ଲଦାଖ ନିକଟରେ ନୂଆ ଏୟାରବେସ୍‌ ତିଆରି କରୁଛି ଚାଇନା

ନୂଆଦିଲ୍ଲୀ: ଭାରତ ସହ ସୀମା ବିବାଦ ଚାଲିଥିବା ବେଳେ ଚାଇନାର ନୂଆ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି। ପୂର୍ବ ଲଦାଖ ସୀମା ନିକଟରେ ଚାଇନା ପକ୍ଷରୁ ନୂଆ ଏୟାରବେସ୍ ତିଆରି କରାଯାଉଛି। ଶାକେଚ୍ରେ ବାୟୁସେନାର ଯବାନଙ୍କ ପାଇଁ ଏହି ଏୟାରବେସ୍ ତିଆରି କରାଯାଉଥିବା ଜଣାପଡ଼ିଛି। ଏହି ଏୟାରବେସ୍‌ ତିଆରି ହୋଇଯିବା ପରେ ଏଲଏସିରେ ଚାଇନାର ଶକ୍ତି ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଇଛି। ତେବେ ଚାଇନା କରୁଥିବା ଏୟାରବେସ୍ ଉପରେ ଭାରତ ତୀକ୍ଷ୍ଣ ଦୃଷ୍ଟି ରଖିଥିବା ଜଣାପଡ଼ିଛି। ସରକାରୀ […]

China

China

Hemant Lenka
  • Published: Monday, 19 July 2021
  • Updated: 19 July 2021, 08:29 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ସହ ସୀମା ବିବାଦ ଚାଲିଥିବା ବେଳେ ଚାଇନାର ନୂଆ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି। ପୂର୍ବ ଲଦାଖ ସୀମା ନିକଟରେ ଚାଇନା ପକ୍ଷରୁ ନୂଆ ଏୟାରବେସ୍ ତିଆରି କରାଯାଉଛି। ଶାକେଚ୍ରେ ବାୟୁସେନାର ଯବାନଙ୍କ ପାଇଁ ଏହି ଏୟାରବେସ୍ ତିଆରି କରାଯାଉଥିବା ଜଣାପଡ଼ିଛି।

ଏହି ଏୟାରବେସ୍‌ ତିଆରି ହୋଇଯିବା ପରେ ଏଲଏସିରେ ଚାଇନାର ଶକ୍ତି ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଇଛି। ତେବେ ଚାଇନା କରୁଥିବା ଏୟାରବେସ୍ ଉପରେ ଭାରତ ତୀକ୍ଷ୍ଣ ଦୃଷ୍ଟି ରଖିଥିବା ଜଣାପଡ଼ିଛି।

ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଫାଇଟର ଅପରେସନ ପାଇଁ ଶାକେଚ୍ ଏୟାରବେସକୁ ସ୍ୱତନ୍ତ୍ର ଭାବେ ଚାଇନା ତିଆରି କରୁଛି। ଏହାରଦ୍ୱାରା ଯୁଦ୍ଧ ବିମାନଗୁଡ଼ିକର ଯାତାୟାତ ସହଜରେ ହୋଇପାରିବ। ଗତବର୍ଷ ଚାଇନା ସହ ସୀମା ବିବାଦ ସୃଷ୍ଟି ହୋଇଥିଲା। ଚାଇନା ଭଲ ଭାବେ ଜାଣିଛି ଯେ ଆଗକୁ ବିବାଦ ସୃଷ୍ଟିରେ ହେଲେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ସେମାନଙ୍କ ଅପେକ୍ଷା ଶୀଘ୍ର ଏଲଏସିରେ ପହଞ୍ଚି ଯିବେ।

ତେଣୁ ଏହାକୁ ଚକମା ଦେବା ପାଇଁ ଚାଇନା ଶାକେଚ୍‌ରେ ନିଜର ଯବାନମାନଙ୍କ ଏୟାରବେସ୍‌ ତିଆରି କରିବା ଆରମ୍ଭ କରିଛି। ବିବାଦ ସମୟରେ ପିଏଲଏକୁ ସହାୟତା କରିବା ପାଇଁ କାସଘର ଓ ହୋଗାନ ଭିତରେ ଚାଇନା ଏପରି ଏୟାରବେସ୍ ତିଆରି କରୁଥିବା ଏହି ସୂତ୍ରରେ କୁହାଯାଇଛି।

ଅନ୍ୟପକ୍ଷରେ ଗତବର୍ଷ ମେ’ ମାସରୁ ଚାଇନାର ୭ଟି ଯାକ ଏୟାରବେସ୍‌ ଉପରେ ଭାରତୀୟ ଗୁଇନ୍ଦା ଅଧିକାରୀଙ୍କ ନଜର ରହିଛି। ଚାଇନା ବର୍ଷକ ମଧ୍ୟରେ ଏହି ଏୟାରବେସଗୁଡ଼ିକୁ ଅଧିକ ଆଧୁନୀକିକରଣ କରିଛି।

ରନୱେ ବୃଦ୍ଧି କରିବା ସହ ଶେଲଟର ହୋମ ଓ ଯବାନଙ୍କ ସଂଖ୍ୟା ମଧ୍ୟ ଏୟାରବେସ୍‌ରେ ବଢ଼ାଇ ଦିଆଯାଇଛି। ଏହି ସବୁ ଏୟାରବେସ୍ ଉପରେ ସ୍ୟାଟେଲାଇଟ ଓ ଅନ୍ୟ ସର୍ଭେଲାନ୍ସ ଯନ୍ତ୍ର ଦ୍ୱାରା ଭାରତ ନଜର ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story