ଅର୍ଥନୀତିକ ପରାମର୍ଶଦାତା ପଦରେ ରହିବେନି କେଭି ସୁବ୍ରମଣିଅନ

ନୂଆଦିଲ୍ଲୀ: ଦେଶର ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା କେଭି ସୁବ୍ରମଣିଅନ ଆଉ ଏହି ପଦରେ ରହିବେ ନାହିଁ। ଆସନ୍ତା ମାସରେ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ତାଙ୍କ କାର୍ଯ୍ୟକାଳକୁ ୩ ବର୍ଷ ପୂରିବ। ଏହାପରେ ସେ ଆଉ ଏହି ପଦରେ କାର୍ଯ୍ୟ କରିବେ ନାହିଁ। ସେ ଅର୍ଥନୀତିକ ପରାମର୍ଶଦାତା ପଦ ଛାଡ଼ି ପୁଣିଥରେ ଅଧ୍ୟାପନା କ୍ଷେତ୍ରକୁ ଚାଲିଯିବେ। ଆଜି ନିଜେ ସୁବ୍ରମଣିଅନ ଏକଥା ଘୋଷଣା କରିଛନ୍ତି। ସେ କହିଛନ୍ତି, “ମୁଁ ପୁଣିଥରେ ଏକାଡେମିଆକୁ ଫେରିଯିବାକୁ […]

KV-subramanian

KV-subramanian

Hemant Lenka
  • Published: Friday, 08 October 2021
  • Updated: 08 October 2021, 06:56 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା କେଭି ସୁବ୍ରମଣିଅନ ଆଉ ଏହି ପଦରେ ରହିବେ ନାହିଁ। ଆସନ୍ତା ମାସରେ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ତାଙ୍କ କାର୍ଯ୍ୟକାଳକୁ ୩ ବର୍ଷ ପୂରିବ। ଏହାପରେ ସେ ଆଉ ଏହି ପଦରେ କାର୍ଯ୍ୟ କରିବେ ନାହିଁ। ସେ ଅର୍ଥନୀତିକ ପରାମର୍ଶଦାତା ପଦ ଛାଡ଼ି ପୁଣିଥରେ ଅଧ୍ୟାପନା କ୍ଷେତ୍ରକୁ ଚାଲିଯିବେ। ଆଜି ନିଜେ ସୁବ୍ରମଣିଅନ ଏକଥା ଘୋଷଣା କରିଛନ୍ତି।

ସେ କହିଛନ୍ତି, “ମୁଁ ପୁଣିଥରେ ଏକାଡେମିଆକୁ ଫେରିଯିବାକୁ ନିଷ୍ପତ୍ତି ନେଇଛି। ଆସନ୍ତାମାସରେ ମୋର କାର୍ଯ୍ୟକାଳ ୩ ବର୍ଷ ପୂରିବ। ଏହାପରେ ମୁଁ ଆଉ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ପଦରେ ରହିବିନି। ଦେଶର ସେବା କରିବା ନିଶ୍ଚିତ ଗର୍ବର ବିଷୟ। କାର୍ଯ୍ୟକାଳ ସମୟରେ ମୋତେ ସବୁ ପ୍ରକାରର ସହଯୋଗ ମିଳିଛି।

ପ୍ରତିଦିନ ମୁଁ ନର୍ଥ ବ୍ଲକରେ ପ୍ରତିଦିନ ଚାଲିକି ଯିବା ବେଳେ ସବୁବେଳେ ମୋତେ ମିଳିଥିବା ଦାୟିତ୍ୱକୁ କେମିତି ଭଲ ଭାବେ ସମ୍ପାଦନ କରିବି, ସେ ବିଷୟରେ ଚିନ୍ତା କରିଥାଏ। ମୋତେ କାମ କରିବା ବେଳେ ସରକାରୀ ସ୍ତରରେ ସବୁ ପ୍ରକାରର ସହଯୋଗ ମିଳିଛି। ଭଲ କାମ କରିବାକୁ ଉତ୍ସାହିତ କରାଯାଇଛି।

ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟର ଭଲ ସମ୍ପର୍କ ରହିଥିଲା। ମୋର ୩୦ ବର୍ଷର ପ୍ରଫେସନାଲ ଜୀବନକାଳ ମଧ୍ୟରେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଅଧିକ ପ୍ରେରଣାଦାୟୀ ନେତାଙ୍କୁ ଦେଖିନି।”

ସୁବ୍ରମଣିଅନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story