ଲଦାଖ ସୀମାରୁ ଟ୍ୟାଙ୍କ ପଛକୁ ହଟାଇଲା ଚାଇନା, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରୁ ଭାରତ ଓ ଚାଇନା ସେନା ପ୍ରତ୍ୟାହାର କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ଉଭୟ ଦେଶ ପାଙ୍ଗୋଙ୍ଗ ହ୍ରଦର ଉଭୟ ପାର୍ଶ୍ୱରେ ମୁତୟନ କରିଥିବା ଟ୍ୟାଙ୍କ ଓ ଯୁଦ୍ଧ ଗାଡ଼ିକୁ ପଛକୁ ହଟାଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିସହ ଯେଉଁ ବୈଠକରେ ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ହୋଇଥିଲା, ତା’ର ଭିଡିଓ ମଧ୍ୟ ଏଏନଆଇରେ ଅପଲୋଡ କରାଯାଇଛି। ବୁଝାମଣା ଅନୁଯାୟୀ, ପ୍ରଥମ ଦଫାରେ ଭାରତୀୟ ଟ୍ୟାଙ୍କ ଗୁଡ଼ିକ ନୟୋମା ଓ […]

Indian-Army

Indian-Army

Hemant Lenka
  • Published: Thursday, 11 February 2021
  • Updated: 11 February 2021, 05:56 PM IST

Sports

Latest News

ନୂଆଦିଲ୍ଲୀ: ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରୁ ଭାରତ ଓ ଚାଇନା ସେନା ପ୍ରତ୍ୟାହାର କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ଉଭୟ ଦେଶ ପାଙ୍ଗୋଙ୍ଗ ହ୍ରଦର ଉଭୟ ପାର୍ଶ୍ୱରେ ମୁତୟନ କରିଥିବା ଟ୍ୟାଙ୍କ ଓ ଯୁଦ୍ଧ ଗାଡ଼ିକୁ ପଛକୁ ହଟାଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିସହ ଯେଉଁ ବୈଠକରେ ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ହୋଇଥିଲା, ତା’ର ଭିଡିଓ ମଧ୍ୟ ଏଏନଆଇରେ ଅପଲୋଡ କରାଯାଇଛି।

ବୁଝାମଣା ଅନୁଯାୟୀ, ପ୍ରଥମ ଦଫାରେ ଭାରତୀୟ ଟ୍ୟାଙ୍କ ଗୁଡ଼ିକ ନୟୋମା ଓ ଏହାର ଆଖପାଖ ଅଞ୍ଚଳକୁ ଫେରିଛି। ସେହିପରି ଚାଇନା ତା’ର ଟ୍ୟାଙ୍କ ଗୁଡ଼ିକୁ ସିରିଜପ ଓ ମୋଲଡୋ ଗାରିସନର ପଛକୁ ନେଇଛି। ଫରୱାର୍ଡ ପୋଜିସନରେ ଥିବା ଟ୍ୟାଙ୍କ ଓ ଯୁଦ୍ଧ ଗାଡ଼ିଗୁଡ଼ିକ ଗତକାଲି ଠାରୁ ପଛକୁ ହଟିବା ଆରମ୍ଭ କରିଥିଲେ।

ପାଙ୍ଗୋଙ୍ଗର ଉଭୟ ପାର୍ଶ୍ୱରୁ ୭ ଦିନ ମଧ୍ୟରେ ସେନା ପ୍ରତ୍ୟାହାର କାର୍ଯ୍ୟକ୍ରମ ଶେଷ ହେବ ବୋଲି ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟ ଡିସଏନଗେଜମେଣ୍ଟ ପରେ ଉଭୟ ଦେଶ ଅଲଗା ଫିକ୍ସନ ପଏଣ୍ଟରେ ଚାଲିଥିବା ବିବାଦର ସମାଧାନ ପାଇଁ ବୈଠକ କରିବେ। ଏହା ମଧ୍ୟରେ ପ୍ୟାଟ୍ରୋଲିଂ ପଏଣ୍ଟ- ୧୭ ଓ ପିପି-୧୫ ରହିଛି।

ହଟଲାଇନ ଜରିଆରେ ଉଭୟ ଦେଶର ସେନା ବିବାଦର ସମାଧାନ ପାଇଁ ଆଲୋଚନା କରିଥିଲେ। ସେହିପରି ଫେବୃଆରୀ ୮ ଓ ୯ରେ ଚୁଶୁଲ ସୀମାରେ ଭାରତ ଓ ଚାଇନାର ସଦସ୍ୟମାନେ ବୈଠକ କରି ବିବାଦର ସମାଧାନ କରିବାକୁ ପ୍ରୟାସ କରିଥିଲେ।

ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ପାର୍ଶ୍ୱରେ ଥିବା ରେଜାଙ୍ଗ ଲା ଓ ରେଚେନ ଲାକୁ ଭାରତୀୟ ସେନା ଅଗଷ୍ଟରେ କବଜା କରିଥିଲା। ଏବେ ବୁଝାମଣା ଅନୁଯାୟୀ ଭାରତୀୟ ସେନା ଏହି ସ୍ଥାନରୁ ମଧ୍ୟ ସେନା ପ୍ରତ୍ୟାହାର କରିବେ।

ଭାରତୀୟ ସେନା ଫିଙ୍ଗର ୨ ଓ ୩ ମଧ୍ୟରେ ଥିବା ଧାନ ସିଂହ ଥାପ୍ପା ପୋଷ୍ଟକୁ ଫେରିବେ। ସେହିପରି ଚାଇନା ସେନା ଫିଙ୍ଗର ୮ର ପୂର୍ବ ଦିଗକୁ ଯିବେ। ଚାଇନା ପାଙ୍ଗୋଙ୍ଗ ହ୍ରଦର ନର୍ଥ ବ୍ଲକରେ ଯବାନ ମୁତୟନ କରିବ ଓ ଭାରତ ଫିଙ୍ଗର ୩ ନିକଟରେ ଥିବା ସ୍ଥାୟୀ ବେସ୍‌ରେ ସୈନ୍ୟ ରଖିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story