ବ୍ୟକ୍ତିଙ୍କ ଜୀବନ ନେଇଗଲା ଷ୍ଟଣ୍ଟ କରୁଥିବା ମଦୁଆ ଡ୍ରାଇଭର, ଦେଖନ୍ତୁ ଭିଡିଓ

ଗୁରୁଗ୍ରାମ: ସାମ୍ନାକୁ ଆସିଛି ଅତ୍ୟନ୍ତ ଭୟଙ୍କର ଓ ବିଚଳିତ କରିବା ଭଳି ଭିଡିଓ। ମଦୁଆ ଡ୍ରାଇଭରର ବାହାପିଆ ଗୁଣ ପାଇଁ ଚାଲି ଯାଇଛି ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ। ମଦ ପିଇବା ପରେ ଗାଡ଼ି ଚାଳକ ଜଣକ ରାସ୍ତାରେ ଷ୍ଟଣ୍ଟ କରୁଥିଲା। ହେଲେ ଭାରସାମ୍ୟ ହରାଇ ଗାଡ଼ିଟି କିଛି ଲୋକଙ୍କ ଦେହରେ ପିଟି ହୋଇଯାଇଥିଲା। ଏହି ଘଟଣାରେ ରାସ୍ତା କଡ଼ ମଦ ଦୋକାନ ଆଗରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେହିପରି କିଛି […]

car

car

Hemant Lenka
  • Published: Tuesday, 08 November 2022
  • Updated: 08 November 2022, 03:44 PM IST

Sports

Latest News

ଗୁରୁଗ୍ରାମ: ସାମ୍ନାକୁ ଆସିଛି ଅତ୍ୟନ୍ତ ଭୟଙ୍କର ଓ ବିଚଳିତ କରିବା ଭଳି ଭିଡିଓ। ମଦୁଆ ଡ୍ରାଇଭରର ବାହାପିଆ ଗୁଣ ପାଇଁ ଚାଲି ଯାଇଛି ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ। ମଦ ପିଇବା ପରେ ଗାଡ଼ି ଚାଳକ ଜଣକ ରାସ୍ତାରେ ଷ୍ଟଣ୍ଟ କରୁଥିଲା। ହେଲେ ଭାରସାମ୍ୟ ହରାଇ ଗାଡ଼ିଟି କିଛି ଲୋକଙ୍କ ଦେହରେ ପିଟି ହୋଇଯାଇଥିଲା।

ଏହି ଘଟଣାରେ ରାସ୍ତା କଡ଼ ମଦ ଦୋକାନ ଆଗରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେହିପରି କିଛି ଯୁବକ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ରବିବାର ବିଳମ୍ବିତ ରାତିରେ ପୂରା ଘଟଣା ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ ଏହା କଏଦ ହୋଇଛି।

ସାମ୍ନାକୁ ଆସିଥିବା ଭିଡିଓ ଅନୁସାରେ, ଘଟଣାଟି ଗୁରୁଗ୍ରାମରେ ରାତି ପ୍ରାୟ ୨ଟା ବେଳେ ଘଟିଥିଲା। ଜଣେ ଯୁବକ ମଦ ପିଇବା ପରେ ସ୍ଥାନୀୟ ଅଞ୍ଚଳରେ ଥିବା ଗୋଟିଏ ମଦ ଦୋକାନ ଆଗରେ ଷ୍ଟଣ୍ଟ ଦେଖାଇବା ଆରମ୍ଭ କରିଥିଲା। ସେ ଗୋଟିଏ ମାରୁତି ଏରଟିଗା କାର୍‌ରେ ବସି ମଦ ନିଶାରେ ଷ୍ଟଣ୍ଟ କରୁଥିବା ବେଳେ କିଛି ଲୋକ ମଦ ଦୋକାନ ଆଗରେ ଛିଡ଼ା ହୋଇଥିଲେ।

ହଠାତ୍‌ ମଦୁଆ ଡ୍ରାଇଭର ଜଣଙ୍କ ଦ୍ରୁତ ଗତିରେ ଦୋକାନ ଆଗରେ ଛିଡ଼ା ହୋଇଥିବା ଲୋକଙ୍କ ଆଡ଼କୁ ମାଡ଼ି ଆସିଥିଲା। ଏହା ଦେଖି ଲୋକମାନେ ସାଇଡ ହେବାକୁ ଚେଷ୍ଟା କରିଥିଲେ। ହେଲେ ମଦୁଆ ଡ୍ରାଇଭର ଗାଡ଼ିକୁ ଦ୍ରୁତ ଗତିରେ ବୁଲାବା ବେଳେ ଏହାର ପଛ ପଟ ଅଂଶ ୫୦ ବର୍ଷୀୟ ବ୍ୟକ୍ତିଙ୍କ ସମେତ ଅନ୍ୟମାନଙ୍କ ଦେହରେ ଖୁବ ଜୋରରେ ମାଡ଼ ହୋଇଯାଇଥିଲା। ଘଟଣା ପରେ କାରଟି ଘଟଣାସ୍ଥଳରୁ ଚମ୍ପଟା ମାରିଥିବା ବେଳେ ଧକ୍କା ଖାଇଥିବା ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ସେତେବେଳକୁ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟି ସାରିଥିଲା। ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ଆଉ ୨ ଜଣଙ୍କୁ ପୁଲିସ ହସ୍ପିଟାଲରେ ଭର୍ତ୍ତି କରିଛି। ଅନ୍ୟମାନଙ୍କ ଆହତ ଗୁରୁତର ନଥିବା ଜଣାପଡ଼ିଛି।

ଏହି ଘଟଣାରେ ପୁଲିସ୍‌ ୭ ଜଣଙ୍କୁ ଗିରଫ କରିଥିବା ବେଳେ ୨ଟି କାରକୁ ଜବତ କରିଛି। ପୁଲିସ୍‌ କହିଛି ଯେ ଗିରଫ ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଡେପୁଟି କମିଶନରଙ୍କ ଅଫିସରେ କମ୍ପ୍ୟୁଟର ଅପରେଟର ଭାବେ କାମ କରୁଥିଲେ।

ସେହିପରି ୩ ଜଣ ଗୋଟିଏ ଟ୍ରାଭେଲ ଏଜେନ୍ସିରେ କାମ କରନ୍ତି। ଅଭିଯୁକ୍ତମାନେ ମଦ ଦୋକାନ ଆଗରେ କାରରେ ଷ୍ଟଣ୍ଟ ଦେଖାଇବା ପୂର୍ବରୁ ନିଶାରେ କିଛି ଲୋକଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏନେଇ ଉଦୟଗ ବିହାର ପୁଲିସ୍‌ ଷ୍ଟେସରେ ଏଫଆଇଆର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story