ସିବିଏସ୍‌ଇ ପରେ ଆଇଏସ୍‌ସି ଦ୍ୱାଦଶ ବୋର୍ଡ ପରୀକ୍ଷା ବି ବାତିଲ

ନୂଆଦିଲ୍ଲୀ: ସିବିଏସ୍‌ଇ ଢାଞ୍ଚା ଆପଣାଇଣାଇଲା ସିଆଇଏସ୍‌ସିଇ। କେନ୍ଦ୍ର ସରକାର ସିବିଏସ୍‌ଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ କରିବାର କିଛି ଘଣ୍ଟା ପରେ ସିଆଇଏସ୍‌ସିଇ ମଧ୍ୟ ଆଇଏସସି ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିଛି। ସିଆଇଏସ୍‌ସିଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଗେରୀ ଆରଥୋନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିକଳ୍ପ ବ୍ୟବସ୍ଥା ଦ୍ୱାରା ଦ୍ୱାଦଶ ଶ୍ରେଣୀ ପିଲାଙ୍କ ମାର୍କ ପ୍ରସ୍ତୁତ ହେବ। ଖୁଶୀଘ୍ର ଏ ସମ୍ପର୍କରେ ବିସ୍ତୃତ ବ୍ୟବସ୍ଥା ଗ୍ରହଣ କରାଯିବ ଓ ସମସ୍ତଙ୍କୁ ଅବଗତ କରାଯିବ। […]

Board-exam

Board-exam

Hemant Lenka
  • Published: Tuesday, 01 June 2021
  • Updated: 01 June 2021, 10:29 PM IST

Sports

Latest News

ନୂଆଦିଲ୍ଲୀ: ସିବିଏସ୍‌ଇ ଢାଞ୍ଚା ଆପଣାଇଣାଇଲା ସିଆଇଏସ୍‌ସିଇ। କେନ୍ଦ୍ର ସରକାର ସିବିଏସ୍‌ଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ କରିବାର କିଛି ଘଣ୍ଟା ପରେ ସିଆଇଏସ୍‌ସିଇ ମଧ୍ୟ ଆଇଏସସି ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିଛି। ସିଆଇଏସ୍‌ସିଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଗେରୀ ଆରଥୋନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବିକଳ୍ପ ବ୍ୟବସ୍ଥା ଦ୍ୱାରା ଦ୍ୱାଦଶ ଶ୍ରେଣୀ ପିଲାଙ୍କ ମାର୍କ ପ୍ରସ୍ତୁତ ହେବ। ଖୁଶୀଘ୍ର ଏ ସମ୍ପର୍କରେ ବିସ୍ତୃତ ବ୍ୟବସ୍ଥା ଗ୍ରହଣ କରାଯିବ ଓ ସମସ୍ତଙ୍କୁ ଅବଗତ କରାଯିବ। ସମ୍ଭବତଃ କାଲି ମାର୍କିଂ ପଦ୍ଧତି ଘୋଷଣା କରାଯାଇପାରେ। କରୋନା ମହାମାରୀ ଦୃଷ୍ଟିରୁ ଚଳିତ ବର୍ଷ ଆଇଏସ୍‌ସିର ଦ୍ୱାଦଶ ପରୀକ୍ଷା ହେବନାହିଁ ବୋଲି ସେ କହିଛନ୍ତି।

ଏପ୍ରିଲ ମାସରେ ସିଆଇଏସସିଇ କହିଥିଲା ଯେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ତାରିଖ ସ୍ଥିର କରାଯିବ। ଏପ୍ରିଲ ମାସରେ ହିଁ ସିଆଇଏସସିଇ ୧୦ ବୋର୍ଡ ପରୀକ୍ଷା ବାତିଲ କରିଥିଲା। ସୂଚନାଯୋଗ୍ୟ, ଆଜି ସନ୍ଧ୍ୟାରେ ମହାମାରୀ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିବିଏସ୍‌ଇ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି।

ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ସମ୍ପର୍କରେ ସମୀକ୍ଷା କରିବା ପରେ ଏପରି ଘୋଷଣା କରିଛନ୍ତି। ପିଲାଙ୍କ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ପରୀକ୍ଷା ବାତିଲ କରାଯାଇଥିବା ମୋଦି କହିଛନ୍ତି।

ପରୀକ୍ଷା ବାତିଲ ହୋଇଥିଲେ ହେଁ ପିଲାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀ ଚାହିଁବେ, ସେମାନେ ପରୀକ୍ଷା ଦେଇପାରିବ ବୋଲି କେନ୍ଦ୍ର ସରକାର କହିଛନ୍ତି। କେନ୍ଦ୍ର ସରକାର କହିଛନ୍ତି ଯେ ସିବିଏସ୍‌ଇ ପରୀକ୍ଷା ବାତିଲ ହୋଇଛି। କିନ୍ତୁ ଯେଉଁମାନେ ଚାହିଁବେ, ସେମାନଙ୍କ ପାଇଁ ପରୀକ୍ଷା ଦେବାର ବ୍ୟବସ୍ଥା ହେବ।

କରୋନା ସ୍ଥିତି ଦେଶରେ ସୁଧୁରିଲେ ଆଗ୍ରହୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ପାରିବେ। ରେଜଲ୍ଟ ପ୍ରକାଶ କରିବାକୁ ଉଚିତ ବ୍ୟବସ୍ଥା କରାଯିବ। ନିର୍ଦ୍ଧାରିତ ସମୟରେ ସବୁ କିଛିକୁ ବିଚାରକୁ ନେଇ ରେଜଲ୍ଟ ପ୍ରକାଶ ପାଇବ। ରେଜଲ୍ଟକୁ ନେଇ ପିଲାମାନେ କିମ୍ବା ସେମାନଙ୍କର ଅଭିଭାବକମାନେ ଆଦୌ ବ୍ୟସ୍ତ ହେବା ଉଚିତ ନୁହେଁ ବୋଲି ସରକାର ଆଶ୍ୱସନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story