ଆମେରିକା ଟଙ୍କାରେ ଚାଇନା ତିଆରି କରିଛି କରୋନା ଭାଇରସ!

ବେଜିଂ: ମହାମାରୀ କରୋନା ଭାଇରସ କେବଳ ଚାଇନା ଭୂତାଣୁ ନୁହେଁ। ଏହି ଭୂତାଣୁ ତିଆରି କରିବା ପାଇଁ ଆମେରିକା ସମସ୍ତ ପ୍ରକାରର ଆର୍ଥିକ ସହାୟତା କରିଥିବା ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଚାଇନାର ଉହାନ ସ୍ଥିତ ଲ୍ୟାବରୁ କରୋନା ଭାଇରସ ଲିକ୍‌ ହୋଇଛି। ଚାଇନାରେ ଥିବା ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲଜିକୁ କରୋନା ଭାଇରସ ଉପରେ ଗବେଷଣା କରିବାକୁ ଆମେରିକା ଆର୍ଥିକ ସହାୟତା କରିଥିବା ଜଣାପଡ଼ିଛି। ଉହାନ ଲ୍ୟାବର ମୁଖ୍ୟ ଶି ଝେଙ୍ଗଲି […]

Corona

Corona

Hemant Lenka
  • Published: Saturday, 05 June 2021
  • Updated: 05 June 2021, 04:57 PM IST

Sports

Latest News

ବେଜିଂ: ମହାମାରୀ କରୋନା ଭାଇରସ କେବଳ ଚାଇନା ଭୂତାଣୁ ନୁହେଁ। ଏହି ଭୂତାଣୁ ତିଆରି କରିବା ପାଇଁ ଆମେରିକା ସମସ୍ତ ପ୍ରକାରର ଆର୍ଥିକ ସହାୟତା କରିଥିବା ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଚାଇନାର ଉହାନ ସ୍ଥିତ ଲ୍ୟାବରୁ କରୋନା ଭାଇରସ ଲିକ୍‌ ହୋଇଛି।

ଚାଇନାରେ ଥିବା ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲଜିକୁ କରୋନା ଭାଇରସ ଉପରେ ଗବେଷଣା କରିବାକୁ ଆମେରିକା ଆର୍ଥିକ ସହାୟତା କରିଥିବା ଜଣାପଡ଼ିଛି। ଉହାନ ଲ୍ୟାବର ମୁଖ୍ୟ ଶି ଝେଙ୍ଗଲି ଗବେଷଣା କରିବାକୁ ପ୍ରାୟ ୬୦୦,୦୦୦ ଡଲାରର ଆର୍ଥିକ ସହାୟତା ପାଇଛନ୍ତି। ଆମେରିକାର ବରିଷ୍ଠ ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫସିଙ୍କ ଲିକ୍‌ ଇ-ମେଲ ଏବଂ ନିରପେକ୍ଷ ତଦନ୍ତ ପରେ ଏପରି ତଥ୍ୟ ମିଳିଥିବା ଆଇଏଏନ୍‌ଏସ୍‌ରେ ଖବର ପ୍ରକାଶ ପାଇଛି।

କରୋନା ଭାଇରାସ ଲିକକୁ ନେଇ ମେ’୧୧ରେ ଆମେରିକା ସିନେଟରେ ଶୁଣାଣି ହୋଇଥିଲା। ଏହି ସମୟରେ ସିନେଟର ରଣ୍ଡ ପଲ କହିଛନ୍ତି, ଆମେରିକାରେ ଥିବା ବୈଜ୍ଞାନିମାନେ ଦୀର୍ଘ ବର୍ଷ ହେଲା ପଶୁମାନଙ୍କ ଶରୀରରେ ଥିବା ଭାଇରସକୁ କେମିତି ମ୍ୟୁଟେଟ କରି ମଣିଷଙ୍କୁ ସଂକ୍ରମିତ କରାଯାଇ ପାରିବ, ସେ ବିଷୟରେ ଜାଣିଥିଲେ।

ଦୀର୍ଘ ବର୍ଷ ହେଲାଣି ଆମେରିକାର ଜଣେ ଭାଇରୋଲଜିଷ୍ଟ ଡା ରାଲଫ ବାରସି ଉହାନ ଲ୍ୟାବର ମୁଖ୍ୟ ଡା ଶି ଝେଙ୍ଗଲିଙ୍କ ସହ ମିଶି କାମ କରିଛନ୍ତି। କେମିତି ସୁପର ଭାଇରସ ତିଆରି କରାଯାଇ ପାରିବ, ତା’ ଉପରେ ଗବେଷଣା କରାଯାଇଛି। ଏହି ଗବେଷଣା ପାଇଁ ଏନଆଇଏଚର ମୁଖ୍ୟ ଡା ଫସି ସମସ୍ତ ଆର୍ଥିକ ସହାୟତା କରିଥିଲେ ବୋଲି ସେ କହିଥିଲେ।

ଏହାର ଜବାବରେ ଫସି କହିଛନ୍ତି, “ସିନେଟର ପଲ୍‌ ମୁଁ ଆପଣଙ୍କୁ ବେଶ ସମ୍ମାନର ସହ କହିବାକୁ ଚାହୁଁଛି ଯେ ଆପଣ ଯାହା ବି ସବୁ କହିଛନ୍ତି, ତାହା ସଂପୂର୍ଣ୍ଣ ଭୁଲ ଓ ଭିତ୍ତିହୀନ। ଏନଏଚ୍‌ଆଇ କେବେ ହେଲେ କିମ୍ବା ବର୍ତ୍ତମାନ ଚାଇନାର ଉହାନ ଲ୍ୟାବରେ ଗବେଷଣା ପାଇଁ କୌଣସି ଫଣ୍ଡିଂ କରିନାହିଁ।”

ଅନ୍ୟପକ୍ଷରେ ଗତବର୍ଷ ଡେଲି ମେଲ୍‌ ହାତରେ ଲାଗିଥିବା ଡକ୍ୟୁମେଣ୍ଟ ଅନୁଯାୟୀ ବିବାଦୀୟ ଉହାନ ଲ୍ୟାବ କରୋନା ଭାଇରସ ଟେଷ୍ଟ ବାଦୁଡ଼ି ଓ ଅନ୍ୟ ବନ୍ୟଜନ୍ତୁଙ୍କ ଉପରେ ପରୀକ୍ଷା କରଥିଲା। ଏହି ଗବେଷଣା ପାଇଁ ଆମେରିକା ସରକାର ୩.୪ ମିଲିୟନ ଡଲାରର ଆର୍ଥିକ ସହାୟତା କରିଥିଲା।

ଉହାନ ଲ୍ୟାବର ମୁଖ୍ୟ ଡା ଝେଙ୍ଗଲି ବାଦୁଡ଼ି ମହିଳା ଭାବେ ମଧ୍ୟ ପରିଚିତ। କାରଣ କରୋନା ଭାଇରସ ବାଦୁଡ଼ି ଶରୀରରୁ ଠାବ ହୋଇଥାଏ ବୋଲି କୁହାଯାଏ। ଜଙ୍ଗଲ ମଧ୍ୟରେ ଶତାଧିକ ବାଦୁଡ଼ିଙ୍କ ପରୀକ୍ଷା ଡା ଝେଙ୍ଗଲି ହିଁ କରିଥିଲେ। ତେଣୁ ସେ ବାଦୁଡ଼ି ମହିଳା ଭାବେ ବେଶ ପରିଚିତ।

୨୦୧୪ରେ ଫସିଙ୍କ ନେତୃତ୍ୱାଧୀନ ଏନଆଇଏଚ୍‌ ନ୍ୟୁୟର୍କରେ ଥିବା EcoHealth Allianceକୁ ୩.୪ ମିଲିୟନ ଡଲାର ଦେଇଥିଲା। ଜଣଙ୍କଠାରୁ ଆଉ ଜଣଙ୍କୁ ବ୍ୟାପୁଥିବା ଭାଇରସରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଏହି ଅର୍ଥ ଦିଆଯାଇଥିଲା। ଏହି ଗ୍ରୁପ୍‌ ୟୁନାନ ପ୍ରଦେଶରୁ ସଂଗୃହୀତ ବାଦୁଡ଼ି କରୋନା ଭାଇରସଗୁଡ଼ିକ ଜେନେଟିକ ବିଶ୍ଲେଷଣ ପାଇଁ ଉହାନରେ ଥିବା ଭାଇରୋଲଜି ଲ୍ୟାବକୁ ଭଡ଼ାରେ ନେଇଥିଲା। ଗତ ମାସରେ ଟାମପା ବେ ଟାଇମ୍ସ ଏହି ରିପୋର୍ଟ ପ୍ରକାଶ କରିଥିଲା।

ଏହି ଗବେଷଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ କରୋନା ଭାଇରସଗୁଡ଼ିକ ପୂର୍ବରୁ ଚାଇନାରେ ଦେଖାଦେଇଥିଲା ଓ ଲୋକଙ୍କ ମଧ୍ୟରେ ବ୍ୟାପିଥିଲା। ଉହାନ ଲ୍ୟାବକୁ EcoHealth Alliance ୫ ବର୍ଷ ପାଇଁ ୫୯୮,୫୦୦ ଡଲାର ଦେଇଥିଲା। ଏହି ଲ୍ୟାବ ଉଭୟ ଆମେରିକା ଷ୍ଟେଟ ଡିର୍ପାଟମେଣ୍ଟ ଓ ଏନଆଇଏଚ୍‌ ଅନୁମତି ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story