଥିଲା। ୨୦୧୫ରେ ତା’କୁ ଇଣ୍ଡୋନେସିଆରୁ ଗିରଫ କରାଯାଇଥିଲା। ତା’କୁ ଇଣ୍ଡୋନେସିଆ ସରକାର ଭାରତକୁ ପ୍ରତ୍ୟର୍ପଣ କରିଥିଲେ। ସେ ଭାରତକୁ ଆସିବା ଦିନଠାରୁ ତିହାର ଜେଲରେ ରହିଥିଲା।

ଜେଲରେ ରହିବା ବେଳେ ହିଁ ସେ ଅସୁସ୍ଥ ହେବାରୁ ତାକୁ ଏପ୍ରିଲ ୨୬ରେ ଏମ୍ସକୁ ନିଆଯାଇଥିଲେ। ସେଠାରେ ତା’ର କରୋନା ଟେଷ୍ଟ କରାଯିବାରୁ ଏହା ପଜିଟିଭ ଆସିଥିଲା। ଏହି କାରଣରୁ ସେ ସୋମବାର ଦିନ ଗୋଟିଏ ମାମଲାର ଶୁଣାଣି ବେଳେ କୋର୍ଟରେ ହାଜର ହୋଇପାରି ନଥିଲା।

ରାଜନ ନାଁରେ ମହାରାଷ୍ଟ୍ରରେ ୭୦ରୁ ଅଧିକ ମାମଲା ରହିଛି। ସେ ଦୀର୍ଘ ଦିନ ହେଲା ଫେରାର ରହିଥିଲେ ହେଁ ଶେଷରେ ୨୦୧୫ରେ ଗିରଫ ହୋଇଥିଲା। ତା’ ନାଁରେ ଥିବା ସମସ୍ତ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏହାର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ମଧ୍ୟ ଗଠନ କରାଯାଇଛି। ୨୦୧୮ରେ ତା’କୁ ୨୦୧୧ ମସିହା ସାମ୍ବାଦିକ ଜ୍ୟୋର୍ତିମୟ ଦେଙ୍କ ହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡ ମିଳିଥିଲା।

ଗତ ସପ୍ତାହରେ ୧୯୯୩ ମୁମ୍ବାଇ ବିସ୍ଫୋରଣର ଅଭିଯୁକ୍ତ ହନିଫର ହତ୍ୟା ଘଟଣାରେ ମୁମ୍ବାଇର ସିବିଆଇ କୋର୍ଟ ଛୋଟା ରାଜନ ଓ ତା’ର ସହଯୋଗୀକୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ତଥାପି ଆହୁରି ଅନେକ ମାମଲା ତା’ ନାଁରେ ରହିଛି।

ସେ ଏକଦା ଦାଉଦ ଇବ୍ରାହମ ସହ କାମ କରୁଥିଲା। ଛୋଟା ସକିଲ ଓ ତା’ ମଧ୍ୟରେ ତିକ୍ତତା ହେବାରୁ ସେମାନେ ଅଲଗା ହୋଇଯାଇଥିଲେ। ଛୋଟା ସକିଲ ମଧ୍ୟ ରାଜନକୁ ମାରିବାକୁ ଅନେକ ଥର ଉଦ୍ୟମ କରି ବିଫଳ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story