କରୋନାରେ ଚାଲିଗଲା ମୁଖ୍ୟ ଶାସନ ସଚିବଙ୍କ ଜୀବନ

ପାଟନା: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ବିହାରର ମୁଖ୍ୟ ଶାସନ ସଚିବ ଅରୁଣ କୁମାର ସିଂହ। ସେ କରୋନାରେ ଆକ୍ରାନ୍ତ ହେବା ପରେ ପାଟନାରେ ଥିବା ଗୋଟିଏ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କିଛି ଦିନ ପରେ ଅର୍ଥାତ ଫେବୃଆରୀ ୨୭ରେ ଶ୍ରୀ ସିଂହ ବିହାରର ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି ପାଇଥିଲେ। ୧୯୮୫ ମସିହା […]

Corona

Corona

Hemant Lenka
  • Published: Friday, 30 April 2021
  • Updated: 30 April 2021, 05:11 PM IST

Sports

Latest News

ପାଟନା: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ବିହାରର ମୁଖ୍ୟ ଶାସନ ସଚିବ ଅରୁଣ କୁମାର ସିଂହ। ସେ କରୋନାରେ ଆକ୍ରାନ୍ତ ହେବା ପରେ ପାଟନାରେ ଥିବା ଗୋଟିଏ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କିଛି ଦିନ ପରେ ଅର୍ଥାତ ଫେବୃଆରୀ ୨୭ରେ ଶ୍ରୀ ସିଂହ ବିହାରର ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି ପାଇଥିଲେ। ୧୯୮୫ ମସିହା ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଅରୁଣ ସିଂହଙ୍କ ଘର ବିହାରର ଚମ୍ପାରନ ଜିଲ୍ଲାରେ। ସେ ଅଗଷ୍ଟ ୩୧ରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥାଆନ୍ତେ। ହେଲେ ଏହା ପୂର୍ବରୁ ହିଁ କରୋନା ତାଙ୍କୁ ଏ ଦୁନିଆରେ ନେଇଯାଇଛି।

[caption id="" align="aligncenter" width="1200"]Bihar Chief Secretary Arun Kumar Singh Dies of Covid-19, CM Nitish Kumar  Pays Tribute ମୁଖ୍ୟ ଶାସନ ସଚିବ ଅରୁଣ କୁମାର ସିଂହ[/caption]

ତାଙ୍କର ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଜ୍ୟ ମାନ୍ୟତା ସହ ଶେଷ ହେବ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବାଚସ୍ପତି ବିଜୟ କୁମାର ସିହ୍ନାଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story