ସାମ୍ବାଦିକଙ୍କ ବିରୋଧରେ ଲାଗୁ ୟୁଏପିଏ ମାମଲାର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ତ୍ରିପୁରା: ବିବାଦୀୟ ଆତଙ୍କ ବିରୋଧୀ ଆଇନ ଅନୁସାରେ ରାଜ୍ୟର ସାମ୍ବାଦିକ ଓ ଓକିଲଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଗୁଡ଼ିକର ସୀମକ୍ଷା କରିବାକୁ ଆଜି ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ। ଗତମାସରେ ତ୍ରିପୁରାରେ ହିଂସା ଦେଖାଯାଇଥିଲା। ଏହି ଘଟଣାକୁ ନେଇ କିଛି ଭିଡିଓ, ଫଟୋ ଓ ଲେଖା ପୋଷ୍ଟ କରାଯାଇଥିଲା। ଏହାକୁ ଫେକ୍‌ ବୋଲି ପୁଲିସ୍‌ କହିବା ସହ ୧୦୨ ଜଣଙ୍କ ନାଁରେ ୟୁଏପିଏ ବଳରେ ମାମଲା କରିଥିଲା। […]

Tripura

Tripura

Hemant Lenka
  • Published: Saturday, 27 November 2021
  • Updated: 27 November 2021, 05:40 PM IST

Sports

Latest News

ତ୍ରିପୁରା: ବିବାଦୀୟ ଆତଙ୍କ ବିରୋଧୀ ଆଇନ ଅନୁସାରେ ରାଜ୍ୟର ସାମ୍ବାଦିକ ଓ ଓକିଲଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଗୁଡ଼ିକର ସୀମକ୍ଷା କରିବାକୁ ଆଜି ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ। ଗତମାସରେ ତ୍ରିପୁରାରେ ହିଂସା ଦେଖାଯାଇଥିଲା। ଏହି ଘଟଣାକୁ ନେଇ କିଛି ଭିଡିଓ, ଫଟୋ ଓ ଲେଖା ପୋଷ୍ଟ କରାଯାଇଥିଲା। ଏହାକୁ ଫେକ୍‌ ବୋଲି ପୁଲିସ୍‌ କହିବା ସହ ୧୦୨ ଜଣଙ୍କ ନାଁରେ ୟୁଏପିଏ ବଳରେ ମାମଲା କରିଥିଲା। ଏଥିରେ କିଛି ସାମ୍ବାଦିକ ଓ ଓକିଲ ମଧ୍ୟ ରହିଥିଲେ। ଏବେ ଏହି ସମସ୍ତ ମାମଲାର ପୁନଃ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ନଭେମ୍ବର ୧୭ରେ ସୁପ୍ରିମକୋର୍ଟ ୟୁଏପିଏ ମାମଲାରେ ୩ ଜଣଙ୍କୁ ଆଶ୍ୱସ୍ତି ଦେଇଥିଲେ। ଏହି ୩ ଜଣଙ୍କ ବିରୋଧରେ ୟୁଏପିଏ ବଳରେ ମାମଲା ରୁଜୁ ହୋଇଥିଲା। ଏହାକୁ ଖାରଜ କରିବା ପାଇଁ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତ୍ରିପୁରା ଜଳୁଛି ବୋଲି ସାମ୍ବାଦିକ ଶ୍ୟାମ ମୀରା ସିଂହ ଟ୍ୱିଟ କରିଥିବାରୁ ତାଙ୍କ ନାଁରେ ୟୁଏପିଏ ଲାଗିଥିଲା। ସୁପ୍ରିମକୋର୍ଟ ଓକିଲ ଅନସାରୀ ଇନ୍ଦୋରୀ ଓ ମୁକେଶଙ୍କ ସମେତ ଗୋଟିଏ ଟିମ ତ୍ରିପୁରା ଗସ୍ତ କରି ସ୍ଥିତି ଯାଞ୍ଚ କରିଥିଲା। ଏଥିସହ ଏହି ଟିମ ଗୋଟିଏ ରିପୋର୍ଟ ମଧ୍ୟ ତିଆରି କରିଥିଲେ।

ଏହାପରେ ସୁପ୍ରିମକୋର୍ଟ ୩ ଆବେଦନକାରୀଙ୍କ ବିରୋଧରେ କୌଣସି ପ୍ରକାରର ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନ ନେବାକୁ ତ୍ରିପୁରା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଡିଜିପି ଭିଏସ୍‌ ଯାଦବ ତ୍ରିପୁରା ପୁଲିସ୍‌ର କ୍ରାଇମବ୍ରାଞ୍ଚ ବିଭାଗ ଆଡିସନାଲ ଡିଜିଙ୍କୁ ସାମ୍ବାଦିକ ଓ ଆଇନଜୀବଙ୍କ ନାଁରେ ରୁଜୁ ୟୁଏପିଏ ମାମଲାର ସମୀକ୍ଷା କରିବାକୁ କହିଛନ୍ତି। ଏହାପୂର୍ବରୁ ବିଭିନ୍ନ ମିଡିଆ ଓ ସାମାଜିକ ସଂଗଠନ ମଧ୍ୟ ତ୍ରିପୁରା ସରକାରଙ୍କୁ ଏହି ଘଟଣା ପାଇଁ ସମାଲୋଚନା କରିଥିଲେ। ସେମାନେ ସାମ୍ବାଦିକଙ୍କ ବିରୋଧରେ ଲାଗୁ ମାମଲା ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story