ଦିଦିଙ୍କ ନିଦ ଭାଙ୍ଗିଲେ ଶାହ, କହିଲେ କୋଭିଡ୍‌ ଗଲେ ସିଏଏ ଲାଗୁ

କୋଲକାତା: କୋଭିଡ୍‌ ମହାମାରୀ ପରେ ଦେଶରେ ନାଗରିକ ସଂଶୋଧନ ଆଇନ(ସିଏଏ) କାର୍ଯ୍ୟକାରୀ ହେବ। ବେଙ୍ଗଲ ଗସ୍ତରେ ଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି। ସେ କହିଛନ୍ତି ଯେ, ସିଏଏ କାର୍ଯ୍ୟକାରୀ ନହେବା ନେଇ ଟିଏମସି ଗୁଜବ ସୃଷ୍ଟି କରୁଛି।  କିନ୍ତୁ ମୁଁ କହି ରଖୁଛି କରୋନା ଯିବା ପରେ ଦେଶରେ ନିଶ୍ଚିତ ସିଏଏ ଲାଗୁ ହେବ।  ସିଏଏ ହେଉଛି ବାସ୍ତବତା। ଏହାର ପରିବର୍ତ୍ତନ କରାଯାଇ ନାହିଁ। ସିଏଏକୁ କେହି ଅଟକାଇପାରିବେନ ବୋଲି ସେ ଦୃଢ଼କ୍ତି […]

amit saha caa rally bihar

amit saha caa rally bihar

Tapas Behera
  • Published: Thursday, 05 May 2022
  • Updated: 05 May 2022, 07:55 PM IST

Sports

Latest News

କୋଲକାତା: କୋଭିଡ୍‌ ମହାମାରୀ ପରେ ଦେଶରେ ନାଗରିକ ସଂଶୋଧନ ଆଇନ(ସିଏଏ) କାର୍ଯ୍ୟକାରୀ ହେବ। ବେଙ୍ଗଲ ଗସ୍ତରେ ଯାଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହା କହିଛନ୍ତି। ସେ କହିଛନ୍ତି ଯେ, ସିଏଏ କାର୍ଯ୍ୟକାରୀ ନହେବା ନେଇ ଟିଏମସି ଗୁଜବ ସୃଷ୍ଟି କରୁଛି।  କିନ୍ତୁ ମୁଁ କହି ରଖୁଛି କରୋନା ଯିବା ପରେ ଦେଶରେ ନିଶ୍ଚିତ ସିଏଏ ଲାଗୁ ହେବ।  ସିଏଏ ହେଉଛି ବାସ୍ତବତା। ଏହାର ପରିବର୍ତ୍ତନ କରାଯାଇ ନାହିଁ। ସିଏଏକୁ କେହି ଅଟକାଇପାରିବେନ ବୋଲି ସେ ଦୃଢ଼କ୍ତି  ପ୍ରକାଶ କରିଛନ୍ତି । ୨୦୧୯ ଡିସେମ୍ବରରେ ସଂସଦରେ ସିଏଏ ପାରିତ ହୋଇଥିଲା। ଏହି ସଂଶୋଧିତ ଆଇନ ଅନୁଯାୟୀ ୩୧ ଡିସେମ୍ୱର ୨୦୧୪ ସୁଦ୍ଧା ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଥିବା ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଇସାଈ ଏବଂ ପାର୍ସୀ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରାଯିବ ।

ଏହା ବ୍ୟତୀତ ଏହି ତିନି ଦେଶରୁ ଭାରତ ଆସିଥିବା ମୁସଲିମ୍ କିମ୍ୱା ଅନ୍ୟ ବିଦେଶୀଙ୍କ ପାଇଁ ଏହି ଆଇନ୍ ଅନୁଯାୟୀ ସେମାନଙ୍କୁ ଅବୈଧ ଭାବେ ବିବେଚନା କରାଯିବ । ଅନ୍ୟପକ୍ଷରେ  ସିଏଏ ବିରୋଧରେ ପ୍ରସ୍ତାବ ପାରିତ କରିଥିବା ରାଜ୍ୟ ମଧ୍ୟରେ ପଶ୍ଚିମବଙ୍ଗ ହେଉଛି ପ୍ରଥମ । ସେହିପରି ବେଙ୍ଗଲର ବୀରଭୂମ ହିଂସାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିଶାନା କରିଥିଲେ ଶାହ। ବୀରଭୂମିରେ ଦିଦି ୯ ଜଣଙ୍କୁ ଜୀଅନ୍ତା ଜାଳି ଦେଇଥିବା ଶାହ କହିଥିଲେ।  ମମତାଙ୍କୁ ଇସାରା କରି ଶାହ କହିଥିଲେ ଯେ, ଦିଦି ଆପଣଙ୍କୁ ବେଲଙ୍ଗଲ ୩ ଥର ମୁଖ୍ୟମନ୍ତ୍ରୀ  ଆସନରେ ବସାଇଛି।

ଆମେ ଭାବିଥିଲୁ ଆପଣ ନିଜକୁ ସଂଶୋଧନ କରିବେ। କିନ୍ତୁ ଆପଣ ବଦଳି ନାହାନ୍ତି। ହିଂସା ବନ୍ଦ ନକରିବା  ପର୍ଯ୍ୟନ୍ତ ବିଜେପି ଆନ୍ଦୋଳନ କରିବ। ଏହା ମୁଁ  ପ୍ରତିଜ୍ଞା କରୁଛି। ଆସନ୍ତା ୬ତାରିଖରେ କୋଚ୍‌ ବିହାରର ବିଘା କରିଡରରେ ବିଏସଏଫ କାର୍ଯ୍ୟକ୍ରମରେ ଶାହ ଯୋଗଦାବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story