ଲଦାଖ ନିକଟ ପାୱାର ଗ୍ରୀଡ୍‌କୁ ଚାଇନା ହ୍ୟାକର୍ସଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ଚାଇନା ପ୍ରାୟୋଜିତ ହ୍ୟାକରମାନେ ଲଦାଖ ନିକଟରେ ଥିବା ଭାରତୀୟ ବିଦ୍ୟୁତ ବିତରଣ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ କରିଛନ୍ତି। କିଛି ମାସ ତଳେ ହ୍ୟାକର୍ସମାନେ ଏପରି କାଣ୍ଡ ଘଟାଇଥିଲେ ବୋଲି ବେସରକାରୀ ଗୁଇନ୍ଦା ସଂସ୍ଥା Recorded Futureର ଗୋଟିଏ ରିପୋର୍ଟରେ ଏପରି ଦାବି କରାଯାଇଛି। ଏଥିରେ କୁହାଯାଇଛି ଯେ କିଛି ମାସ ତଳେ ଆମେ ଅତି କମରେ ସାତୋଟି ଇଣ୍ଡିଆନ୍ ଷ୍ଟେଟ୍ ଲୋଡ୍ ଡେସପ୍ୟାଚ୍ ସେଣ୍ଟର୍ (SLDCs)ର ସମ୍ଭାବ୍ୟ ନେଟୱାର୍କକୁ ଟାର୍ଗେଟ କରି ହ୍ୟାକର୍ସମାନେ ପ୍ରବେଶ କରିଥିବା ଜାଣିବାକୁ […]

Power

Power

Hemant Lenka
  • Published: Thursday, 07 April 2022
  • Updated: 07 April 2022, 01:30 PM IST

Sports

Latest News

ନୂଆଦିଲ୍ଲୀ: ଚାଇନା ପ୍ରାୟୋଜିତ ହ୍ୟାକରମାନେ ଲଦାଖ ନିକଟରେ ଥିବା ଭାରତୀୟ ବିଦ୍ୟୁତ ବିତରଣ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ କରିଛନ୍ତି। କିଛି ମାସ ତଳେ ହ୍ୟାକର୍ସମାନେ ଏପରି କାଣ୍ଡ ଘଟାଇଥିଲେ ବୋଲି ବେସରକାରୀ ଗୁଇନ୍ଦା ସଂସ୍ଥା Recorded Futureର ଗୋଟିଏ ରିପୋର୍ଟରେ ଏପରି ଦାବି କରାଯାଇଛି।

ଏଥିରେ କୁହାଯାଇଛି ଯେ କିଛି ମାସ ତଳେ ଆମେ ଅତି କମରେ ସାତୋଟି ଇଣ୍ଡିଆନ୍ ଷ୍ଟେଟ୍ ଲୋଡ୍ ଡେସପ୍ୟାଚ୍ ସେଣ୍ଟର୍ (SLDCs)ର ସମ୍ଭାବ୍ୟ ନେଟୱାର୍କକୁ ଟାର୍ଗେଟ କରି ହ୍ୟାକର୍ସମାନେ ପ୍ରବେଶ କରିଥିବା ଜାଣିବାକୁ ପାଇଛି। ଗ୍ରୀଡ୍ କଣ୍ଟ୍ରୋଲ୍ ଓ ବିଜୁଳି ବିତରଣର ରିଅଲ୍ ଟାଇମ୍ ଅପରେସନ୍ ପାଇଁ କେନ୍ଦ୍ର ଗୁଡ଼ିକ କାର୍ଯ୍ୟ କରନ୍ତି। ପାୱାର ଗ୍ରୀଡ ବ୍ୟତୀତ ଜାତୀୟ ଜରୁରୀ କାଳିନ ବ୍ୟବସ୍ଥା ଓ ଭାରତର ସବସିଡରେ ପରିଚାଳିତ ଗୋଟିଏ ମଲ୍ଟିନ୍ୟାଶନାଲ ଲଜିଷ୍ଟିକ୍ସ କମ୍ପାନୀକୁ ମଧ୍ୟ ସମାନ ହ୍ୟାକର୍ସ ଗ୍ରୁପ୍ ଟାର୍ଗେଟ କରିଥିବା ଜଣାପଡ଼ିଛି। ଏ ସମ୍ପର୍କରେ Recorded Future ରିପୋର୍ଟ ପ୍ରକାଶ କରିବା ପୂର୍ବରୁ ଭାରତ ସରକାରଙ୍କୁ ଅବଗତ କରାଇ ସାରିଥିବା ସୂଚନା ଦେଇଛି।

କମ୍ପାନୀ କହିଛି ଯେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ଚାଇନା ପ୍ରାୟୋଜିତ ହ୍ୟାକର୍ସମାନେ ଏପରି କରିଛନ୍ତି। ବଗିତ ୧୮ ମାସରେ ଭାରତର ଷ୍ଟେଟ ଆଣ୍ଡ ରିଜନାଲ ଲୋଡ ଡେସପ୍ୟାଚ୍‌ ସେଣ୍ଟରଗୁଡ଼ିକୁ ଟାର୍ଗେଟ କରାଯାଉଛି। ପୂର୍ବରୁ RedEcho ଗ୍ରୁପ ହ୍ୟା କରୁଥିବା ବେଳେ ଟ୍ୟାଗ-୩୮ର ନାଁ ସାମ୍ନାକୁ ଆସିଛି।

ଭାରତରେ କିଛି ବଛାବଛା ଚାଇନିଜ ହ୍ୟାକର୍ସଙ୍କ ଦୀର୍ଘ ସମୟର ରଣନୀତିର ଏହା ଏକ ଅଂଶବିଶେଷ ହୋଇପାରେ। ଚାଇନା ସହ ଜଡ଼ିତ କିଛି ଗ୍ରୁପ୍‌ ଏପରି କାର୍ଯ୍ୟ କରି ଗୁପ୍ତ ତଥ୍ୟ ହାସଲ କରିବା ସୁଯୋଗରେ ରହିଥିବା ଆଶଙ୍କା କରାଯାଇଛି। ସେହିପରି ଭବିଷ୍ୟତକୁ ଦୃଷ୍ଟିରେ ରଖି ମଧ୍ୟ ପାୱାର ଗ୍ରୀଡକୁ ଟାର୍ଗେଟ କରାଯାଉଛି ବୋଲି ରିପୋର୍ଟରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story